ଭେଟନ୍ତୁ ଦୁନିଆର ସବୁଠୁ ସୁନ୍ଦର ସିକ୍ୟୁରିଟି ଗାର୍ଡଙ୍କୁ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଇସାବେଲ ଡେଲଟୋରଙ୍କୁ କୁହାଯାଏ ବିଶ୍ୱର ସବୁଠାରୁ ସୁନ୍ଦର ସିକ୍ୟୁରିଟି ଗାର୍ଡ। ୨୯ ବର୍ଷ ହେଲା ପର୍ଯ୍ୟନ୍ତ ସେ ଅଷ୍ଟ୍ରେଲିଆର ଏକ ହାଇ ସିକ୍ୟୁରିଟି ଜେଲ୍‌ରେ ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ଏବେ ସେ ଦୁଇ ଥର ମିସ୍ ନ୍ୟୁଡ୍ ବ୍ୟୁଟି କଣ୍ଟେଷ୍ଟ ଟାଇଟଲ୍ ଜିତି ସାରିଲେଣି। ଏକ ଇଂରାଜୀ ଖବର କାଗଜକୁ ଦେଇଥିବା ସାକ୍ଷାତକାରରେ ଇସାବେଲ୍ କହିଛନ୍ତି ଯେ କଏଦୀଙ୍କ ଯୋଗୁଁ ସେ ଆଜି ସୁପର୍‌ ମଡେଲ ହୋଇପାରିଛନ୍ତି। ସେ ଯେଉଁ ଜେଲ୍‌ରେ କାମ […]

issabel

issabel

Rakesh Mallick
  • Published: Sunday, 29 October 2017
  • Updated: 29 October 2017, 01:15 PM IST

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଇସାବେଲ ଡେଲଟୋରଙ୍କୁ କୁହାଯାଏ ବିଶ୍ୱର ସବୁଠାରୁ ସୁନ୍ଦର ସିକ୍ୟୁରିଟି ଗାର୍ଡ। ୨୯ ବର୍ଷ ହେଲା ପର୍ଯ୍ୟନ୍ତ ସେ ଅଷ୍ଟ୍ରେଲିଆର ଏକ ହାଇ ସିକ୍ୟୁରିଟି ଜେଲ୍‌ରେ ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ଏବେ ସେ ଦୁଇ ଥର ମିସ୍ ନ୍ୟୁଡ୍ ବ୍ୟୁଟି କଣ୍ଟେଷ୍ଟ ଟାଇଟଲ୍ ଜିତି ସାରିଲେଣି।

ଏକ ଇଂରାଜୀ ଖବର କାଗଜକୁ ଦେଇଥିବା ସାକ୍ଷାତକାରରେ ଇସାବେଲ୍ କହିଛନ୍ତି ଯେ କଏଦୀଙ୍କ ଯୋଗୁଁ ସେ ଆଜି ସୁପର୍‌ ମଡେଲ ହୋଇପାରିଛନ୍ତି। ସେ ଯେଉଁ ଜେଲ୍‌ରେ କାମ କରୁଥିଲେ ସେଠାକାର କଏଦୀଙ୍କ ସହିତ କିଛି ଅଫିସ୍‌ର ଅହରହ ତାଙ୍କୁ ଦେଖୁଥିଲେ। ଅନେକ ତାଙ୍କୁ ଅଶ୍ଳୀଳ କମେଣ୍ଟ ମାରୁ ଥିଲେ। ତେଣୁ ସେଠାରେ ଚାକିରି କରିବା ତାଙ୍କ ପାଇଁ ମୁସ୍କିଲ ହୋଇପଡ଼ିଥିଲା।

issaସେ କହିଛନ୍ତି, “ଥରେ ଜଣେ କଏଦୀ ମୋତେ ଅଶ୍ଳୀଳ କମେଣ୍ଟ ମାରିବା ସହିତ ମୁଁ ମଡେଲିଂ କଲେ ଭଲ ହେବ ବୋଲି କହିଥିଲେ। ତା’ପରଠାରୁ ମଡେଲିଂ କଥା ମୋ ମୁଣ୍ଡରେ ପଶିଗଲା। ମୁଁ ଭାବିଲି ମୋ ସୌନ୍ଦର୍ଯ୍ୟ ଉପରେ ଯଦି ଏତେ ଲୋକ ଫିଦା ତା’ହେଲେ କାହିଁକି ଏହାକୁ ବ୍ୟବହାର କରି କିଛି ପଇସା ରୋଜଗାର ନ କରିବି?”

ମଡେଲିଂ କରିବାକୁ ଭାବୁ ଥିବା ବେଳେ ଥରେ ସେ ଏକ କ୍ଲବ୍ ଯାଇ ଷ୍ଟ୍ରିପ୍ ଡ୍ୟାନ୍ସ କଲେ। ସେଠାରେ ଗୋଟିଏ ଦିନରେ ଯେତିକି ଟଙ୍କା ମିଳିଲା ତାହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। ସେହି ରାତି ୪ଟା ବେଳେ ସେ ସିକ୍ୟୁରିଟି ଗାର୍ଡ ଚାକିରିରୁ ଇସ୍ତଫା ଦେଇ ଦେଲେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story