ଏ ରାସ୍ତାରୁ ଦୂରେଇ ରୁହନ୍ତୁ, ସାମାନ୍ୟ ଅସାବଧାନତା ନେଇଯିବ ଜୀବନ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଆଜିକାଲି ସ୍ପିଡ୍ ବାଇକ୍‌, ସ୍ପୋର୍ଟସ୍ ବାଇକ୍‌ ଓ ରେସିଂ କାରର ଜମାନା। ଯୁବପୀଢିଙ୍କୁ ଏପରି ଗାଡି ବେଶ ପସନ୍ଦ ଆସିଛି। ବହୁ ସଂଖ୍ୟାରେ ଏହି ଗାଡି ରାସ୍ତାରେ ଦେଖିବାକୁ ମିଳୁଛି। ହେଲେ ଏପରି ଗାଡି ଚଲାବାକୁ ରାସ୍ତା ମଧ୍ୟ ଚକାଚକ ହୋଇଥିବା ଦରକାର। ନହେଲେ ଦୁର୍ଘଟଣା ଘଟି ଜୀବନହାନୀର ଆଶଙ୍କା ରହିଥାଏ। ଯଦି ଆପଣ ଏପରି ଗାଡିର ସୌଖ ରଖନ୍ତି ତେବେ ଆମେ କହୁଥିବା ରାସ୍ତାରେ କେବେ ଚଲାବାକୁ ଚିନ୍ତା କରନ୍ତୁ ନାହିଁ। […]

Rakesh Mallick
  • Published: Tuesday, 29 August 2017
  • Updated: 29 August 2017, 12:23 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଆଜିକାଲି ସ୍ପିଡ୍ ବାଇକ୍‌, ସ୍ପୋର୍ଟସ୍ ବାଇକ୍‌ ଓ ରେସିଂ କାରର ଜମାନା। ଯୁବପୀଢିଙ୍କୁ ଏପରି ଗାଡି ବେଶ ପସନ୍ଦ ଆସିଛି। ବହୁ ସଂଖ୍ୟାରେ ଏହି ଗାଡି ରାସ୍ତାରେ ଦେଖିବାକୁ ମିଳୁଛି। ହେଲେ ଏପରି ଗାଡି ଚଲାବାକୁ ରାସ୍ତା ମଧ୍ୟ ଚକାଚକ ହୋଇଥିବା ଦରକାର। ନହେଲେ ଦୁର୍ଘଟଣା ଘଟି ଜୀବନହାନୀର ଆଶଙ୍କା ରହିଥାଏ। ଯଦି ଆପଣ ଏପରି ଗାଡିର ସୌଖ ରଖନ୍ତି ତେବେ ଆମେ କହୁଥିବା ରାସ୍ତାରେ କେବେ ଚଲାବାକୁ ଚିନ୍ତା କରନ୍ତୁ ନାହିଁ। ଏହା କେବଳ ବିପଦପୂର୍ଣ୍ଣ ନୁହେଁ ଜୀବନ ଚାଲିଯିବାର ଗ୍ୟାରେଣ୍ଟି ରହିଛି। ଆସନ୍ତୁ ଜାଣିବା ବିଶ୍ୱରେ ଥିବା ଏମିତି କିଛି ବିପଦପୂର୍ଣ୍ଣ ରାସ୍ତା ସମ୍ପର୍କରେ।

[caption id="attachment_160615" align="aligncenter" width="870"]spain ଏଲ୍‌ କେମିନିଟୋ ଡେଲ ରେ[/caption]

ଏଲ୍‌ କେମିନିଟୋ ଡେଲ ରେ, ସ୍ପେନ୍‌: ଦକ୍ଷିଣ ସ୍ପେନ୍‌ରେ ରହିଛି ଏହି ୧୧୦ ବର୍ଷ ପୁରୁଣା ରାସ୍ତା। ଏହାକୁ କିଙ୍ଗସ୍‌ ପାଥ-ୱେ ମଧ୍ୟ କୁହାଯାଇଥାଏ। ୧୯୦୫ରେ ଏହାକୁ ନିର୍ମାଣ କରାଯାଇଥିଲା। ଦୁଇଟି ହାଇଡ୍ରୋ ଇଲେକ୍ଟ୍ରି ପାୱାର ପ୍ଲାଣ୍ଟର କାମ ପାଇଁ ଶ୍ରମିକଙ୍କ ଯିବାଆସିବା ଲାଗି ଏହି ରାସ୍ତା ନିର୍ମାଣ କରାଯାଇଥିଲା। ଏହି ରାସ୍ତାଟି ଅଣଓସାରିଆ ହୋଇଥିବାରୁ ଏଥିରେ ଗାଡି ଚଳାବା ବିପଦପୂର୍ଣ୍ଣ। ୨୦୦୦ ମସିହାରେ ଏହି ରାସ୍ତାରେ ଦୁଇଜଣ ଗାଡି ଚଳାକଙ୍କ ମୃତ୍ୟୁ ପରେ ଏହି ରାସ୍ତାକୁ ବନ୍ଦ କରି ଦିଆଯାଇଛି।

[caption id="attachment_160616" align="aligncenter" width="865"]husan ହୁଶାନ କ୍ଲିଫସାଇଡ ପାଥ[/caption]

