୬୬ରେ ବି ୨୬ର ଚମକ; ଜାଣନ୍ତୁ ମୋଦିଙ୍କ ଫିଟ୍‌ନେସ୍‌ର ରହସ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନରେନ୍ଦ୍ର ମୋଦିଙ୍କୁ ୬୬ ବର୍ଷ ହେଲାଣି। କିନ୍ତୁ ତାଙ୍କୁ ଦେଖିଲେ ସେମିତି ଲାଗେନି। ତାଙ୍କ ମୁହଁରେ ସବୁବେଳେ ଥାଏ ଯୁବ ସୁଲଭ ଚମକ। ବ୍ୟସ୍ତ କାର୍ଯ୍ୟସୂଚୀ ସତ୍ତ୍ୱେ ସେ କେବେ ଥକି ପଡ଼ନ୍ତି ନାହିଁ। ଯେବେ ଦେଖିଲେ ଫିଟ୍। ତାଙ୍କର ଦେହ ଖରାପ ହେବା ନେଇ କେବେ ଶୁଣିବାକୁ ମିଳି ନାହିଁ। ତେବେ ସେ ଏମିତି ଫିଟ୍ ରୁହନ୍ତି କେମିତି? କ’ଣ ଏହା ପଛର ରାଜ୍? ମୋଦିଙ୍କ ସ୍ୱାସ୍ଥ୍ୟ ଉପରେ ନଜର […]

modi

modi

Rakesh Mallick
  • Published: Friday, 21 April 2017
  • Updated: 21 April 2017, 10:46 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନରେନ୍ଦ୍ର ମୋଦିଙ୍କୁ ୬୬ ବର୍ଷ ହେଲାଣି। କିନ୍ତୁ ତାଙ୍କୁ ଦେଖିଲେ ସେମିତି ଲାଗେନି। ତାଙ୍କ ମୁହଁରେ ସବୁବେଳେ ଥାଏ ଯୁବ ସୁଲଭ ଚମକ। ବ୍ୟସ୍ତ କାର୍ଯ୍ୟସୂଚୀ ସତ୍ତ୍ୱେ ସେ କେବେ ଥକି ପଡ଼ନ୍ତି ନାହିଁ। ଯେବେ ଦେଖିଲେ ଫିଟ୍। ତାଙ୍କର ଦେହ ଖରାପ ହେବା ନେଇ କେବେ ଶୁଣିବାକୁ ମିଳି ନାହିଁ। ତେବେ ସେ ଏମିତି ଫିଟ୍ ରୁହନ୍ତି କେମିତି? କ’ଣ ଏହା ପଛର ରାଜ୍?

ମୋଦିଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ପାଇଁ ଏକ ଡାକ୍ତରୀ ଟିମ୍ ଅଛି। ଏହି ଟିମ୍‌ର ଜଣେ ଡାକ୍ତର କହିଛନ୍ତି ଯେ ନିୟମିତ ଯୋଗ, ନିରାମିଷ ଭୋଜନ ସହିତ ମଦ ଓ ତମାଖୁ ଠାରୁ ଦୂରତା ଯୋଗୁଁ ପ୍ରଧାନମନ୍ତ୍ରୀ ସଦାବେଳେ ସତେଜ ରହୁଛନ୍ତି।

ସକାଳେ ଠିକ୍ ସମୟରେ ଉଠନ୍ତି

ପ୍ରଧାନମନ୍ତ୍ରୀ ରାତିରେ ଯେତେ ବିଳମ୍ବରେ ଶୋଇଥିଲେ ବି ଭୋର୍ ୫ଟାରେ ବିଛଣା ଛାଡ଼ନ୍ତି।

ନିୟମିତ ଯୋଗ

ସକାଳେ ନିତ୍ୟକ୍ରମ ଶେଷ କରିବା ପରେ ସେ ଏକ ଘଣ୍ଟା ଯୋଗ କରନ୍ତି। ସେ ସୂର୍ଯ୍ୟ ନମସ୍କାର, ପ୍ରାଣାୟମ ସହିତ ବିଭିନ୍ନ ଆସନ କରନ୍ତି।

ନିରାମିଷ ଭୋଜନ

ପ୍ରଧାନମନ୍ତ୍ରୀ ଆମିଷ ଖାଆନ୍ତି ନାହିଁ। ସେ ପୂରା ଶାକାହାରୀ। ଗୁଜରାଟୀ ବ୍ୟଞ୍ଜନ ଭାକରୀ ଓ ଡାଲି ଖେଚୁଡ଼ି ତାଙ୍କର ଭାରି ପ୍ରିୟ। ଏହା ସହିତ ସେ ହାଲ୍‌କା ଫୁଲ୍‌କା ଖାଦ୍ୟ ଖାଇବାକୁ ଭଲ ପାଆନ୍ତି, ଯେମିତିକି ପୋହା, ଇଡ୍‌ଲି ଓ ଦୋସା। ମଧ୍ୟାହ୍ନ ଭୋଜନରେ ସେ ଗୁଜରାଟୀ ଖାଦ୍ୟ ଖାଆନ୍ତି। ସାଧାରଣତଃ ସେ ଭାତ, ଡାଲି, ତରକାରି ଓ ଦହି ଖାଆନ୍ତି।

ଉଷୁମ ପାଣି ପିଅନ୍ତି

ମୋଦି ସର୍ବଦା ଉଚ୍ଚ ସ୍ୱରରେ ଭାଷଣ ଦିଅନ୍ତି। ତେଣୁ ସେ ସବୁବେଳେ ନିଜ ଗଳାର ଯତ୍ନ ନିଅନ୍ତି। ସେଥିପାଇଁ ସେ ନଖଉଷୁମ ପାଣି ପିଇବାକୁ ପସନ୍ଦ କରନ୍ତି।

ଶୋଇବା ପୂର୍ବରୁ ଧ୍ୟାନ କରନ୍ତି

ଶୋଇବା ପୂର୍ବରୁ ସେ ଧ୍ୟାନ କରନ୍ତି। ଏହା ଦ୍ୱାରା ଦିନର ସମସ୍ତ ଚାପ ତାଙ୍କ ମସ୍ତିଷ୍କରୁ ଦୂର ହୋଇଯାଏ ଓ ତାଙ୍କୁ ଭଲ ନିଦ ହୁଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story