ଅଜବ ଏକ ପ୍ରେମ କାହାଣୀ: ଜଣେ ଝିଅରୁ ପୁଅ ହେଲେ, ଆଉଜଣେ ପୁଅରୁ ଝିଅ ହେଲେ

ସବୁ ପ୍ରେମ ସମ୍ପର୍କ ପଛରେ ଥାଏ ଏକ ସ୍ୱତନ୍ତ୍ର କାହାଣୀ। କିଛି କିଛି ସାଧାରଣ, ତ ଆଉକିଛି ଅସାଧାରଣ ପରିସ୍ଥିତିକୁ ନେଇ ଆରମ୍ଭ ହୋଇଥାଏ। ସେମିତି ଏକ କାହାଣୀ ଦୁଇଜଣ ତୃତୀୟ ଲିଙ୍ଗୀ ବ୍ୟକ୍ତିଙ୍କର। ଏମାନଙ୍କ ବୈବାହିକ କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ଥିଲା ପୁଅ, ସେ ମେଡିକାଲ ଯାଇଥିଲା ଝିଅ ହେବାକୁ। ଆଉଜଣେ ଥିଲା ଝିଅ, ମେଡିକାଲ ଯାଇଥିଲା ପୁଅ ହେବାକୁ। ତା ପରେ କଣ ହେଲା ପଢ଼ନ୍ତୁ ପୂରା କାହାଣୀ। ପୂରା […]

arabsukanya

arabsukanya

Rakesh Mallick
  • Published: Thursday, 24 August 2017
  • Updated: 24 August 2017, 02:23 PM IST

Sports

Latest News

ସବୁ ପ୍ରେମ ସମ୍ପର୍କ ପଛରେ ଥାଏ ଏକ ସ୍ୱତନ୍ତ୍ର କାହାଣୀ। କିଛି କିଛି ସାଧାରଣ, ତ ଆଉକିଛି ଅସାଧାରଣ ପରିସ୍ଥିତିକୁ ନେଇ ଆରମ୍ଭ ହୋଇଥାଏ। ସେମିତି ଏକ କାହାଣୀ ଦୁଇଜଣ ତୃତୀୟ ଲିଙ୍ଗୀ ବ୍ୟକ୍ତିଙ୍କର। ଏମାନଙ୍କ ବୈବାହିକ କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ଥିଲା ପୁଅ, ସେ ମେଡିକାଲ ଯାଇଥିଲା ଝିଅ ହେବାକୁ। ଆଉଜଣେ ଥିଲା ଝିଅ, ମେଡିକାଲ ଯାଇଥିଲା ପୁଅ ହେବାକୁ। ତା ପରେ କଣ ହେଲା ପଢ଼ନ୍ତୁ ପୂରା କାହାଣୀ।

ପୂରା ଘଟଣା

ଆରବ ଅପୁକୁଟନ: ୪୬ ବର୍ଷୀୟ ବିନ୍ଦୁ ଏବେ ଆରବ ଅପୁକୁଟନ ନାଁରେ ପରିଚିତ। ଜନ୍ମ ଏକ ଝିଅ ରୂପରେ ହୋଇଥିଲା। ୧୩ ବର୍ଷ ବୟସରେ ଯେବେ ସେ ସ୍କୁଲ ଗଲେ, ସେଠାରେ ସେ ଲକ୍ଷ୍ୟ କଲେ, ତାଙ୍କର ଦୁର୍ବଳତା ଝିଅମାନଙ୍କ ପାଇଁ ବେଶୀ ଦେଖାଗଲା। ଏକଥା ସେ ତାଙ୍କର ମାଆଙ୍କୁ ଜଣାଇବା ପରେ ସେ ତାଙ୍କୁ ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ନେଇ ଯାଇଥିଲେ। ଡାକ୍ତର କହିଲେ- ଅପୁକୁଟନଙ୍କ ଶରୀରରେ ହର୍ମୋନାଲ ଅସନ୍ତୁଳନ ସୃଷ୍ଟି ହୋଇଛି। ଧୀରେ ଧୀରେ ତାଙ୍କ ଚିନ୍ତାଧାରା ଓ ଶାରୀରିକ ଗଠନ ମଧ୍ୟ ବଦଳିବ। ଯଦି ଲିଙ୍ଗ ପରିବର୍ତ୍ତନ ପାଇଁ ଇଚ୍ଛା ଅଛି ତେବେ ଆଉ କିଛିଦିନ ଅପେକ୍ଷା କରିବାକୁ ପଡ଼ିବ।

sukanya

ଏହାର କିଛିଦିନ ପରେ ଆରବଙ୍କ ମାଆଙ୍କର ପରଲୋକ ହୋଇଯାଇଥିଲା। ତେଣୁ ପରିସ୍ଥିତିକୁ ସେ କେମିତି ସାମ୍ନା କରିବେ ତାକୁ ନେଇ ଚିନ୍ତାରେ ପଡ଼ିଲେ। କାରଣ ମାଆ ହିଁ କେବଳ ତାଙ୍କର ଏ ଅସ୍ୱଭାବିକତା ସଂପର୍କରେ ଜାଣିଥିଲେ। ମାଆଙ୍କ ମୃତ୍ୟୁ ପରେ ତାଙ୍କ ବାପା ଆଉଥରେ ବିବାହ କରି ତାଙ୍କଠାରୁ ଅଲଗା ହୋଇଗଲେ। ଫଳରେ ତାଙ୍କ ଉପରେ ନିଜ ଭାଇ ଭଉଣୀଙ୍କୁ ପାଳିବାର ଦାୟିତ୍ୱ ଆସିଗଲା। ଅର୍ଥ ରୋଜଗାର କରିବା ପାଇଁ ସେ ଦୁବାଇ ଗଲେ ଓ ସେଠାରେ ରୋଜଗାର କରି କିଛି ଟଙ୍କ। ସଞ୍ଚୟ କଲେ। ଏହାପରେ ସେ ନିଷ୍ପତ୍ତି ନେଲେ ତାଙ୍କ ଲିଙ୍ଗ ପରିବର୍ତ୍ତନ କରିବେ। ଅପରେସନ୍ କରିବାକୁ ସେ ପହଞ୍ଚିଥିଲେ ମୁମ୍ୱାଇର କୋକିଲାବେନ୍ ଧୀରୁଭାଇ ଅମ୍ୱାନୀ ହସ୍ପିଟାଲରେ।

