ପାକିସ୍ତାନର ଏମିତି ସହର ଯେଉଁଠି ଗୋ’ହତ୍ୟା କରନ୍ତି ନାହିଁ ମୁସଲମାନ, ହିନ୍ଦୁ ରଖନ୍ତି ରୋଜା

ଆତଙ୍କବାଦ ଓ ସାମ୍ପ୍ରଦାୟିକ ଦଙ୍ଗା ପାଇଁ ପାକିସ୍ତାନ ଆଜି ବିଶ୍ୱ ଦରବାରରେ ନିନ୍ଦିତ ଏକଥା ସମସ୍ତେ ଜାଣନ୍ତି। ଏସବୁ ଛାଡ଼ି ଆଜି ଆମେ ପାକିସ୍ତାନ ବିଷୟରେ ଏପରି କଥା ଜଣାଇବୁ ଯାହା ଜାଣିଲେ ଆପଣ ଅଶ୍ଚର୍ଯ୍ୟ ହେବେ। ପାକିସ୍ତାନ ଏକ ହିନ୍ଦୁ ବିରୋଧୀ ରାଷ୍ଟ୍ର ଭାବେ ସାରା ଦୁନିଆ ଜାଣିଛି ,କିନ୍ତୁ ପାକିସ୍ତାନରେ ଏପରି ଏକ ସହର ରହିଛି ଯେଉଁଠି ହିନ୍ଦୁ ମୁସଲମାନ ଭାଇଚାରା ଏକ ଉଦାହରଣ ସୃଷ୍ଟି କରିଛି। ପାକିସ୍ତାନର ଥର ମରୁଭୂମିକୁ ଲାଗି ରହିଛି […]

mithi

mithi

Rakesh Mallick
  • Published: Saturday, 14 October 2017
  • Updated: 14 October 2017, 11:43 PM IST

ଆତଙ୍କବାଦ ଓ ସାମ୍ପ୍ରଦାୟିକ ଦଙ୍ଗା ପାଇଁ ପାକିସ୍ତାନ ଆଜି ବିଶ୍ୱ ଦରବାରରେ ନିନ୍ଦିତ ଏକଥା ସମସ୍ତେ ଜାଣନ୍ତି। ଏସବୁ ଛାଡ଼ି ଆଜି ଆମେ ପାକିସ୍ତାନ ବିଷୟରେ ଏପରି କଥା ଜଣାଇବୁ ଯାହା ଜାଣିଲେ ଆପଣ ଅଶ୍ଚର୍ଯ୍ୟ ହେବେ। ପାକିସ୍ତାନ ଏକ ହିନ୍ଦୁ ବିରୋଧୀ ରାଷ୍ଟ୍ର ଭାବେ ସାରା ଦୁନିଆ ଜାଣିଛି ,କିନ୍ତୁ ପାକିସ୍ତାନରେ ଏପରି ଏକ ସହର ରହିଛି ଯେଉଁଠି ହିନ୍ଦୁ ମୁସଲମାନ ଭାଇଚାରା ଏକ ଉଦାହରଣ ସୃଷ୍ଟି କରିଛି।

ପାକିସ୍ତାନର ଥର ମରୁଭୂମିକୁ ଲାଗି ରହିଛି ମିଠି ନାମକ ଏକ ସୁନ୍ଦର ସହର। ଏହାର ନାଁ ଭଳି ସହରର ଲୋକମାନେ ବି ଖୁବ ଭଲ। ଏଠାକାର ମାଟି ବହୁତ ଟାଣ ଓ ବନ୍ଧୁର ହେଲେ ମଧ୍ୟ ଏହାର ଭାଇଚାରା ପାଇଁ ସହରଟି ଦୁନିଆ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି।

ପାକିସ୍ତାନର ଥାରପାରକ ଜିଲ୍ଲାର ମୁଖ୍ୟାଳୟ ବୋଲାଉଥିବା ମିଠି ସହରଟି କରାଚି ଠାରୁ ମାତ୍ର ୨୮୦ କିମି ଦୂରରେ ଅବସ୍ଥିତ। ସାରାବିଶ୍ୱରେ ହିନ୍ଦୁ ମୁସଲମାନ ସମ୍ପର୍କକୁ ଦୁନିଆ ଶତ୍ରୁ ଦୃଷ୍ଟିରେ ଦେଖୁଥିଲେ ମଧ୍ୟ ଦୁନିଆର ଏହି ବିଷ ବଳୟ ମିଠିର ଭାଇଚାରାକୁ ଗ୍ରାସି ପାରିନାହିଁ। ସଂକିର୍ଣ୍ଣତାର ବହୁ ଉର୍ଦ୍ଧ୍ୱରେ ରହି ହିନ୍ଦୁ ଓ ମୁସଲମାନ ପରସ୍ପର ସହିତ ଭାଇଚାରା ରଖି ଜୀବନ ବିତାନ୍ତି।

ସରକାରୀ ଆକଳନ ଅନୁଯାୟୀ ମିଠିର ଜନସଂଖ୍ୟା ୮୦ ହଜାର ରହିଥିବା ବେଳେ ସେଥିମଧ୍ୟରୁ ୭୦ ପ୍ରତିଶତ ହିନ୍ଦୁ ରହିଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ଦୁଇ ସମ୍ପ୍ରଦାୟ ପରସ୍ପରକୁ ସମ୍ମାନ ଦିଅନ୍ତି ଓ ଉଭୟ ଉଭୟଙ୍କ ପର୍ବ ପର୍ବାଣୀକୁ ମିଳିମିଶି ପାଳନ କରନ୍ତି। କେତେକ ହିନ୍ଦୁ ରୋଜା ବି ରଖନ୍ତି। ସେହିଭଳି ମୁସଲମାନମାନେ ମଧ୍ୟ ହିନ୍ଦୁଙ୍କ ଆସ୍ଥାକୁ ସମ୍ମାନ ଦେଇ ଗୋହତ୍ୟା କରନ୍ତି ନାହିଁ କି ଗୋମାଂସ ଖାଆନ୍ତି ନାହିଁ।

ସହର ବୟସ୍କ ବ୍ୟକ୍ତିମାନେ ହିଁ ସହରର ସୃଙ୍ଖଳାକୁ ବଳବତ୍ତର ରଖିଛନ୍ତି। ଯଦି କୌଣସି ଯୁବକ ବେନିୟମ କାର୍ଯ୍ୟ କରେ ତାହେଲେ ବୟସ୍କ ବ୍ୟକ୍ତିମାନେ ହିଁ ଏହାର ବିଚାର କରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story