କିଏ ଏହି ପ୍ରଭାସ? ଭେଟନ୍ତୁ ମେକ୍ସିକୋର ସତସତିକା ବାହୁବଲୀଙ୍କୁ

ନୂଆଦିଲ୍ଲୀ: ଫିଲ୍ମ ବାହୁବଲୀ-ଟୁକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। ସୋସିଆଲ୍‌ ମିଡିଆ ଠାରୁ ଆରମ୍ଭ କରି ଚା ଦୋକାନ ଓ ଅଫିସ୍‌ କ୍ୟାଣ୍ଟିନ୍‌ରେ ମଧ୍ୟ ଏ ନେଇ ଚାଲିଛି ଚର୍ଚ୍ଚା। ଯେଉଁମାନେ ଫିଲ୍ମ ଦେଖି ସାରିଲେଣି ସେମାକେ ସାଙ୍ଗସାଥୀ ଓ  ସହକର୍ମୀଙ୍କୁ ଶୁଣାଉଛନ୍ତି କାହାଣୀ।  ଫିଲ୍ମରେ ଯୁଦ୍ଧ ସମୟରେ ନାୟକ ଓ ଖଳନାୟକଙ୍କ ଷ୍ଟଣ୍ଟକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ମେକ୍ସିକୋରେ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଜଣେ କ୍ୟାପ୍‌ଟେନ୍‌ ସମୁଦ୍ରର ଢେଉରେ ଜୋରରେ ଦୌଡ଼ି […]

stunts

stunts

Rakesh Mallick
  • Published: Saturday, 29 April 2017
  • Updated: 29 April 2017, 01:13 PM IST

Sports

Latest News

ନୂଆଦିଲ୍ଲୀ: ଫିଲ୍ମ ବାହୁବଲୀ-ଟୁକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। ସୋସିଆଲ୍‌ ମିଡିଆ ଠାରୁ ଆରମ୍ଭ କରି ଚା ଦୋକାନ ଓ ଅଫିସ୍‌ କ୍ୟାଣ୍ଟିନ୍‌ରେ ମଧ୍ୟ ଏ ନେଇ ଚାଲିଛି ଚର୍ଚ୍ଚା। ଯେଉଁମାନେ ଫିଲ୍ମ ଦେଖି ସାରିଲେଣି ସେମାକେ ସାଙ୍ଗସାଥୀ ଓ  ସହକର୍ମୀଙ୍କୁ ଶୁଣାଉଛନ୍ତି କାହାଣୀ।  ଫିଲ୍ମରେ ଯୁଦ୍ଧ ସମୟରେ ନାୟକ ଓ ଖଳନାୟକଙ୍କ ଷ୍ଟଣ୍ଟକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ମେକ୍ସିକୋରେ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଜଣେ କ୍ୟାପ୍‌ଟେନ୍‌ ସମୁଦ୍ରର ଢେଉରେ ଜୋରରେ ଦୌଡ଼ି ବା ସହ ଦୁଇଟି ଜାହାଜରେ ଷ୍ଟଣ୍ଟ ଦେଖାଉଛନ୍ତି। ସବୁଠାରୁ ରୋଚକର କଥା ହେଉଛି କ୍ୟାପଟେନ୍ ଜଣଙ୍କ ଗୋଟିଏ ଜାହାଜରୁ ଡେଇଁବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୂରା ବାହୁବଲୀ (ପ୍ରଭାସ)ଙ୍କ ଭଳି ଦେଖାଯାଉଛନ୍ତି।

https://www.youtube.com/watch?v=2yXIYlPV7XE

ଏହି ଭିଡିଓରେ ଦେଖାଯାଇଥିବା ଭଳି ଷ୍ଟଣ୍ଟ ନ କରିବାକୁ ଚେତାବନୀ ଦିଆଯାଇଛି। ଏଥିରେ କୁହାଯାଇଛି କେବଳ ଏକ୍ସପର୍ଟମାନେ ହିଁ ଏହା କରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story