ଏପରି ପ୍ରେମ କାହାଣୀ, ବିଚ୍ଛେଦର ୭୫ ବର୍ଷ ପରେ ହେଲା ଦେଖା...

ଫ୍ରାନ୍ସ:  ବହୁ ପ୍ରେମ କାହାଣୀ ଏପରି ଥାଏ, ଯାହାକି ପରିସ୍ଥିତି ଚାପରେ ସଫଳ ହୋଇ ପାରେ ନାହିଁ। ଉଭୟ ପ୍ରେମିକପ୍ରେମିକା ପରସ୍ପରଠୁ ଅଲଗା ହୋଇ ନିଜ ଘର ସଂସାର କରିଥାନ୍ତି। ହେଲେ ବିଚ୍ଛେଦର ୭୫ ବର୍ଷ ପରେ ଯଦି ଆପଣଙ୍କ ଆଖି ସାମନାକୁ ଆପଣଙ୍କ ପ୍ରେମିକ ଆସି ଯାଆନ୍ତି। ତା’ ହେଲେ ତାଙ୍କୁ ଚିହ୍ନି ପାରିବେ ତ। ଏପରି ଏକ ରୋମାଞ୍ଚକ ଘଟଣା ଘଟିଛି . ଫ୍ରାନ୍ସରେ । ଏହି ପ୍ରେମ କାହାଣୀ ହେଉଛି ଦ୍ୱିତୀୟ ବିଶ୍ୱଯୁଦ୍ଧ […]

love-1..

love-1..

Niharika Rout
  • Published: Wednesday, 19 June 2019
  • Updated: 19 June 2019, 02:00 PM IST

Sports

Latest News

ଫ୍ରାନ୍ସ:  ବହୁ ପ୍ରେମ କାହାଣୀ ଏପରି ଥାଏ, ଯାହାକି ପରିସ୍ଥିତି ଚାପରେ ସଫଳ ହୋଇ ପାରେ ନାହିଁ। ଉଭୟ ପ୍ରେମିକପ୍ରେମିକା ପରସ୍ପରଠୁ ଅଲଗା ହୋଇ ନିଜ ଘର ସଂସାର କରିଥାନ୍ତି। ହେଲେ ବିଚ୍ଛେଦର ୭୫ ବର୍ଷ ପରେ ଯଦି ଆପଣଙ୍କ ଆଖି ସାମନାକୁ ଆପଣଙ୍କ ପ୍ରେମିକ ଆସି ଯାଆନ୍ତି। ତା’ ହେଲେ ତାଙ୍କୁ ଚିହ୍ନି ପାରିବେ ତ। ଏପରି ଏକ ରୋମାଞ୍ଚକ ଘଟଣା ଘଟିଛି . ଫ୍ରାନ୍ସରେ ।

ଏହି ପ୍ରେମ କାହାଣୀ ହେଉଛି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର। ଏହି ସମୟରେ ୨୪ ବର୍ଷୀୟ କେଟି ରାବିନ୍ସ ପ୍ରଥମ ଥର ଲାଗି ୧୮ ବର୍ଷୀୟା ଜେନିନ ପିୟରସନଙ୍କୁ ସାକ୍ଷାତ କରିଥିଲେ। ପ୍ରଥମ ଦେଖାରେ ହିଁ ଦୁହିଁଙ୍କ ଆଖିରେ ଆଖି ମିଶିଥିଲା ଓ ଉଭୟଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଯାଇଥିଲା। ରାବିନ୍ସ ଆମେରିକା  ନାଗରିକ ହୋଇଥିବା ବେଳେ ଜେନିନଙ୍କ ଘର ଫ୍ରାନ୍ସରେ ଥିଲା।

ରାବିନ୍ସ ଜଣେ ଯୋଦ୍ଧା ହୋଇଥିବା ବେଳେ ଯୁଦ୍ଧ ସରିବା ପରେ ସେ ପୁଣି ଆମେରିକା ଫେରି ଯାଇଥିଲେ। ହେଲେ ସେ ଫେରିବା ସମୟରେ ବହୁତ କାନ୍ଦିଥଲେ ଜେନିନ। ଉଭୟଙ୍କ ଭାଷା ଅଲଗା ହୋଇଥିବା ବେଳେ କାଳେ ଏହା ପ୍ରତିବନ୍ଧକ ସୃଷ୍ଟି କରିବ, ତେଣୁ ସେ ଇଂରାଜୀ ଶିଖିବା ଆରମ୍ଭ କରି ଦେଇଥିଲେ। ତାଙ୍କ ସ୍ୱପ୍ନ ଥିଲା ଯେ, ରାବିନ୍ସ ଫେରିବା ପରେ ସେ ତାଙ୍କ ସହ ଇଂରାଜୀରେ କଥା ହେବେ।

ଏବେ ରାବିନ୍ସ ୯୭ ବର୍ଷର ହୋଇଯାଇଥିବା ବେଳେ ଜେନିନଙ୍କ ବୟସ ୯୨। ରାବିନ୍ସ ଫ୍ରାନ୍ସ ଆସିଥିବା ବେଳେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ୭୫ ବର୍ଷ ପରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିବା ବେଳେ ଉଭୟ ବେଶ୍‌ ଭାବୁକ ହୋଇଯାଇଥିଲେ। ପୁଣି ଥରେ ଫେରି ଆସି ଜେନିନଙ୍କୁ ନିଜ ସହ ନେଇଯିବାକୁ ରାବିନ୍ସ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପୂରଣ କରି ପାରି ନଥିଲେ।

ଏହା ମଧ୍ୟରେ ଉଭୟ ବିବାହ କରି ନିଜ ସଂସାରରେ ବ୍ୟସ୍ତ ଥିବା ବେଳେ ଏବେ ସେମାନଙ୍କ ଜୀବନସାଥୀମାନେ ଆଖି ବୁଜି ସାରିଲେଣି। କିଛି ଘଣ୍ଟାର ସାକ୍ଷାତ ପରେ ପୁଣି ଉଭୟ ଫେରିଯାଇଥିଲେ ନିଜ ନିଜ ବାଟରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story