୧୩ ବର୍ଷରେ ପ୍ରେମରେ ପଡ଼ିଥିଲେ ପ୍ରିୟଙ୍କା, ହେଲେ ରାଜି ନଥିଲେ ଭାବି ଶ୍ୱଶୁର...

ନୂଆଦିଲ୍ଲୀ: ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଝିଅ ପ୍ରିୟଙ୍କା କଂଗ୍ରେସରେ ଏଣ୍ଟ୍ରି ପରେ ଚର୍ଚ୍ଚାରେ ରହିଆସିଛନ୍ତି। ଏହାରି ଭିତରେ ସେ ବିଭିନ୍ନ ସ୍ଥାନରେ ରୋଡ୍‌ ଶୋ କରି ଜନତାଙ୍କ ଦୃଷ୍ଟି ଆକର୍ଷିତ ହୋଇପାରିଛନ୍ତି। ପ୍ରିୟଙ୍କା ଗାନ୍ଧିଙ୍କର ସ୍ୱାମୀ ହେଉଛନ୍ତି ରର୍ବଟ୍‌ ଭଦ୍ରା।  ଗାନ୍ଧି ପରିବାରରୁ ଆସିଥିବା ପ୍ରିୟଙ୍କା ଗାନ୍ଧିଙ୍କ ଲଭଷ୍ଟୋରୀ ବେଶ୍‌ ରୋମାଞ୍ଚକର। ଦେଶର ସବୁଠାରୁ ଶକ୍ତିଶାଳୀ ରାଜନୀତିକ ପରିବାରର ଝିଅ ହେଉଛନ୍ତି ପ୍ରିୟଙ୍କା ଗାନ୍ଧୀ। ସ୍ୱାମୀ ରର୍ବଟ୍‌ ଭଦ୍ରାଙ୍କ ସହ ତାଙ୍କ ଲଭ୍‌ ଷ୍ଟୋରୀ କୌଣସି ଫିଲ୍ମର କାହାଣୀଠାରୁ କମ୍‌ […]

PP

PP

Puspanjali Panda
  • Published: Thursday, 14 February 2019
  • Updated: 14 February 2019, 06:49 PM IST

Sports

Latest News

ନୂଆଦିଲ୍ଲୀ: ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଝିଅ ପ୍ରିୟଙ୍କା କଂଗ୍ରେସରେ ଏଣ୍ଟ୍ରି ପରେ ଚର୍ଚ୍ଚାରେ ରହିଆସିଛନ୍ତି। ଏହାରି ଭିତରେ ସେ ବିଭିନ୍ନ ସ୍ଥାନରେ ରୋଡ୍‌ ଶୋ କରି ଜନତାଙ୍କ ଦୃଷ୍ଟି ଆକର୍ଷିତ ହୋଇପାରିଛନ୍ତି। ପ୍ରିୟଙ୍କା ଗାନ୍ଧିଙ୍କର ସ୍ୱାମୀ ହେଉଛନ୍ତି ରର୍ବଟ୍‌ ଭଦ୍ରା।  ଗାନ୍ଧି ପରିବାରରୁ ଆସିଥିବା ପ୍ରିୟଙ୍କା ଗାନ୍ଧିଙ୍କ ଲଭଷ୍ଟୋରୀ ବେଶ୍‌ ରୋମାଞ୍ଚକର।

ଦେଶର ସବୁଠାରୁ ଶକ୍ତିଶାଳୀ ରାଜନୀତିକ ପରିବାରର ଝିଅ ହେଉଛନ୍ତି ପ୍ରିୟଙ୍କା ଗାନ୍ଧୀ। ସ୍ୱାମୀ ରର୍ବଟ୍‌ ଭଦ୍ରାଙ୍କ ସହ ତାଙ୍କ ଲଭ୍‌ ଷ୍ଟୋରୀ କୌଣସି ଫିଲ୍ମର କାହାଣୀଠାରୁ କମ୍‌ ନୁହେଁ।

