ଆଳୁ ଖୋଳୁ ଖୋଳୁ ମହାଦେବ: ୭୦୦ ବର୍ଷ ପୁରୁଣା ଗୁମ୍ଫାର ଗୁମର ଫିଟିଲା

ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ପରି ଇଂଲଣ୍ଡରେ ୭୦୦ ବର୍ଷ ପୁରୁଣା ଏକ ରହସ୍ୟ ଉପରୁ ପରାଦ ଉଠିଛି। ଠେକୁଆ ଗାତ ଭାବି ଫଟୋ ଉଠାଇବାକୁ ମାଇକେଲ୍‌ ସ୍କାଣ୍ଟ ନାମକ ଜଣେ ଫଟୋଗ୍ରାଫର ଏକ ଗୁମ୍ଫାର ସନ୍ଧାନ ପାଇଛନ୍ତି। ଏହା ଏକ ନାଇଟ୍ସ ଟେମ୍ପଲର ବୋଲି ଜଣାପଡିଛି। ୧୧୨୯ରୁ ୧୩୧୨ ମଧ୍ୟରେ ଏହି ନାଇଟ୍ସ ଟେମ୍ପଲର କାର୍ଯ୍ୟକ୍ଷମ ଥିଲା ଓ ଏହାକୁ ସିକ୍ରେଟ୍‌ ମିଟିଂ ପାଇଁ ପାଇଁ ବ୍ୟବହାର କରାଯାଉଥିଲା। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା […]

cave

cave

Rakesh Mallick
  • Published: Thursday, 27 April 2017
  • Updated: 27 April 2017, 06:37 PM IST

Sports

Latest News

ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ପରି ଇଂଲଣ୍ଡରେ ୭୦୦ ବର୍ଷ ପୁରୁଣା ଏକ ରହସ୍ୟ ଉପରୁ ପରାଦ ଉଠିଛି। ଠେକୁଆ ଗାତ ଭାବି ଫଟୋ ଉଠାଇବାକୁ ମାଇକେଲ୍‌ ସ୍କାଣ୍ଟ ନାମକ ଜଣେ ଫଟୋଗ୍ରାଫର ଏକ ଗୁମ୍ଫାର ସନ୍ଧାନ ପାଇଛନ୍ତି। ଏହା ଏକ ନାଇଟ୍ସ ଟେମ୍ପଲର ବୋଲି ଜଣାପଡିଛି। ୧୧୨୯ରୁ ୧୩୧୨ ମଧ୍ୟରେ ଏହି ନାଇଟ୍ସ ଟେମ୍ପଲର କାର୍ଯ୍ୟକ୍ଷମ ଥିଲା ଓ ଏହାକୁ ସିକ୍ରେଟ୍‌ ମିଟିଂ ପାଇଁ ପାଇଁ ବ୍ୟବହାର କରାଯାଉଥିଲା।

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ମାଟି ତଳେ ରହସ୍ୟ ହୋଇ ରହିଥିବା ଏହି ଗୁମ୍ଫା ଏବେ ବି ସୁରକ୍ଷିତ ଅଛି।

ଶ୍ରାପସାୟରର ମାଇକେଲ ପ୍ରତିଦିନ ପରି କ୍ଷେତକୁ ବୁଲିବାକୁ ଯାଇଥିବା ବେଳେ ଛୋଟ ଛୋଟ ଗାତ ଉପରେ ନଜର ପଡିଥିଲା। ସେ ଏହାକୁ ଠେକୁଆଙ୍କ ବାସସ୍ଥଳ ବୋଲି ଭାବିଥିଲେ। ଅତି ନିକଟରୁ ଫଟୋ ଆଣିବାକୁ ସେ ଯେତେବେଳେ କ୍ୟାମେରା ଧରି ଗାତ ପାଖରେ ପହଞ୍ଚି ଥିଲେ ଗୁମ୍ଫାର ଗୁମର ଜାଣିବାକୁ ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story