କନଷ୍ଟେବଳଙ୍କ ମହାନତା : ଏନକାଉଣ୍ଟରରେ ରକ୍ତଜୁଡ଼ୁବୁଡ଼ୁ ଅପରାଧୀଙ୍କୁ ଦେଲେ  ରକ୍ତ

ନୂଆଦିଲ୍ଲୀ: କର୍ତ୍ତବ୍ୟ ପାଳନ ପାଇଁ ସେ ବନ୍ଧୁକ ଚଳାଇଥିଲେ। ହେଲେ ନିଜ ଧର୍ମ ପାଳନ କରୁ ମାନବିକତାକୁ ଭୁଲି ଯାଇ ନ ଥିଲେ । ମରି ଯାଇ ନ ଥଲା ମଣିଷପଣିଆ। ସେମିତି ଜଣେ ଦରଦୀ ମଣିଷ ହେଉଛନ୍ତି ଦିଲ୍ଲୀର କନଷ୍ଟେବଳ ଅଶୋକ କୁମାର ।  ଅପରାଧୀକୁ ଧରିବା ପାଇଁ ଏନକାଉଣ୍ଟରି କରି ପୁଣି ତାଙ୍କୁ ରକ୍ତ ଦେଇ ବଞ୍ଚାଇ ଥିବା ଅଶୋକ କୁମାର ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି। ଘଟଣା ଅନୁଯାୟୀ ବୁଧବାର ରାତିରେ […]

ashok kumar-1

ashok kumar-1

Rakesh Mallick
  • Published: Thursday, 27 April 2017
  • Updated: 27 April 2017, 11:13 AM IST

Sports

Latest News

ନୂଆଦିଲ୍ଲୀ: କର୍ତ୍ତବ୍ୟ ପାଳନ ପାଇଁ ସେ ବନ୍ଧୁକ ଚଳାଇଥିଲେ। ହେଲେ ନିଜ ଧର୍ମ ପାଳନ କରୁ ମାନବିକତାକୁ ଭୁଲି ଯାଇ ନ ଥିଲେ । ମରି ଯାଇ ନ ଥଲା ମଣିଷପଣିଆ। ସେମିତି ଜଣେ ଦରଦୀ ମଣିଷ ହେଉଛନ୍ତି ଦିଲ୍ଲୀର କନଷ୍ଟେବଳ ଅଶୋକ କୁମାର ।  ଅପରାଧୀକୁ ଧରିବା ପାଇଁ ଏନକାଉଣ୍ଟରି କରି ପୁଣି ତାଙ୍କୁ ରକ୍ତ ଦେଇ ବଞ୍ଚାଇ ଥିବା ଅଶୋକ କୁମାର ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି।

ଘଟଣା ଅନୁଯାୟୀ ବୁଧବାର ରାତିରେ ଦିଲ୍ଲୀର ଅଂହିସା ବିହାର ରୋହିଣୀ  ସେକ୍ଟରରେ ବଡ଼ଧରଣର ଡକାୟତି ହେଉଥିବା ବେଳେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଅଶୋକ କୁମାରଙ୍କ ସହ ଅନ୍ୟ ପୋଲିସ ଅଧିକାରୀମାନେ ପହଞ୍ଚି ଥିଲେ। ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ସେମାନଙ୍କୁ ପିଛା କରିଥିଲା। ହଠାତ୍‌ ଅପରାଧୀମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲା।  ଘଟଣାସ୍ଥଳରେ ଉପସ୍ଥିତ ଥିବା ଅଶୋକ କୁମାର କୌଶଳେ କ୍ରମେ ଗୁଳିରୁ ବର୍ତ୍ତି ଯାଇଥିଲେ। ନିଜକୁ ରକ୍ଷା ପାଇଁ ପରେ ପୋଲିସ ମଧ୍ୟ ସେମାନଙ୍କୁ ଗୁଳି ଚଳାଇଥିଲା।  ୫ଜଣ ଅପରାଧୀଙ୍କ ମଧ୍ୟରୁ ନୀତିନ ନାମକ ଜଣେ ଯୁବକଙ୍କ ଦେହରେ ଗୁଳି ବାଜିଥିଲା।  ଅଶୋକ ଏବଂ ତାଙ୍କ ସହଯୋଗୀ ଏସଆଇ ପାଖାପାଖି ୯ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁଳି ବାଜିବା ପରେ ନୀତିନ ତଳେ ପଡ଼ି ଛଟପଟ ହୋଇଥିଲେ। ସଙ୍ଗେ ସଙ୍ଗେ ରକ୍ତ ଜୁଜୁବୁଡ଼ ଅବସ୍ଥାରେ ତାଙ୍କୁ  ଡ.ବାବା ସାହେବ ଆମ୍ବଦକର ହସପିଟାଲକୁ ନିଆଯାଇଥିଲା।  ସେଠାରେ ନୀତିନଙ୍କ ଦେହରୁ ଗୁଳି ବାହାର କରିବା ପରେ ବଞ୍ଚିବା ପାଇଁ ନୀତିନଙ୍କୁ ୩ରୁ ୪ ୟୁନିଟ ରକ୍ତ ଆବଶ୍ୟକ ବୋଲି ଡାକ୍ତର କହିଥିଲେ। ଆଉ ନିଜେ ଅଶୋକ କୁମାର ରକ୍ତ ଦେବା ସହ ନିଜ ସହଯୋଗୀ ପୋଲିସ ଅଫିସରଙ୍କୁ ରକ୍ତ ଦେବା ପାଇଁ ଅନୁରୋଧ କରିଥିଲେ॥ ପ୍ରାୟ ୪୫୦ ଏମଏଲ ରକ୍ତ ଦେବା ପରେ ଅପରାଧୀ ନୀତିନଙ୍କ ସ୍ୱ୍ୟାସ୍ଥରେ ପରିବର୍ତ୍ତନ ଆସିଥିଲା।

କନଷ୍ଟେବଳ ଅଶୋକ  ହେଉଛନ୍ତି ଜଣେ ନିୟମିତ ରକ୍ତଦାତା।  ସେ ଅନେକ ସମୟରେ ରକ୍ତ ଦିଅନ୍ତି ବୋଲି କହିଛନ୍ତି। ତାଙ୍କ ମହାନତା ପାଇଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ସମାନ ଘଟଣା ଗତ ମାର୍ଚ୍ଚ ୧୮ ତାରିଖରେ ଛତିଶଗଡ଼ର ବସ୍ତର ଅଞ୍ଚଳରେ ଘଟିଥିଲା।  ଏଠି ଏନକାଉଣ୍ଟରରେ ଆହତ ହୋଇଥିବା ଜଣେ ମାଓବାଦୀଙ୍କୁ ଆଇପିଏସ ଅଫିସର ଅଭିଷେକ ପଲ୍ଲଭ ଚିକିତ୍ସା  କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story