ଦିନେ ଏହି ଶାଳରେ ଲମ୍ବା ଲାଇନ୍‌ ଲାଗୁଥିଲା, ଏବେ ଶୂନଶାନ

ସୋର (ଶଶି କାନ୍ତ ବେହେରା): ଦିନ ଥିଲା ଗ୍ରମାଞ୍ଚଳର ଲୋକମାନେ ଶାବଳ, କୁରାଢ଼ି, ଫାଳ ଦା’ ଓ କତା ଏପରକି ବିଭିନ୍ନ ଲୁହା ସାମଗ୍ରୀ କମାର ଶାଳରେ ତିଆରି କରୁଥିଲେ। କିନ୍ତୁ ଏବେ ତାହା ଦେଖିବାକୁ ମିଳୁନାହିଁ। ଆଧୁନିକ ଯନ୍ତ୍ରପାତିର ବହୁଳ ବ୍ୟବହାର ଯୋଗୁ କମାର ଶାଳରେ ତିଆରି କରାଯାଉଥିବା ଜିନିଷଗୁଡ଼ିକର ଚାହିଦା ଦିନକୁ ଦିନକୁ କମିଯାଉଛି। ଫଳରେ କମାର ଶାଳ ଗୁଡ଼ିକ ବନ୍ଦ ହେବାକୁ ବସିଲାଣି। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ଝରଝଳିଆ ଗାଁର କମାର […]

soro0

soro0

Tapaswini Nayak
  • Published: Saturday, 01 February 2020
  • Updated: 01 February 2020, 02:30 PM IST

Sports

Latest News

ସୋର (ଶଶି କାନ୍ତ ବେହେରା): ଦିନ ଥିଲା ଗ୍ରମାଞ୍ଚଳର ଲୋକମାନେ ଶାବଳ, କୁରାଢ଼ି, ଫାଳ ଦା’ ଓ କତା ଏପରକି ବିଭିନ୍ନ ଲୁହା ସାମଗ୍ରୀ କମାର ଶାଳରେ ତିଆରି କରୁଥିଲେ। କିନ୍ତୁ ଏବେ ତାହା ଦେଖିବାକୁ ମିଳୁନାହିଁ। ଆଧୁନିକ ଯନ୍ତ୍ରପାତିର ବହୁଳ ବ୍ୟବହାର ଯୋଗୁ କମାର ଶାଳରେ ତିଆରି କରାଯାଉଥିବା ଜିନିଷଗୁଡ଼ିକର ଚାହିଦା ଦିନକୁ ଦିନକୁ କମିଯାଉଛି। ଫଳରେ କମାର ଶାଳ ଗୁଡ଼ିକ ବନ୍ଦ ହେବାକୁ ବସିଲାଣି। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ଝରଝଳିଆ ଗାଁର କମାର ଶାଳକୁ ବୃତ୍ତି କରି ଚଳୁଥିବା ପରିବାର ଲୋକେ  ଏବେ ଜୀବନ-ଜୀବିକାକୁ ନେଇ ଏମିତି ଦୋଛକିରେ ପଡ଼ିଛନ୍ତି।

ଏହି ଗାଁରେ୧୫ରୁ ଅଧିକ କମାର ଶାଳ ଥିଲା। ଏବେ ଏହି ଗାଁରେ ୩ଟି କମାର ଶାଳ ଅଛି। ପୂର୍ବରୁ ଏହି କମାର ଶାଳ ଗୁଡ଼ିକରେ ଦା’ ଓ ଲଙ୍ଗଳରେ ଲାଗୁଥିବା ଫାଳକକୁ ଧାର କରିବାକୁ ଲୋକଙ୍କ ଭିଡ଼ ଜମୁଥିଲା। ଏହାସହ ଦୂର ଦୂରାନ୍ତ ଲୋକେ ମଧ୍ୟ ଲୁହା ସାମଗ୍ରୀ ତିଆରି କରିବାକୁ ଆସୁଥିଲେ। କିନ୍ତୁ ଏବେ ଧୀରେ ଧୀରେ ସେସବୁ କମିଗଲାଣି। କାରଣ ଲୋକେମାନେ ଦା’ରେ ଧାନ ନ କାଟି ଧାନ କଟା ମେସିନରେ ଧାନ କାଟୁଛନ୍ତି। ଏହାସହ ଲଙ୍ଗଳରେ ହଳ ନ କରି ଟ୍ରାକ୍ଟରରେ ହଳ କରୁଛନ୍ତି। ଫଳରେ କମାର ଶାଳକୁ ଆଉ କେହି ଲୋକେ ଦା ଓ ଫାଳ ଧାର କରିବାକୁ ଆସୁ ନାହାନ୍ତି।ଶାଳ କରି ପରିବାର ପୋଷଣ କରୁଥିବା କିଛି ଲୋକେ ଶାଳ ବନ୍ଦ କରି ବାହାରକୁ କାମ କରିବାକୁ ଚାଲିଯାଇଥିବା ବେଳେ ଆଉ ଅଳ୍ପ କିଛି ଲୋକେ ନିଜ କୌଳିକ ବୃତ୍ତିକୁ ଛାଡ଼ି ପାରୁ ନାହାନ୍ତି।

କମାର ଶାଳ ଥିବା ପିତାମ୍ବର ସେନାପତି କହିଛନ୍ତି,“ ଆଗରୁ ଆମ ଗାଁରେ ୧୫ଟି କମାର ଶାଳ ଥିଲା। ଏବେ ୩ଟି ଶାଳ ଅଛି, ବାକି ଶାଳ ସବୁ ବନ୍ଦ ହୋଇଗଲାଣି। ଆଧୁନିକ ଯନ୍ତ୍ରପାତି ବ୍ୟବହାର ହେବା ଫଳରେ ଲୋକଙ୍କର ଶାଳକୁ ଆସିବା କମିଗଲାଣି। ଆମେ ଏହି ଶାଳ ଉପରେ ନିର୍ଭର କରି ଚଳିଥାଉ।”

ସେହିପରି ଗଜେନ୍ଦ୍ର ସେନାପତି କହିଛନ୍ତି,“ ଆଗରୁ ଲୁହା ସାମଗ୍ରୀ ତିଆରି କରି ଦୁଇ ପଇସା ରୋଜଗାର କରୁଥିଲୁ, ଏବେ ତାହା ହେଉନାହିଁ। ଚାଷ ସମୟରେ ଲୋକେ ଅଧିକ ଦା’ ତିଆରି କରୁଥିଲେ, ଏବେ ଏହା ବନ୍ଦ ହୋଇଗଲାଣି। ବେପାର ହେଉ ନଥିବାରୁ ମାସରେ ଶାଳ ୧୫ ଦିନ ଖୋଲା ରହୁଛି, ଆଉ ୧୫ ଦିନ ବନ୍ଦ ରହୁଛି। ପରିବାର ଚଳିବାକୁ ଭାରି କଷ୍ଟ ହେଉଛି। ସରକାରଙ୍କ ପକ୍ଷରୁ କୌଣସି ସାହାଯ୍ୟ ମିଳିଲେ, ଆମେ ଉପକୃତ ହୁଅନ୍ତୁ।”

ଯୁଗର ପରିବର୍ତ୍ତନ ସହ ପରିବର୍ତ୍ତନ ହେଇଯାଇଛି କିଛି ପାରମ୍ପରିକ ଜୀବିକା । ଯାହା ଫଳରେ ଆଜି ଅନେକ କୌଳିକ ବୃତ୍ତି ହଜି ଗଲାଣି, ଆଉ କିଛି ହଜିବାକୁ ବସିଲାଣି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story