ପେସାରେ ଶିକ୍ଷକ, ନିଶାରେ କୃଷକ

ବିନିକା (ଦିଲ୍ଲୀପ କୁମାର ସାହୁ): କେତେବେଳେ ବଜାର ଦର ତ କେତେବେଳେ ସରକାରଙ୍କ ଉଦାସୀନତା ପାଇଁ ଚାଷ ପ୍ରତି ବିମୁଖ ହେଉଛନ୍ତି ଚାଷୀ। ହେଲେ ତାଙ୍କର ଇଚ୍ଛାଶକ୍ତି ଆଗରେ ହାର ମାନିଛି ଏ ସବୁ ସମସ୍ୟା। ଶିକ୍ଷକତା ସହ ଉନ୍ନତ ପ୍ରଣାଳୀରେ ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା କୁହିବାହାଲ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ମୁରଲି ବିଶ୍ୱାଳ। କୁହିବାହାଲ ଗାଁର ମୁରଲି ବିଶ୍ୱାଳଙ୍କର ଛୋଟବେଳୁ ଚାଷ କରିବା ପ୍ରତି ଆଗ୍ରହ ଥିଲା। ପେସା […]

6777888

6777888

Tapaswini Nayak
  • Published: Friday, 27 December 2019
  • Updated: 28 December 2019, 08:56 AM IST

Sports

Latest News

ବିନିକା (ଦିଲ୍ଲୀପ କୁମାର ସାହୁ): କେତେବେଳେ ବଜାର ଦର ତ କେତେବେଳେ ସରକାରଙ୍କ ଉଦାସୀନତା ପାଇଁ ଚାଷ ପ୍ରତି ବିମୁଖ ହେଉଛନ୍ତି ଚାଷୀ। ହେଲେ ତାଙ୍କର ଇଚ୍ଛାଶକ୍ତି ଆଗରେ ହାର ମାନିଛି ଏ ସବୁ ସମସ୍ୟା। ଶିକ୍ଷକତା ସହ ଉନ୍ନତ ପ୍ରଣାଳୀରେ ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା କୁହିବାହାଲ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ମୁରଲି ବିଶ୍ୱାଳ।

କୁହିବାହାଲ ଗାଁର ମୁରଲି ବିଶ୍ୱାଳଙ୍କର ଛୋଟବେଳୁ ଚାଷ କରିବା ପ୍ରତି ଆଗ୍ରହ ଥିଲା। ପେସା ତାଙ୍କର ଶିକ୍ଷକତା ହୋଇ ଥିବାବେଳେ ନିଶା ହେଉଛି ଚାଷ। ଭଲ ଶିକ୍ଷକଟିଏ ହେବା ସହିତ ସେ ଜଣେ ଭଲ ଚାଷୀ ବି ହୋଇପାରିଛନ୍ତି। ଆଉ ଚାଷରୁ ବି ବେଶ୍ ଦୁଇ ପଇସା ରୋଜଗାର କରିପାରୁଛନ୍ତି।

ମୁରଲି ତାଙ୍କର ସାତ ଏକର ଜମିରେ କଳାବତୀ, କୁସୁମକଲି, ତାଲମୁଲୀ, ସୁନାକାଠି ଓ ଭାତହାଣ୍ଡି ଭଳି ୧୦୦ କିସମର ଧାନ ଚାଷ କରିଛନ୍ତି। ଏହାସହ ତିନି ଏକର ଜମିରେ ମାଛ ଚାଷ ସହ ଅମୃତ ଭଣ୍ଡା, କଦଳୀ, ଆମ୍ୱ, କୋବି, ପିଆଜ, ଟମାଟୋ, କଲରା, ବାଇଗଣ ଓ ଭେଣ୍ଡି ଆଦି ଚାଷ କରୁଛନ୍ତି। ଜୈବକ ପଦ୍ଧିରେ ସେ ଏହି ସବୁ ଚାଷ କରିଛନ୍ତି।

ପ୍ରତିଦିନ ସେ ଚାଷରେ ସମୟ ଦିଅନ୍ତି। ରାତି ପାହିଲେ ବିଲକୁ ବାହାରି ଯା’ନ୍ତି। ୯ଟାରେ ଘରକୁ ଫେରି ଖାଇପିଇ ସ୍କୁଲକୁ ଯା’ନ୍ତି। ୧୦ଟାରୁ ୪ ଟା ଯାଏ ସେ ସ୍କୁଲ୍‌ରେ ରହନ୍ତି। ଚାରିଟାରେ ଘରକୁ ଫେରିବା ପରେ ପୁଣି ଚାଷ କାମରେ ସମୟ ଦିଅନ୍ତି।

ମୁରଲି ଧାନ ଓ ପନିପରିବା ଚାଷ କରିବା ସହ ଗୋପାଳନ ମଧ୍ୟ କରିଛନ୍ତି। ସେ ୩୦ଟି ଗାଈ ରଖିଛନ୍ତି। ଏହିସବୁ କାମରେ ତାଙ୍କୁ ତାଙ୍କ ସ୍ତ୍ରୀ ସାହାଯ୍ୟ କରନ୍ତି। ଚାଷବାସ ସହିତ ସେ ବୃକ୍ଷରୋପଣ ମଧ୍ୟ କରନ୍ତି।

୧୯୮୯ ମସିହାରେ ମୁରଲି ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ବର୍ତ୍ତମାନ ସେ କୁହିବାହାଲ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ଏହାସହ ପିଲାମାନଙ୍କୁ ବିଜ୍ଞାନ ପାଠ ପଢ଼ାଉଛନ୍ତି।

ମୁରଲି ବିଶ୍ୱାଳ କହିଛନ୍ତି, “ଚାଷ କରିବା ପାଇଁ ପିଲାବେଳୁ ଆଗ୍ରହ ଥିଲା। ମୋତେ ଏସବୁ କରିବାକୁ ଭଲ ଲାଗୁଛି। ମୁଁ ୧୦୦ କିସମର ଧାନ ଚାଷ କରିଛି। ଅମଳ ପରେ ବିହନକୁ ବୈଜ୍ଞାନିକ ପଦ୍ଧତିରେ ବିହନ ବ୍ୟାଙ୍କରେ ସାଇତି ରଖେ ଓ ଚାଷ ସମୟରେ ବ୍ୟବହାର କରେ। ବିଷମୁକ୍ତ ଖାଦ୍ୟ ଖାଇବା ପାଇଁ ଜୈବକ ପଦ୍ଧତିରେ ମୁଁ ଏସବୁ ଚାଷ କରୁଛି।”

ମହତିଆଁ ପ୍ରଧାନ ନାମକ ଜଣେ ଗ୍ରାମବାସୀ କହିଛନ୍ତି, “ମୁରଲି ସାର୍ ଜୈବିକ ପଦ୍ଧତିରେ ବିଭିନ୍ନ ପ୍ରକାର ଚାଷ କରନ୍ତି। ଚାଷୀମାନେ ତାଙ୍କ ପାଖରୁ ଜୈବକ ପଦ୍ଧତିରେ କିପରି ଚାଷ କରାଯାଉଛି, ତାହା ଶିଖିବାକୁ ମଧ୍ୟ ଆସନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story