ମୁସଲମାନଙ୍କ ମୁହଁରେ ‘ରାମ୍‌ ନାମ୍‌ ସତ୍ୟ ହେ’: ଭାଇଚାରାର ଭଲ ଖବର

ସେମାନେ ମୁସଲମାନ। ହେଲେ ମୁହଁରେ ‘ରାମ ନାମ ସତ୍ୟ ହେ, ହରି ନାମ ସତ୍ୟ ହେ’। ଏହା କୌଣସି ଫିଲ୍ମର ଦୃଶ୍ୟ ନୁହେଁ। ଏହା ଭାରତର ଏକ ଛୋଟ ଗାଁର ଘଟଣା। ଏହା ଆଉ ଥରେ ପ୍ରମାଣିତ କରିଛି ଯିଏ ଯେତେ ଚେଷ୍ଟା କଲେ ବି ଭାରତୀୟଙ୍କ ମଧ୍ୟରେ ଥିବା ଭାଇଚାରକୁ କେବେ କେହି ଖିନ୍‌ଭିନ୍ କରିପାରିବେ ନାହିଁ। କୋଲକାତାର ମାଲଦା ଜିଲ୍ଲା ମାଣିକଛକ ବ୍ଲକ ଶେଖପୁର ଗାଁ। ୬୦୦ ପରିବାରକୁ ନେଇ ଏହି ଗାଁ। ତେବେ […]

muslim

muslim

Rakesh Mallick
  • Published: Wednesday, 26 April 2017
  • Updated: 26 April 2017, 04:39 PM IST

Sports

Latest News

ସେମାନେ ମୁସଲମାନ। ହେଲେ ମୁହଁରେ ‘ରାମ ନାମ ସତ୍ୟ ହେ, ହରି ନାମ ସତ୍ୟ ହେ’। ଏହା କୌଣସି ଫିଲ୍ମର ଦୃଶ୍ୟ ନୁହେଁ। ଏହା ଭାରତର ଏକ ଛୋଟ ଗାଁର ଘଟଣା। ଏହା ଆଉ ଥରେ ପ୍ରମାଣିତ କରିଛି ଯିଏ ଯେତେ ଚେଷ୍ଟା କଲେ ବି ଭାରତୀୟଙ୍କ ମଧ୍ୟରେ ଥିବା ଭାଇଚାରକୁ କେବେ କେହି ଖିନ୍‌ଭିନ୍ କରିପାରିବେ ନାହିଁ।

କୋଲକାତାର ମାଲଦା ଜିଲ୍ଲା ମାଣିକଛକ ବ୍ଲକ ଶେଖପୁର ଗାଁ। ୬୦୦ ପରିବାରକୁ ନେଇ ଏହି ଗାଁ। ତେବେ ଏମାନଙ୍କ ମଧ୍ୟରେ ରହନ୍ତି ମାତ୍ର ୨ଟି ହିନ୍ଦୁ ପରିବାର। ଅନ୍ୟମାନେ ମୁସଲମାନ ସମ୍ପ୍ରଦାୟର। ଗତ ସୋମବାର କ୍ୟାନସର ଆକ୍ରାନ୍ତ ବିଶ୍ୱଜିତ ରାଜକ୍‌ (୩୫) ନାମକ ଜଣେ ହିନ୍ଦୁ ଯୁବକଙ୍କ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଅତ୍ୟନ୍ତ ଗରିବ ହୋଇଥିବାରୁ ବିଶ୍ୱଜିତଙ୍କ ଅନ୍ତିମ ସଂସ୍କାର କରିବାକୁ ଅକ୍ଷମ ହୋଇଥିଲେ। ଏହି ସମୟରେ ସେମାନଙ୍କ ପାଖରେ ଛିଡା ହୋଇଥିଲେ ମୁସଲମାନ ପଡୋଶୀ । କୋକେଇକୁ କାନ୍ଧେଇ ଶ୍ମଶାନର ବାଟ ଧରିଥିଲେ। କେବଳ ସେତିକି ନୁହେଁ ‘ରାମ ନାମ ସତ୍ୟ ହେ, ହରି ନାମ ସତ୍ୟ ହେ’ ଡାକ ଦେଇ। ହିନ୍ଦୁ ରୀତିନୀତି ଅନୁସାରେ ବିଶ୍ୱଜିତଙ୍କ ଶବ ସଂସ୍କାର ମଧ୍ୟ କରିଥିଲେ। ସତ୍କାର ପରେ ପାଉଁଶ ନେଇ ନଦୀରେ ବିସର୍ଜନ କରିବା ସହ ହିନ୍ଦୁ ପରମ୍ପରା ଅନୁସାରେ ବୁଡ ପକାଇ ଘରକୁ ଫେରିଥିଲେ।

ଏପରିକି ସ୍ଥାନୀୟ ମସଜିଦ୍‌ର ମୌଲବୀ ମଧ୍ୟ ଶ୍ମଶାନ ପର୍ଯ୍ୟନ୍ତ ଯାଇଥିଲେ। ଶବ ସତ୍କାରର ସମସ୍ତ ଖର୍ଚ୍ଚ ମୁସଲିମ୍‌ ପଡୋଶୀମାନେ ବହନ କରିଥିଲେ।

ବିଶ୍ୱଜିତଙ୍କ ବାପା ନଗେନ କହିଛନ୍ତି,“ମୋ ପାଖରେ ଅର୍ଥ ଥିଲା ନା ମଣିଷ ବଳ ଥିଲା ପୁଅର ଶବ ସଂସ୍କାର କରିବାକୁ। ଯଦି ଗ୍ରାମବାସୀ ଆଗକୁ ଆସି ନ ଥାନ୍ତେ କ’ଣ ହୋଇଥାନ୍ତି ମୁଁ ଭାବିପାରୁନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story