ହୁଶାନ କ୍ଲିଫସାଇଡ ପାଥ, ଚୀନ୍‌: ଶାନକ୍ସି ପ୍ରାନ୍ତର ନଲିଙ୍ଗ ମାଉଣ୍ଟେନ୍ସର ପୂର୍ବରେ ରହିଛି ଏହି ରାସ୍ତା। ଏଠାରେ ଦୁଇଟି ପାଦଚଲା ରାସ୍ତା ହୁଶାନ ନଦୀର ଉତ୍ତର ଆଡକୁ ପଡିଛି। ଏହା ହୁଆ ଶାନ ୟୁ ନାମରେ ଅଧିକ ପ୍ରସିଦ୍ଧ। ପ୍ରଥମ ରାସ୍ତାଟି ତୃତୀୟରୁ ଚତୁର୍ଥ ଶତାବ୍ଦୀ ମଧ୍ୟରେ ନିର୍ମାଣ କରାଯାଇଥିଲା। ଏହି ସମୟରେ ଚୀନ୍‌ରେ ତାଙ୍ଗ ରାଜବଂଶ ଶାସନ କରୁଥିଲେ। ଏଠାକୁ ବହୁ ପର୍ଯ୍ୟଟକ ଆସିଥାନ୍ତି। ଏଥିପାଇଁ ୧୯୯୦ରେ ଏଠାକୁ କେବିଲ କାର ଚଳାଚଳ ଆରମ୍ଭ ହୋଇଥିଲା। ସୁରକ୍ଷା ପାଇଁ ସରକାର ବହୁତ ପଦକ୍ଷେପ ନେଇଛନ୍ତି। ହେଲେ ପ୍ରତିବର୍ଷ ଏହି ରାସ୍ତାରେ ଏକାଧିକ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଛି।

[caption id="attachment_160617" align="aligncenter" width="868"]school ୫୦୦୦ ଫୁଟ ଲମ୍ବା ଚଟାଣ ରାସ୍ତା[/caption]

୫୦୦୦ ଫୁଟ ଲମ୍ବା ଚଟାଣ ରାସ୍ତା, ଚୀନ୍‌: ପଶ୍ଚିମ ଚୀନ୍‌ର ଗୁଲୁକାନ ଗାଁର ପିଲାମାନେ ସ୍କୁଲ ଯିବା ପାଇଁ ଏହି ଭୟଙ୍କର ରାସ୍ତାକୁ ବ୍ୟବହାର କରିଥାନ୍ତି। ୫୦୦୦ ଫୁଟର ଏହି ରାସ୍ତା ଚଟାଣ ପରେ ନିର୍ମାଣ କରାଯାଇଛି। ଏହାକୁ ବିଶ୍ୱର ସବୁଠାରୁ ଭୟଙ୍କର ରାସ୍ତା କୁହାଯାଇଥାଏ। ଯେଉଁଠି ପ୍ରତିଦିନ ପିଲାମାନେ ଜୀବନକୁ ବାଜି ଲଗାଇ ପାଠ ପଢିବାକୁ ଯାଇଥାନ୍ତି।

[caption id="attachment_160618" align="aligncenter" width="864"]franch ରୋଚ ୱେୟରାଣ୍ଡ[/caption]

ରୋଚ ୱେୟରାଣ୍ଡ, ଫ୍ରାନ୍ସ: ଫ୍ରାନ୍ସରେ ଏପରି ୧୨୦ଟି ରାସ୍ତା ଅଛି ଯାହା ଆରମ୍ଭରୁ ଭଲ, ହେଲେ ଯେତେ ଆଗକୁ ଯିବେ ଏହା ଅଧିକ ଜଟିଳ ହେବାରେ ଲାଗିଥାଏ। ଏହାର ସବୁଠାରୁ ଭଲ ଦାହରଣ ହେଲା ରୋଚ ୱେୟରାଣ୍ଡ। ଏହା ପଲ୍ପସ କ୍ଷେତ୍ରର ସେଣ୍ଟ ପିୟରେ ଡି ଇଣ୍ଟ୍ରିମାଣ୍ଟରେ ଅବସ୍ଥିତ।

[caption id="attachment_160619" align="aligncenter" width="880"]unan ୟୁଏୟାଙ୍ଗର ନୂଆ ରାସ୍ତା[/caption]

ୟୁଏୟାଙ୍ଗର ନୂଆ ରାସ୍ତା, ଚୀନ୍‌: ଚୀନର ହୁନ୍ନାନ ପ୍ରାନ୍ତର ୟୁଏୟାଙ୍ଗରେ ଚୀନ୍‌ର ସ୍ପାଇଡରମ୍ୟାନ ଅମେଜିଙ୍ଗ ଆର୍ମୀ ନିଜ ଜୀବନକୁ ବାଜି ଲଗାଇ ଭୂମିଠାରୁ ୩୦୦ ମିଟର ଉଚ୍ଚା ଏହି ରାସ୍ତା ନିର୍ମାଣ କରୁଛନ୍ତି। ହେଲେ ନିର୍ମାଣ କାର୍ଯ୍ୟ ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇନାହିଁ।

[caption id="attachment_160620" align="aligncenter" width="869"]7 ଦ କ୍ଲିଫ୍‌ ଅଫ୍‌ ମଦର[/caption]

ଦ କ୍ଲିଫ୍‌ ଅଫ୍‌ ମଦର, ଆୟରଲାଣ୍ଡ: ଆଣ୍ଟଲାଣ୍ଟିକା ସାଗରର ୭୦୦ ମିଟର ଉଚ୍ଚାରେ ରହିଛି ଏହି ରାସ୍ତା। ଏହା ଡୁଲିନ କସ୍ୱେ ନିକଟରେ ରହିଛି। ଏଠାକୁ ବହୁତ ଲୋକ ସାହାସିକ ଅଭିଯାନ ପାଇଁ ଯାଇଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story