ସବୁଠୁ ଧନୀ ରାଜାଙ୍କ ପ୍ରାଚୁର୍ଯ୍ୟର କାହାଣୀ: ୩୬୫ ରାଣୀ, ୧୭ କୋଟିର ଡିନର ସେଟ୍ ଓ ୧୬୬ କୋଟିର ହାର

ରାଜତନ୍ତ୍ର ଥିବାବେଳେ ପରିସ୍ଥିତି ଥିଲା ଅଲଗା। ରାଜାଙ୍କ ବିଳାସପୂର୍ଣ୍ଣ ସୌଖିନ ଜୀବନଶୈଳୀକୁ ନେଇ କେହି ଆଲୋଚନା କିମ୍ବା ସମାଲୋଚନା କରୁନଥିଲେ। ବରଂ ରାଜାଙ୍କ ପ୍ରାଚୁର୍ଯ୍ୟଭରା ଜୀବନକୁ ନେଇ ହିଁ ତାଙ୍କର ଗୁରୁତ୍ୱ ବଢୁଥିଲା। ଯେଉଁ ରାଜା ଯେତେ ରାଣୀ ରଖୁଥିଲେ, ଯେତେବଡ଼ ମହଲରେ ରହୁଥିଲେ, ଯେତେ ଅଳଙ୍କାର ପିନ୍ଧୁଥିଲେ, ଯେତେ ସୈନିକ, ହାତୀଘୋଡ଼ା ରଖୁଥିଲେ, ସେ ସେତେ ପ୍ରସିଦ୍ଧ ଥିଲେ। ଆଜି ପଢ଼ନ୍ତୁ ସେମିତି ଜଣେ ପୁରୁଣା ରାଜାଙ୍କ ସୌକ ବିଷୟରେ । ଯିବେ ବଞ୍ଚୁଥିଲେ ଏକ […]

Maharaja-cover

Maharaja-cover

Rakesh Mallick
  • Published: Thursday, 06 July 2017
  • Updated: 06 July 2017, 02:17 PM IST

ରାଜତନ୍ତ୍ର ଥିବାବେଳେ ପରିସ୍ଥିତି ଥିଲା ଅଲଗା। ରାଜାଙ୍କ ବିଳାସପୂର୍ଣ୍ଣ ସୌଖିନ ଜୀବନଶୈଳୀକୁ ନେଇ କେହି ଆଲୋଚନା କିମ୍ବା ସମାଲୋଚନା କରୁନଥିଲେ। ବରଂ ରାଜାଙ୍କ ପ୍ରାଚୁର୍ଯ୍ୟଭରା ଜୀବନକୁ ନେଇ ହିଁ ତାଙ୍କର ଗୁରୁତ୍ୱ ବଢୁଥିଲା। ଯେଉଁ ରାଜା ଯେତେ ରାଣୀ ରଖୁଥିଲେ, ଯେତେବଡ଼ ମହଲରେ ରହୁଥିଲେ, ଯେତେ ଅଳଙ୍କାର ପିନ୍ଧୁଥିଲେ, ଯେତେ ସୈନିକ, ହାତୀଘୋଡ଼ା ରଖୁଥିଲେ, ସେ ସେତେ ପ୍ରସିଦ୍ଧ ଥିଲେ। ଆଜି ପଢ଼ନ୍ତୁ ସେମିତି ଜଣେ ପୁରୁଣା ରାଜାଙ୍କ ସୌକ ବିଷୟରେ । ଯିବେ ବଞ୍ଚୁଥିଲେ ଏକ ବିଳାସପୂର୍ଣ୍ଣ ଜୀବନ।

ସେ ହେଲେ ଦେଶ ବିଦେଶରେ ‘ପଟିଆଲା ପେଗ୍’କୁ ପ୍ରସିଦ୍ଧ କରିଥିବା ପଟିଆଲାର ରାଜା ଭୁପିନ୍ଦର ସିଂ। ଯିଏ କି ନିଜ ଜୀବନକୁ ଏକ ଅଲଗା ଓ ବିଳାସପୂର୍ଣ୍ଣ ଢଙ୍ଗରେ ବଞ୍ଚିବା ପାଇଁ ପସନ୍ଦ କରୁଥିଲେ। ଜାଣନ୍ତୁ ତାଙ୍କ ପ୍ରାଚୁର୍ଯ୍ୟ ବିଷୟରେ।