ରାଜନୈତିକ ପୃଷ୍ଠଭୂମିକୁ ବାଦ୍‌ ଦେଇ ଏହି ଭାଲେନ୍‌ଟାଇନ୍‌ସ୍‌ ଡେ’ରେ ଆମେ ଆପଣଙ୍କୁ ପ୍ରିୟଙ୍କା ଗାନ୍ଧିଙ୍କ ରବର୍ଟ ଭଦ୍ରାଙ୍କର ପ୍ରେମ କାହାଣୀ ବିଷୟରେ କହିବୁ।

ପ୍ରିୟଙ୍କା ଲଭ୍‌ ମ୍ୟାରେଜ୍‌ କରିଥିଲେ। ଦିଲ୍ଲୀର ବ୍ୟବସାୟୀ ରବର୍ଟ ଭଦ୍ରାଙ୍କୁ ପ୍ରିୟଙ୍କା ଭଲ ପାଇ ବସିଥିଲେ। ୧୩ ବର୍ଷ ବୟସରେ ରବର୍ଟ ଭଦ୍ରାଙ୍କ ସହିତ ପ୍ରିୟଙ୍କାଙ୍କର ଦେଖା ହୋଇଥିଲା। ଏହାପରେ ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା ଏବଂ ପରେ ବନ୍ଧୁତ୍ୱରେ ପରିଣତ ହୋଇଥିଲା। ପରେ ଏହି ବନ୍ଧୁତ୍ୱ ପ୍ରେମରେ ପରିବର୍ତ୍ତନ ହୋଇଥିଲା।
ବ୍ୟବସାୟୀ ପରିବାର ସହିତ ଜଡ଼ିତ ଥିବା ରବର୍ଟ ଭଦ୍ରାଙ୍କ ପରିବାରରେ ରାଜନୀତି ସହିତ କେହି ଜଡ଼ିତ ନାହାନ୍ତି। ଭଦ୍ରାଙ୍କର ଜନ୍ମ ୧୮ ଏପ୍ରିଲ୍‌ ୧୯୬୯ରେ ଉତ୍ତର ପ୍ରଦେଶର ମୁରାଦାବାଦରେ ହୋଇଥିଲା। ମୁରାଦାବାଦ ପିତ୍ତଳ କାମ ପାଇଁ ପ୍ରସିଦ୍ଧ ଏବଂ ରବର୍ଟ ଭଦ୍ରାଙ୍କର ପିତା ରାଜେନ୍ଦ୍ର ଭଦ୍ରା ଜଣେ ପିତ୍ତଳ ବ୍ୟବସାୟୀ ଥିଲେ। ପ୍ରକୃତରେ ଭଦ୍ରାଙ୍କର ପିତା ସ୍କୋଲାଣ୍ଡର ନିବାସୀ ଥିଲେ, ଯାହା ମୂଳ ରୂପରେ ପାକିସ୍ତାନର ସିୟାଲ୍‌କୋଟ୍‌ରେ ରହିଛି। କିନ୍ତୁ ଭାରତ ବିଭାଜନ ସମୟରେ ରବର୍ଟ ଭଦ୍ରାଙ୍କର ଜେଜେବାପା ଭାରତ ପଳାଇ ଆସିଥିଲେ।

ରବର୍ଟ ଭଦ୍ରା ଓ ପ୍ରିୟଙ୍କା ଭଦ୍ରା ଗୋଟିଏ ସ୍କୁଲରେ ପଢୁଥିଲେ। ରବର୍ଟ ଭଦ୍ରାଙ୍କର ଭଉଣୀ ମିଶେଲ୍‌ ଭଦ୍ରାଙ୍କ ଯୋଗୁ ପ୍ରିୟଙ୍କା ଓ ରବର୍ଟଙ୍କର ଦେଖା ହୋଇଥିଲା। ସେବେଠାରୁ ଦୁହିଁଙ୍କର ବନ୍ଧୁତ୍ୱ ଆରମ୍ଭ ହୋଇଥିଲା।

