ସାବଧାନ ! ଆତଙ୍କ ସୃଷ୍ଟି କରିଛି ରିପର, ଖିନଭିନ୍ କରିଦେବ ଆପଣଙ୍କ ଇଣ୍ଟରନେଟ୍‌ ସିଷ୍ଟମ୍‌

ମୁମ୍ବାଇ: ରିପର ନାମକ ଏକ ମାଲୱାର ଏବେ ସାଇବର ତୋଫାନ ବନିଛି। ଯାହା ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ବର୍ତ୍ତମାନ ସୁଦ୍ଧା ରିପର ୨୦ ଲକ୍ଷ ଡିଭାଇସ୍‌କୁ ଇଫେକ୍ଟ କରିସାରିଲାଣି। ପ୍ରତିଦିନ ଏହା ପ୍ରାୟ ୧୦,୦୦୦ ଡିଭାଇସ୍‌କୁ ଇଫେକ୍ଟ କରୁଛି। ଏହାର ଭୟାବହତାକୁ ନଜରରେ ରଖି ମହାରାଷ୍ଟ ସାଇବର ସିକ୍ୟୁରିଟି ଏକ ଆଡଭାଇଜରୀ ଜାରି କରି ନିଜ ଡିଭାଇସ୍‌କୁ ଭାଇରସ୍‌ରୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦେଇଛନ୍ତି। ମହାରାଷ୍ଟର ସାଇବର ସିକ୍ୟୁରିଟି ଆଇଜି ବୃଜେଶ ସିଂହ […]

malaware

malaware

Rakesh Mallick
  • Published: Saturday, 28 October 2017
  • Updated: 28 October 2017, 06:22 PM IST

Sports

Latest News

ମୁମ୍ବାଇ: ରିପର ନାମକ ଏକ ମାଲୱାର ଏବେ ସାଇବର ତୋଫାନ ବନିଛି। ଯାହା ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ବର୍ତ୍ତମାନ ସୁଦ୍ଧା ରିପର ୨୦ ଲକ୍ଷ ଡିଭାଇସ୍‌କୁ ଇଫେକ୍ଟ କରିସାରିଲାଣି। ପ୍ରତିଦିନ ଏହା ପ୍ରାୟ ୧୦,୦୦୦ ଡିଭାଇସ୍‌କୁ ଇଫେକ୍ଟ କରୁଛି। ଏହାର ଭୟାବହତାକୁ ନଜରରେ ରଖି ମହାରାଷ୍ଟ ସାଇବର ସିକ୍ୟୁରିଟି ଏକ ଆଡଭାଇଜରୀ ଜାରି କରି ନିଜ ଡିଭାଇସ୍‌କୁ ଭାଇରସ୍‌ରୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦେଇଛନ୍ତି।

ମହାରାଷ୍ଟର ସାଇବର ସିକ୍ୟୁରିଟି ଆଇଜି ବୃଜେଶ ସିଂହ କହିଛନ୍ତି,‘ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ସାଇବର ଆଟାକ୍‌ଠାରୁ ଏହା ସବୁଠାରୁ ବଡ଼। କହିବାକୁ ଗଲେ ଏହା କୌଣସି ତୋଫାନ ଠାରୁ କମ୍‌ ନୁହେଁ।’

ଏହା ପୂର୍ବରୁ ମେରାଇ ନାମକ ଏକ ମାଲୱାର ସାଇବର ଆଟାକ୍‌କରିଥିଲା। ଏହା ପ୍ରାୟ ୫ ଲକ୍ଷ ଡିଭାଇସ୍‌କୁ ଇଫେକ୍ଟ କରିଥିଲା। ହେଲେ ରିପର ପ୍ରତିଦିନ ୧୦,୦୦୦ ଡିଭାଇସ୍‌କୁ ଇଫେକ୍ଟ କରୁଥିବାରୁ ଏହାର ପ୍ରଭାବକୁ ନେଇ ଏବେ ସମସ୍ତେ ଚିନ୍ତିତ।

କ’ଣ ଏହି ରିପର

ରିପର ମାଲୱାର ଅନ୍ୟଦ୍ୱାରା ପରିଚାଳିତ ହେଉଥିବା କମ୍ପ୍ୟୁଟରର ଏମିତି ଏକ ସେନା ପ୍ରସ୍ତୁତ କରୁଛି, ଯାହା କମାଣ୍ଡ ମିଳିବା କ୍ଷଣି ଆଟାକ୍‌କରିବା ଆରମ୍ଭ କରିଦେବେ। ସାଇବର ଭାଷାରେ ଏହାକୁ ବୋଟନେଟ୍‌ କୁହାଯାଏ। ସାଇବର ଏକ୍ସପର୍ଟ ପ୍ରଶାନ୍ତ ମାଲୀଙ୍କ ଅନୁସାରେ ବୋଟନେଟ ଏକ ପ୍ରକାର କମ୍ପ୍ୟୁଟର ରୋବୋଟ୍‌, ଯାହା ଅନ୍ୟ ସାଇବର ସହ ଲିଙ୍କ ହୋଇଥିବା ସିସିଟିଭି, ଡିଭିଆର ଓ ରାଉଟରକୁ ଆଟାକ୍‌କରି ଚୁପଚାପ ପଡି ରହିଥାଏ। ଆଟାକ୍‌ହୋଇଥିବା ଡିଭାଇସ୍‌କୌଣସି ପ୍ରତିବନ୍ଧକରେ ପୂର୍ବ ପରି କାମ କରିଥାଏ। ହେଲେ ବୋନନେଟ କମାଣ୍ଡ ଦେବା ମାତ୍ରେ ଟାର୍ଗେଟକୁ ଆଟାକ କରି ଅକାମୀ କରି ଦେଇଥାଏ।

ବର୍ତ୍ତମାନ ସୁଦ୍ଧା ଏହା ୯ଟି କମ୍ପାନୀଙ୍କ ଇଣ୍ଟରନେଟ୍‌କୁ ଇଫେକ୍ଟ କରିସାରିଛି। ଏହି କମ୍ପାନୀର ଇଣ୍ଟରନେଟ୍‌ଆଇଓଟି ଅପରେଟିଂ ସିଷ୍ଟମ୍ ଦ୍ୱାରା ଚାଲୁଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story