ଜିଲ୍ଲାପାଳଙ୍କ ବାସଭବନରେ ଖୋଲିଲା ‘ବହି ବଗିଚା’

ସୁନ୍ଦରଗଡ଼ (ବିଜୟ ବରୁଆ): ନିଆରା ପଦକ୍ଷେପ ପାଇଁ ଚର୍ଚ୍ଚାରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ। ଲୋକଙ୍କ ମଧ୍ୟରେ ବହିପଢ଼ା ଅଭ୍ୟାସକୁ ଜାଗ୍ରତ କରିବା ପାଇଁ ନିଜ ବାସଭବନରେ ସେ ଖୋଲିଛନ୍ତି ‘ବହି ବଗିଚା’। ଜାନୁଆରୀ ୫ ତାରିଖରୁ ଏହି ବହି ବଗିଚା ଖୋଲା ଯାଇଛି। ଏଠାରେ ସବୁ ବର୍ଗର ଓ ସବୁ ବୟସର ଲୋକଙ୍କ ରୁଚି ଅନୁସାରେ ବହି ରଖାଯାଇଛି। ବିଭିନ୍ନ ଲେଖକ ଓ ଲେଖିକାଙ୍କ ପ୍ରବନ୍ଧ, କବିତା ସଙ୍କଳନ, କମିକ୍ସ ଓ ଗପ ବହି […]

book00

book00

Tapaswini Nayak
  • Published: Tuesday, 07 January 2020
  • Updated: 07 January 2020, 02:43 PM IST

Sports

Latest News

ସୁନ୍ଦରଗଡ଼ (ବିଜୟ ବରୁଆ): ନିଆରା ପଦକ୍ଷେପ ପାଇଁ ଚର୍ଚ୍ଚାରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ। ଲୋକଙ୍କ ମଧ୍ୟରେ ବହିପଢ଼ା ଅଭ୍ୟାସକୁ ଜାଗ୍ରତ କରିବା ପାଇଁ ନିଜ ବାସଭବନରେ ସେ ଖୋଲିଛନ୍ତି ‘ବହି ବଗିଚା’। ଜାନୁଆରୀ ୫ ତାରିଖରୁ ଏହି ବହି ବଗିଚା ଖୋଲା ଯାଇଛି।

ଏଠାରେ ସବୁ ବର୍ଗର ଓ ସବୁ ବୟସର ଲୋକଙ୍କ ରୁଚି ଅନୁସାରେ ବହି ରଖାଯାଇଛି। ବିଭିନ୍ନ ଲେଖକ ଓ ଲେଖିକାଙ୍କ ପ୍ରବନ୍ଧ, କବିତା ସଙ୍କଳନ, କମିକ୍ସ ଓ ଗପ ବହି ପ୍ରଭୃତି ରଖାଯାଇଛି। ସ୍କୁଲ୍‌ ଛାତ୍ରଛାତ୍ରୀଙ୍କୁ ନେଇ ଅଭିଭାବକ ଓ ଶିକ୍ଷକମାନେ ଏଠାକୁ ଆସୁଛନ୍ତି ଏବଂ ଖୋଲା ଅକାଶ ତଳେ ବସି ବହି ପଢ଼ି ମଜା ଉଠାଉଛନ୍ତି। ସାଧାରଣ ଲୋକେ ମଧ୍ୟ ଏହି ବଗିଚାକୁ ଆସି ପଢ଼ାପଢ଼ି କରୁଛନ୍ତି। ଜିଲ୍ଲାପାଳଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି ସହରବାସୀ।

ଏହି ବହି ବଗିଚା ପ୍ରତି ରବିବାର ସକାଳ ୧୦ରୁ ସଂଧ୍ୟା ୫ଟା ଯାଏ ଖୋଲା ରହୁଛି। ଲୋକମାନେ ଯଦି ସବୁ ସମୟରେ ଏହି ବଗିଚାକୁ ଆସି ବହି ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିବେ, ତା’ହେଲେ ପରବର୍ତ୍ତୀ ସମୟରେ ଏହାକୁ ସବୁଦିନେ ଖୋଲା ରଖାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ସେ ଆହୁରି କହିଛନ୍ତି, “ବହି ପଢ଼ିବା ଦ୍ୱାରା ଜ୍ଞାନ ବଢ଼ିବା ସହ ମଣିଷ ଭିତରେ ମାନବିକ ମୂଲ୍ୟବୋଧ, ବିଚାରଶକ୍ତି ଓ ସମ୍ବେଦନଶୀଳତା ସୁଦୃଢ଼ ହୋଇଥାଏ। ତେଣୁ ସମସ୍ତେ ବ୍ୟସ୍ତତା ଭିତରେ ସମୟ ବାହାର କରି ବହି ପଢ଼ିବା ଦରକାର।”

ଯୁବ ଲେଖକ ବିବିଧ ବିଶ୍ୱ କହିଛନ୍ତି, “ଜିଲ୍ଲାପାଳ ଏହି ବହି ବଗିଚା କରି ବହି ପଢ଼ିବାକୁ ଅଭ୍ୟାସ କରିବାକୁ ବାର୍ତ୍ତା ଦେଇଛନ୍ତି। ବହି ପଢ଼ିବା ଦ୍ୱାରା ଜ୍ଞାନ ବଢ଼ିଥାଏ। ବହି ହେଉଛି ସବୁଠୁ ବିଶ୍ୱସ୍ତ ବନ୍ଧୁ।”

ସୂଚନାଯୋଗ୍ୟ, କିଛି ଦିନ ତଳେ ଜିଲ୍ଲାପାଳ ରାସ୍ତାରେ ବୁଲି ବୁଲି ବହି ବାଣ୍ଟିବା ସହ ଲୋକମାନଙ୍କୁ ବହି ପଢ଼ିବା ପାଇଁ ଉତ୍ସାହିତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story