ରବର୍ଟ ଭଦ୍ରାଙ୍କର ପରିବାର ପିତ୍ତଳ ଓ ଆର୍ଟିଫିସିଆଲ୍‌ ଗହଣାର ବ୍ୟବସାୟ କରୁଥିଲେ ଏବଂ ପ୍ରିୟଙ୍କାକୁ ରବର୍ଟ ସେହି ଗହଣା ତାଙ୍କୁ ଉପହାରରେ ଦେଉଥିଲେ। ଧୀରେ ଧୀରେ ରବର୍ଟ ରାହୁଲ ଗାନ୍ଧୀଙ୍କର ମଧ୍ୟ ଜଣେ ଭଲ ସାଙ୍ଗ ହୋଇ ଯାଇଥିଲେ।

ଥରେ ପ୍ରିୟଙ୍କା ରବର୍ଟଙ୍କୁ ଦେଖା କରିବା ପାଇଁ ମୁରାଦାବାଦରେ ପହଞ୍ଚିଥିଲେ ଏବଂ ଏହାପରେ ଦୁହିଁଙ୍କର ସମ୍ପର୍କ ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। କିନ୍ତୁ ରବର୍ଟ ଚାହୁଁନଥିଲେ ଯେ ପ୍ରିୟଙ୍କାଙ୍କ ସହିତ ତାଙ୍କର ସମ୍ପର୍କ ବିଷୟରେ କେହି ଜାଣନ୍ତୁ।

ରବର୍ଟ ଭଦ୍ରା ଏକ ଇଣ୍ଟରଭ୍ୟୁରେ କହିଥିଲେ, “ଦିଲ୍ଲୀର ଏକ ବ୍ରିଟିଶ୍‌ ସ୍କୁଲରେ ପଢ଼ିବା ସମୟରେ ପ୍ରିୟଙ୍କାଙ୍କ ସହିତ ତାଙ୍କର ଦେଖା ହୋଇଥିଲା। ପ୍ରଥମ ଦେଖାରେ ମୋତେ ଲାଗିଥିଲା ଯେ, ପ୍ରିୟଙ୍କା ମୋତେ ପସନ୍ଦ କରନ୍ତି। ଆମେ ଦୁହେଁ ପରସ୍ପର ସହିତ ଅନେକ କଥା ହେଉଥିଲୁ। କିନ୍ତୁ ମୁଁ ଚାହୁଁନଥିଲି ଯେ ଲୋକ ଆମ ସମ୍ପର୍କ ବିଷୟରେ ଜାଣନ୍ତୁ। ପ୍ରିୟଙ୍କା  କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସ୍କୁଲ ଆସୁଥିଲେ ମଧ୍ୟ ସହପାଠୀ ହୋଇଥିବାରୁ ପ୍ରିୟଙ୍କାଙ୍କ ସହିତ ଦେଖା କରିବା ପାଇଁ ରବର୍ଟଙ୍କୁ ସୁଯୋଗ ମିଳୁଥିଲା।

ଅନେକ ବର୍ଷର ବନ୍ଧୁତା ପରେ ରବର୍ଟ ଭଦ୍ରା ପ୍ରିୟଙ୍କାଙ୍କ ସମ୍ମୁଖରେ ସିଧା ବିବାହ ପ୍ରସ୍ତାବ ରଖିଥିଲେ। ପ୍ରିୟଙ୍କା ଏହି ପ୍ରସ୍ତାବରେ ରାଜି ହୋଇ ଯାଇଥିଲେ।

