ଇସ୍ଲାମ୍ବାଦ: ପ୍ରତି ମଣିଷର କିଛି ନା କିଛି ଅଭ୍ୟାସ ରହିଥାଏ। ଅନେକଙ୍କ ଅଭ୍ୟାସ ଭାରି ଅଜବ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପାକିସ୍ତାନର ପଞ୍ଚାବ ପ୍ରଦେଶର ଗୁଜରାଂବାଳାରେ ରହୁଥିବା ୫୦ ବର୍ଷୀୟ ମହମୁଦ ଅହମଦ। ସେ ଗଛର ପତ୍ର ଖାଇବାକୁ ଭଲ ପାଆନ୍ତି। ପୁଣି ଦିନେ ଅଧେ ନୁହେଁ, ପ୍ରତିଦିନ ସେ ପତ୍ର ଖାଆନ୍ତି। ୨୫ ବର୍ଷ ହେଲାଣି ସେ ପତ୍ର ଖାଉଛନ୍ତି।
ମହମୁଦ ଘୋଡ଼ାଗାଡ଼ି ଚଲାନ୍ତି। ପୂର୍ବରୁ ତାଙ୍କ ପରିବାରର ଆର୍ଥିକ ସମ୍ୱଳ ଭଲ ନ ଥିଲା। ତେଣୁ ଯେତେବେଳେ ଭୋକ ଲାଗୁ ଥିଲା ସେ ଗଛରୁ ପତ୍ର ତୋଳି ଖାଉଥିଲେ। ଏହାଦ୍ୱାରା ତାଙ୍କ ଭୋକ ମେଣ୍ଟି ଯାଉଥିଲା ଓ ନିଜ ଗନ୍ତବ୍ୟସ୍ଥଳକୁ ଅତିଶୀଘ୍ର ପହଞ୍ଚି ଯାଉଥିଲେ। କିନ୍ତୁ ଧୀରେ ଧୀରେ ଏହା ତାଙ୍କର ଅଭ୍ୟାସରେ ପରିଣତ ହୋଇଗଲା। ସେ ଏବେ ଦୈନିକ ୬୦୦ ପାକିସ୍ତାନୀ ମୁଦ୍ରା ଉପାର୍ଜନ କରୁଛନ୍ତି। କିନ୍ତୁ ପତ୍ର ଖାଇବା ଛାଡ଼ି ନାହାନ୍ତି। ଏତେ ବର୍ଷ ଧରି ପତ୍ର ଖାଉଥିଲେ ବି ତାଙ୍କ ଶରୀର ଉପରେ ଏହାର କୌଣସି ପ୍ରତିକୂଳ ପ୍ରଭାବ ପଡ଼ୁ ନାହିଁ। ସେଥିପାଇଁ ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।
Special
ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ; ଭାରତୀୟ ରେଲୱେର ଡ୍ରିମ୍ ପ୍ରୋଜେକ୍ଟ
ଚେନାବ ନଦୀ ବୁକୁରେ ଠିଆ ହୋଇଥିବା ଏହି ଚେନାବ ବ୍ରିଜର ଉଚ୍ଚତା ଆଇଫିଲ୍ ଟାୱାରଠାରୁ ବି ଅଧିକ। ଏହା ବ୍ଲାଷ୍ଟ ପ୍ରୁଫ ଓ ଭୂକଂପ ନିରୋଧୀ।