ଛାତ ଉପରେ ପରିବା ଚାଷ: ଦିନେ ଯିଏ ହସୁଥିଲେ ଏବେ ପ୍ରଶଂସାରେ ସତମୁଖ

ଯେତେବେଳେ ବ୍ଳାନୀ ଡିସୋଜା ଛାତ ଉପରେ ପରିବା ବଗିଚା କରିବାକୁ ବାହାରିଲେ ଓ ଏକ ପାତ୍ରରେ ଅଙ୍ଗୁରୁ ଓ ପଣସ ଗଛ ଲଗାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଲୋକଙ୍କୁ କହିଲେ ସମସ୍ତେ ତାଙ୍କ ଉପରେ ହସିଥିଲେ। ଏବେ ସ୍ଥିତି ବଦଳି ଯାଇଛି । ବର୍ଷକ ପରେ ଆଜି ସେହି ଲୋକମାନେ ତାଙ୍କଠୁ ଗଛ ଲଗାଇବାର ପଦ୍ଧତି ବିଷୟରେ ପଚାରି ବୁଝୁଛନ୍ତି। ମେଙ୍ଗଲୋରର ବ୍ଳାନୀ ଡିସୋଜାଙ୍କୁ ଗାର୍ଡନିଂ କରିବା ବହୁତ ପସନ୍ଦ। ପେସାରେ ସେ ଫାଇବଷ୍ଟାର ହୋଟେଲର ଜଣେ […]

Rakesh Mallick
  • Published: Wednesday, 18 October 2017
  • Updated: 18 October 2017, 04:07 PM IST

ଯେତେବେଳେ ବ୍ଳାନୀ ଡିସୋଜା ଛାତ ଉପରେ ପରିବା ବଗିଚା କରିବାକୁ ବାହାରିଲେ ଓ ଏକ ପାତ୍ରରେ ଅଙ୍ଗୁରୁ ଓ ପଣସ ଗଛ ଲଗାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଲୋକଙ୍କୁ କହିଲେ ସମସ୍ତେ ତାଙ୍କ ଉପରେ ହସିଥିଲେ। ଏବେ ସ୍ଥିତି ବଦଳି ଯାଇଛି । ବର୍ଷକ ପରେ ଆଜି ସେହି ଲୋକମାନେ ତାଙ୍କଠୁ ଗଛ ଲଗାଇବାର ପଦ୍ଧତି ବିଷୟରେ ପଚାରି ବୁଝୁଛନ୍ତି।

ମେଙ୍ଗଲୋରର ବ୍ଳାନୀ ଡିସୋଜାଙ୍କୁ ଗାର୍ଡନିଂ କରିବା ବହୁତ ପସନ୍ଦ। ପେସାରେ ସେ ଫାଇବଷ୍ଟାର ହୋଟେଲର ଜଣେ ଇନକମ୍ ଏଡିଟର ଥିଲେ। ବୃତ୍ତିରେ ବ୍ୟସ୍ତତା ପାଇଁ ସେ ତାଙ୍କର ଏହି ଇଚ୍ଛାକୁ ପୂରଣ କରିପାରୁ ନଥିଲେ।୧୯୯୮ରେ ଆବସର ନେବା ପରେ ତାଙ୍କୁ ଯେଉଁ ସମୟ ମିଳିଲା ପରେ ସେ ଗାର୍ଡନିଙ୍ଗ କରିବା ଆରମ୍ଭ କରିଦେଲେ । ନିଜ ଛାତ ଉପରେ ମାତ୍ର ୧,୨୦୦ସ୍କୋୟାର ଫୁଟ ଜାଗାରେ ସେ ପାତ୍ରରେ ବିଭିନ୍ନ ପ୍ରକାର ପରିବା ଗଛ ଲଗାଇବା ଆରମ୍ଭ କଲେ। ସେହି ଗଛ ଗୁଡିକରେ ପ୍ରଚୁର ପରିମାଣରେ ପରିବା ମଧ୍ୟ ଫଳିଲା। ବ୍ଳାନୀଙ୍କ ପରିବାର ଲୋକ ଏହାକୁ ପଡୋଶୀ ଓ ବଜାରରେ ବିକ୍ରି କରିବା ଆରମ୍ଭ କଲେ। ଛାତରେ ପରିବା ଚାଷ କରି ସଫଳତା ପାଇବା ପରେ ବ୍ଳାନୀ ଅଙ୍ଗୁର ଗଛ ଲଗାଇବା ପାଇଁ ଚିନ୍ତା କଲେ।  ଛାତ ଉପରେ ଏକ ପାତ୍ରରେ ଅଙ୍ଗୁର ଗଛଟେ ଲଗାଇଲେ। ଗଛ ଲଗାଇବାର ଦେଢ ବର୍ଷ ପରେ ଅଙ୍ଗୁର ଫଳିବା ଆରମ୍ଭ ହେଲା। ଏବେ ବ୍ଳାନୀ ବାର୍ଷିକ ୨୫-୩୦ କେଜି ନାଲି ଅଙ୍ଗୁର ଅମଳ କରୁଛନ୍ତି।

ଏବେ ବ୍ଳାନୀଙ୍କ ଛାତ ଉପରରେ ୧୦୦ପ୍ରକାର ପରିବା ଗଛ ରହିଛି। ଆଗକୁ ସେ ପଣସ ଓ ଲିଚି ଗଛ ଲଗାଇବା ପାଇଁ ଯୋଜନା କରୁଛନ୍ତି। ବଡ କଥା ହେଉଛି ବ୍ଳାନୀ ତାଙ୍କ ପରିବା ଗଛରେ କୌଣସି କେମିକାଲ ସାର ବ୍ୟବହାର କରନ୍ତି ନାହଁ। ଗଛକୁ କୀଟାଣୁ ମୁକ୍ତ ରଖିବା ପାଇଁ ସେ ଲିମ୍ୱ ପତ୍ରକୁ ବାଟି ତାର ରଶର ବ୍ୟବହାର କରନ୍ତି।

ନିଜ ଛାତ ଉପରେ ପରିବା ବଗିଚା ତିଆରି କରିବା ପରେ ବ୍ଳାନୀଙ୍କ କାମରେ ଅନୁପ୍ରେରିତ ହୋଇ ମେଙ୍ଗଲୋରର ଅନେକ ଲୋକ ତାଙ୍କୁ ଭେଟିଥିଲେ ଓ ବଗିଚା କରିବାର କୌଶଳ ବିଷୟରେ ପଚାରି ବୁଝିଥିଲେ। ବ୍ଳାନୀ ବଢ଼ାଇଥିବା ପଦ୍ଦତ୍ତ ଆପଣାଇ ମେଙ୍ଗଲୁରର ୧୦୦ରୁ ଅଧିକ ଲୋକ ଏବେ ତାଙ୍କ ଛାତ ଉପରେ ପରିବା ବଗିତା ତିଆରି କରିଛନ୍ତି ଓ ଏଥିରେ ସଫଳ ମଧ୍ୟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story