ଦୁହେଁ ବିବାହ କରିବା ପାଇଁ ନିଷ୍ପତ୍ତି ନେବା ପରେ ପରିବାର ଲୋକଙ୍କୁ ଜଣାଇଥିଲେ। କିନ୍ତୁ ରିପୋର୍ଟ ଅନୁସାରେ, ରବର୍ଟଙ୍କର ପିତା ଏହି ପ୍ରସ୍ତାବରେ ଖୁସି ନ ଥିଲେ କିନ୍ତୁ ପରେ ଏହି ବିବାହ ପାଇଁ ମଞ୍ଜୁରୀ ଦେଇଥିଲେ।

୧୮ ଫେବୃଆରୀ ୧୯୯୭ ମସିହାରେ ରବର୍ଟ ଓ ପ୍ରିୟଙ୍କା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ହିନ୍ଦୁ ରୀତିନୀତିରେ ଦୁହିଁଙ୍କର ବିବାହ ହୋଇଥିଲା ଏବଂ ପ୍ରିୟଙ୍କା ଓ ରବର୍ଟଙ୍କର ଦୁଇଟି ପିଲା ମଧ୍ୟ ରହିଛି, ମିରାୟା ଭଦ୍ରା ଓ ରେହାନ ଭଦ୍ରା। ପ୍ରିୟଙ୍କା ତାଙ୍କ ପରିବାର ସହିତ ଗୁରୁଗ୍ରାମରେ ରହୁଛନ୍ତି।

ରବର୍ଟ ଭଦ୍ରା କୌଣସି ଧନୀ କିମ୍ୱା କୌଣସି ଅସାଧାରାଣ ବ୍ୟକ୍ତିତ୍ୱର ଅଧିକାରୀ ମଧ୍ୟ ନ ଥିଲେ। ଏପରିକି ରବର୍ଟ ନେକ ପରୀକ୍ଷାରେ ଫେଲ୍ ମଧ୍ୟ ହୋଇଛନ୍ତି। କିନ୍ତୁ ରବର୍ଟଙ୍କର ସାଧା ବ୍ୟକ୍ତିତ୍ୱକୁ ପ୍ରିୟଙ୍କା ବହୁତ ପସନ୍ଦ କରୁଥିଲେ ଏବଂ ଦୁହେଁ ପରସ୍ପର ସହିତ ସାରା ଜୀବନ ବିତାଇବା ପାଇଁ ନିଷ୍ପତ୍ତି ନେଇଥିଲେ।
ଏକ ଇଣ୍ଟରଭ୍ୟୁରେ ପ୍ରିୟଙ୍କା ସ୍ୱାମୀ ରବର୍ଟ ଭଦ୍ରାଙ୍କ ବିଷୟରେ କହିଥିଲେ, “ଯେବେ ମୁଁ ତାଙ୍କୁ ପ୍ରଥମ ଥର ଦେଖା କରିଥିଲି, ସେ ମୋତେ ସ୍ୱତନ୍ତ୍ର ଭାବରେ ଟ୍ରିଟ୍‌ କରିନଥିଲେ। ଏହା ମତେ ଖୁବ୍‌ ଭଲ ଲାଗିଥିଲା। ରବର୍ଟ ହୃଦୟରୁ ଜଣେ ଭଲ ମଣିଷ। ସେ ନିଜ ହିସାବରେ ବଞ୍ଚିଥାନ୍ତି ଏବଂ ତାଙ୍କୁ ଅନ୍ୟ କୌଣସି ଜିନିଷ ପ୍ରଭାବିତ କରିପାରେ ନାହିଁ। ରବର୍ଟଙ୍କ ପାଇଁ ଏକ ହାଇ ପ୍ରୋଫାଇଲ୍‌ ରାଜନୈତିକ ପରିବାରର ପରିବେଶ ବିଲ୍‌କୁଲ୍‌ ନୂଆ ଥିଲା। କିନ୍ତୁ ଯେଉଁଭଳି ଭାବରେ ସେ ସବୁକିଛିକୁ ସମ୍ଭାଳିଥିଲେ, ତାହା ପ୍ରଶଂସା ଯୋଗ୍ୟ ଥିଲା ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story