ଝିଅ ହେବତ ଏମିତି...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ହମ୍ ଭି କିସି ସେ କମ୍ ନେହିଁ।” ସବୁ କ୍ଷେତ୍ରରେ ଆଜି ଏ ଉକ୍ତିକୁ ପ୍ରମାଣିତ କରିଛନ୍ତି କନ୍ୟାରତ୍ନ। କିଏ ସମାଜର ରୁଢିବାଦୀ ମାନସିକତା ସହ ଲଢ଼ି ନିଜ ପାଇଁ ଜାଗାଟିଏ ତିଆରି କରିଛନ୍ତି ତ ଆଉ କିଏ ପୁଣି ପରିବାରରୁ ପୂରା ସହଯୋଗରେ ସଫଳତାର ଶିଖର ଛୁଇଁଛନ୍ତି। ଆଜି ଜାତୀୟ କନ୍ୟା ଦିବସରେ ଦେଖିବା ଏମିତି କିଛି ସଫଳ କନ୍ୟାରତ୍ନଙ୍କ କାହାଣୀ। ଗଜପତି ଏସ୍‌ପି ସାରା ଶର୍ମା। ଗୀତ ଗାଇବାର ରୁଚି ରଖିଥିବା […]

jhiahebata-emiti

jhiahebata-emiti

Manoranjan Sial
  • Published: Friday, 24 January 2020
  • Updated: 24 January 2020, 09:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ହମ୍ ଭି କିସି ସେ କମ୍ ନେହିଁ।” ସବୁ କ୍ଷେତ୍ରରେ ଆଜି ଏ ଉକ୍ତିକୁ ପ୍ରମାଣିତ କରିଛନ୍ତି କନ୍ୟାରତ୍ନ। କିଏ ସମାଜର ରୁଢିବାଦୀ ମାନସିକତା ସହ ଲଢ଼ି ନିଜ ପାଇଁ ଜାଗାଟିଏ ତିଆରି କରିଛନ୍ତି ତ ଆଉ କିଏ ପୁଣି ପରିବାରରୁ ପୂରା ସହଯୋଗରେ ସଫଳତାର ଶିଖର ଛୁଇଁଛନ୍ତି। ଆଜି ଜାତୀୟ କନ୍ୟା ଦିବସରେ ଦେଖିବା ଏମିତି କିଛି ସଫଳ କନ୍ୟାରତ୍ନଙ୍କ କାହାଣୀ।

ଗଜପତି ଏସ୍‌ପି ସାରା ଶର୍ମା। ଗୀତ ଗାଇବାର ରୁଚି ରଖିଥିବା ସାରା ଆଜି ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ। ପୁଲିସିଆ ଅନ୍ଦାଜରୁ ବାହାରି କେତେବେଳେ ମହିଳାଙ୍କ ସୁରକ୍ଷା ପାଇଁ ଗୀତ ରେକଡିଂ କରୁଛନ୍ତି ତ ଆଉ କେତେବେଳେ ଷ୍ଟେଜରେ ଅନ୍ୟମାନଙ୍କ ସହ ସଚେତନତାର ଗୀତ ଗାଉଛନ୍ତି। ଆଉ କେବେ ସ୍ୱାସ୍ଥ୍ୟ ହିଁ ସଂପଦର ବାର୍ତ୍ତା ନେଇ ଜୁମ୍ବୋ ଏରୋବିକ୍ସ ଡ୍ୟାନ୍ସ କରୁଛନ୍ତି। ଏହି ଫଣ୍ଡାକୁ ନେଇ ସାରା ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି।

ପୁଅଟିଏ ହୋଇଥିଲେ ଭଲ ହେଇଥାନ୍ତା। ଏ ମାନସିକତାରେ ଏବେବି ଜିଉଁଥିବା ଅନେକ ପାଇଁ ସାଇନା ସଲୋନିକା ହେଉଛନ୍ତି ଏକ ଉଦାହରଣ। ଜୁନିୟର ଚେସରେ ଏକ ଚର୍ଚ୍ଚିତ ନାଁ। ରାଜ୍ୟ ନୁହେଁ, ଭାରତୀୟ ଚେସ୍‌ର ଭବିଷ୍ୟତ। ବିଶ୍ୱ ରାଙ୍କିଂରେ ସେ ନିଜ ବୟସ ବର୍ଗରେ ୩୩ତମ ଓ ଜାତୀୟ ସ୍ତରରେ ତୃତୀୟ ସ୍ଥାନରେ ରହିଛନ୍ତି।

ଠିକ୍‌ ସେମିତି ଆଉ ଦୁଇ ଜଣ ଝିଅଙ୍କ ସାହସକୁ ସଲାମ। ସେମାନେ ହେଲେ ମୟୂରଭଞ୍ଜ ସନାମୁହିଁ ଅଞ୍ଚଳର କବିତା ମହାନ୍ତ ଓ ସାରସକଣା ଅଞ୍ଚଳର ଦୀପିକା ମହାନ୍ତ। କଅଁଳ ବୟସରେ ବାଲ୍ୟ ବିବାହକୁ ବିରୋଧ କରିବାର ସାହାସ ଦେଖାଇ ଥିଲେ। ଆଜି ଏହି ଦୁଇ ଜଣଙ୍କୁ ଜିଲ୍ଲା ପ୍ରଶାସନ ସମ୍ବର୍ଦ୍ଧିତ କରିଛି। ରକ୍ଷଣଶୀଳତାର ପ୍ରାଚୀର ଭାଙ୍ଗି କବିତା ଏବେ ଦଶମ ଶ୍ରେଣୀରେ ପାଠ ପଢ଼ିଥିବା ବେଳେ ଦୀପିକା ଯୁକ୍ତ ଦୁଇର ଛାତ୍ରୀ।

“ତାକୁ ହସୁଥିବା ଦେଖିଲେ ସବୁ କ୍ଳାନ୍ତି ଧୋଇ ହୋଇଯାଏ। ଯେବେ ଝିଅ ବାପା ବୋଲି କହି ଖୁସିରେ କୁଣ୍ଢାଇ ପକାଏ।” ଜାତୀୟ କନ୍ୟାରତ୍ନ ଦିବସ ଅବସରେ ଆଜି ନିଜ ଝିଅ ସହ ଫଟୋ ଟ୍ୱିଟ୍‌ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story