କୋଟିଏ ଟଙ୍କାର ଡିନର ସେଟ୍: ମହାରାଜା ଭୁପିନ୍ଦର ସିଂ ଯେଉଁ ଥାଳିରେ ଖାଉଥିଲେ ତାର ମୂଲ୍ୟ ପାଖାପାଖି ୧୭ କୋଟି ଟଙ୍କା ଥିଲା। ଖାସ୍ କଥା ଥିଲା କି, ସେହି ବାସନରେ ସୁନା ଓ ରୁପାର ପରସ୍ତ ଲାଗିଥିଲା। ରାଜାଙ୍କର ଏହି ଡିନର ସେଟ୍ ତିଆରି କରିଥିଲା ଗୋଲ୍ଡସ୍ମିଥ୍ ଓ ସିଲ୍ଭର ସ୍ମିଥ୍ ନାମକ ଲଣ୍ଡନର କମ୍ପାନି।

୩ଟି ବିମାନର ମାଲିକ: ରାଜା ଭୂପିନ୍ଦର ସିଂଙ୍କର ନିଜର ୩ଟି ବିମାନ ଥିଲା। ସେ ଭାରତର ପ୍ରଥମ ବ୍ୟକ୍ତି ଥିଲେ, ଯାହାଙ୍କ ପାଖରେ ସେ ସମୟରେ ନିଜର ବିମାନ ଥିଲା। ବିମାନ କିଣିବା ପୂର୍ବରୁ ସେ ତାଙ୍କର ଜଣେ ଚିଫ୍ ଇଞ୍ଜିନିୟରଙ୍କୁ ବିମାନ ବିଷୟରେ ଅଧିକ ଜାଣିବା ପାଇଁ ୟୁରୋପ ପଠାଇଥିଲେ ଓ ତା ପରେ ହିଁ ବିମାନ କିଣିଥିଲେ।

୧୬୬ କୋଟିର ହୀରା ହାର: ରାଜା ଭୁପିନ୍ଦର ସିଂଙ୍କ ପାଖରେ ୨ ହଜାର ୯୩୦ଟି ହୀରା ହାର ଥିଲା। ତା ଭିତରେ ଥିଲା ଦୁନିଆର ସବଠୁ ଭଲ ସପ୍ତମ ଦାମିକା ହାର। ଯାହାକୁ ଅରିଜିନାଲ ହୀରୀ ବୋଲି କୁହାଯାଏ। ଏହି ହାରର ଓଜନ ହଜାରେ କ୍ୟାରେଟ ଥିଲା। ଏହି ହାରର ମୂଲ୍ୟ ୧୬୬ କୋଟି ଟଙ୍କା ଥିଲା। ସ୍ୱାଧିନତା ପରେ ଏହି ହାର ଚୋରି ହୋଇଯାଇଥିଲା।

୪୪ଟି କାର୍: ରାଜା ଭୁପିନ୍ଦର ସିଂଙ୍କ ପାଖରେ ୪୪ଟି କାର୍ ଥିଲା। ସେହି କାର୍ ଗୁଡିକୁ ରାଜା ନିଜ ପସନ୍ଦ ଅନୁସାରେ ତିଆରି କରିଥିଲେ। ତାଙ୍କ ପାଖରେ ୨୦ଟି ରୋଲ୍ସ ରୋଏସ୍ ଥିଲା।

୩୬୫ ଜଣ ରାଣୀ: ରାଜା ଭୁପିନ୍ଦର ସିଂଙ୍କର ମୋଟ ୩୬୫ ଜଣ ରାଣୀ ଥିଲେ। ଅବଶ୍ୟ ଏମାନଙ୍କ ମଧ୍ୟରେ ସେ ମାତ୍ର ୧୦ ଜଣଙ୍କୁ ବିବାହ କରିଥିଲେ ଓ ପାଟରାଣୀର ମାନ୍ୟତା ଦେଇଥିଲେ। କିନ୍ତୁ ପୂରା ୩୬୫ ଜଣ ଯାକ ରାଣୀ ରାଜପ୍ରାସାଦରେ ହିଁ ରହୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story