ସୁକନ୍ୟା: ସୁକନ୍ୟା ଜନ୍ମ ହୋଇଥିଲେ ଏକ ପୁଅ ରୂପରେ। କିନ୍ତୁକିଛିଦିନ ପରେ ତାଙ୍କର ହାବଭାବରେ ପରିବର୍ତ୍ତନ ଦେଖାଗଲା। ପୁରୁଷ ହେବା ସତ୍ୱେ ସେ ଏକ ନାରୀ ପରି ବ୍ୟବହାର କରିବାକୁ ଲାଗିଲେ। ଏହା ଦେଖି ତାଙ୍କର ସହପାଠୀ ଓ ସମ୍ପର୍କୀୟ ମାନେ ତାଙ୍କୁ ଚିଡେ଼ଇବା ଆରମ୍ଭ କରିଦେଇଥିଲେ। ଏସବୁ ଦେଖି ତାଙ୍କ ପରିବାର ଲୋକେ ତାଙ୍କୁ ଡାକ୍ତରଙ୍କୁ ନେଇ ଦେଖାଇଲେ। ଡାକ୍ତର ତାଙ୍କୁ ହର୍ମୋନାଲ ଇଞ୍ଜେକ୍ସନ ଦେବା ଆରମ୍ଭ କଲେ ଯାହା ଶରୀର ପାଇଁ କ୍ଷତିକାରକ ଥିଲା। ଚିକିତ୍ସା ଚାଲିଥିବା ସମୟରେ ହିଁ ତାଙ୍କ ଶରୀରରେ ପରିବର୍ତ୍ତନ ଦେଖାଗଲା। ତାଙ୍କ ମାଂସପେସୀ ବଢ଼ିବା ସହ ତାଙ୍କ କେଶ ଝଡ଼ିବା ଆରମ୍ଭ ହୋଇଯାଇଥିଲା। ସ୍କୁଲ ପଢ଼ା ସରିବା ପରେ, ସୁକନ୍ୟା ୱେବ୍ ଡିଜାଇନ୍ କରିବା ଆରମ୍ଭ କଲେ ଓ ବାଙ୍ଗଲୋରରେ ଏକ ୱେବ୍ ଡିଜାଇନ ଭାବେ କାମ ଆରମ୍ଭ କରିଥିଲେ। ୟା ଭିତରେ ସେ ନିଷ୍ପତ୍ତି ନେଇଥିଲେ ଯେ, ତାଙ୍କ ଲିଙ୍ଗ ପରିବର୍ତ୍ତନ କରିବେ। ସେଥିପାଇଁ ସେ ଅର୍ଥ ସଞ୍ଚୟରେ ଲାଗି ଯାଇଥିଲେ। ଶେଷରେ ସେ ମଧ୍ୟ ପହଞ୍ଚିଥିଲେ ମୁମ୍ୱାଇର ଧୀରୁଭାଇ ଅମ୍ୱାନୀ ହସ୍ପିଟାଲରେ।

ଉଭୟଙ୍କ ଭେଟ: ଏଇ ହସ୍ପିଟାଲରେ ହିଁ ଉଭୟ ଆରବ ଓ ସୁକନ୍ୟାଙ୍କର ଭେଟ ହୋଇଥିଲା। ପରସ୍ପରର ଏପରି ସ୍ଥିତି ସଂପର୍କରେ କଥାବାର୍ତ୍ତା ହେଲେ ଓ ଧୀରେ ଧୀରେ ଦୁହିଁଙ୍କ ଭିତରେ ବନ୍ଧୁତା ସୃଷ୍ଟି ହୋଇଥିଲା। ଆଉ କିଛିଦିନ ପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ଉଭୟ ଜାଣିଥିଲେ, ସମାଜ ସେମାନଙ୍କୁ ସହଜରେ ଗ୍ରହଣ କରିବ ନାହିଁ। କିନ୍ତୁ ଏପରି ଏକ ଜୀବନକୁ ଆଗେଇ ନେବାକୁ ହେଲେ ଦରକାର ଗୋଷ୍ଠୀ କିମ୍ୱା ସାଥୀଟିଏ। ତେଣୁ ଆରବ ଓ ସୁକନ୍ୟା ନିଷ୍ପତ୍ତି ନେଇଥିଲେ ପରସ୍ପରକୁ ବିବାହ କରିବେ। ଶେଷରେ ସେଇଆ ହିଁ ହେଲା। ବିବାହ ପରେ ଏହି ଦମ୍ପତି ଏବେ ଆରବଙ୍କ ପୈତୃକ ଗାଁ କୋଟେୟାମରେ ରହୁଛନ୍ତି। ଭବିଷ୍ୟତରେ ଏକ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ମଧ୍ୟ ଏମାନେ ନିଷ୍ପତ୍ତି ନେଇଛନ୍ତି।

ସୌଜନ୍ୟ- ସ୍କୁପ୍‌ହୁପ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story