ଅବ୍ୟବସ୍ଥା ଘେରରେ ଗୋଷ୍ଠୀ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ; ୭୦ ପିଲାଙ୍କୁ ଗୋଟିଏ ଟଏଲେଟ୍‌

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲାର ଉମରକୋଟରେ ରହିଛି ଗୋଷ୍ଠୀ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ। ଏହି ପ୍ରଶିକ୍ଷଣ କେନ୍ଦ୍ରଟି ୧୯୬୦ ମସିହାରେ ସ୍ଥାପନ କରାଯାଇଥିଲା। ଏଠାରେ ୨୦୦ ଛାତ୍ରଛାତ୍ରୀ ତାଲିମ ନିଅନ୍ତି। ଏହି ପ୍ରଶିକ୍ଷଣ କେନ୍ଦ୍ରରେ ଏକ ଛାତ୍ରବାସ ରହିଛି। ଏଥିରେ ୭୦ ଜଣ ଛାତ୍ର ରହନ୍ତି। ତେବେ ସେମାନଙ୍କର ଏକ ବଡ଼ ସମସ୍ୟା ହେଉଛି ପାଣି। ଏକ ମାତ୍ର କୂଅ ସେମାନଙ୍କ ସାହାଭରସା। ତେବେ କୂଅ ପାଣି ଅପରିଷ୍କାର ରହୁଥିବାରୁ ଓ ଏହାକୁ ସଫା […]

umarakot

umarakot

Tapaswini Nayak
  • Published: Tuesday, 03 March 2020
  • Updated: 03 March 2020, 12:42 PM IST

Sports

Latest News

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲାର ଉମରକୋଟରେ ରହିଛି ଗୋଷ୍ଠୀ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ। ଏହି ପ୍ରଶିକ୍ଷଣ କେନ୍ଦ୍ରଟି ୧୯୬୦ ମସିହାରେ ସ୍ଥାପନ କରାଯାଇଥିଲା। ଏଠାରେ ୨୦୦ ଛାତ୍ରଛାତ୍ରୀ ତାଲିମ ନିଅନ୍ତି। ଏହି ପ୍ରଶିକ୍ଷଣ କେନ୍ଦ୍ରରେ ଏକ ଛାତ୍ରବାସ ରହିଛି। ଏଥିରେ ୭୦ ଜଣ ଛାତ୍ର ରହନ୍ତି। ତେବେ ସେମାନଙ୍କର ଏକ ବଡ଼ ସମସ୍ୟା ହେଉଛି ପାଣି। ଏକ ମାତ୍ର କୂଅ ସେମାନଙ୍କ ସାହାଭରସା। ତେବେ କୂଅ ପାଣି ଅପରିଷ୍କାର ରହୁଥିବାରୁ ଓ ଏହାକୁ ସଫା କରାଯାଉ ନଥିବାରୁ ପିଲାମାନେ ଏହାର ପାଣି ପିଇ ବିଭିନ୍ନ ରୋଗରେ ପଡ଼ୁଛନ୍ତି।

ପିଲାଙ୍କ ସଂଖ୍ୟା ଅନୁସାରେ ଏଠାରେ ଶୌଚାଳୟ ନାହିଁ। ଦୁଇଟି ଶୌଚାଳୟରୁ ଗୋଟିଏ ଆଦୌ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ଅନ୍ୟଟିର କବାଟ ଭାଙ୍ଗି ଯାଇଛି। ହେଲେ ପିଲାମାନେ ସେହି ଶୌଚାଳୟକୁ ବ୍ୟବହାର କରୁଛନ୍ତି। ସକାଳ ହେଲେ ଛାତ୍ରବାସରେ ରହୁଥିବା ଛାତ୍ରମାନେ ଲମ୍ବା ଲାଇନରେ ଶୌଚ ଯିବା ପାଇଁ ଧାଡ଼ିରେ ଠିଆ ହୁଅନ୍ତି। ବେଳେ ବେଳେ ଶୌଚ ଯିବା ପାଇଁ ପିଲାମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥାଏ। ଅନ୍ୟପକ୍ଷରେ ପ୍ରଶିକ୍ଷଣ କେନ୍ଦ୍ରରେ ବି ଟଏଲେଟ୍ ସୁବିଧା ନାହିଁ। ତେଣୁ ଛାତ୍ରୀମାନେ ବାହାରକୁ ଯିବାକୁ ବାଧ୍ୟ ହୁଅନ୍ତି।

ଏହି ପ୍ରଶିକ୍ଷଣ କେନ୍ଦ୍ର ସମସ୍ୟା ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ଓ ଉଚ୍ଚ ପଦସ୍ଥ ସରକାରୀ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।

ଛାତ୍ର ଶିବରାମ ଭତ୍ରା କହିଛନ୍ତି, “ଆମ ପ୍ରଶିକ୍ଷଣ କେନ୍ଦ୍ରରେ ପାଣି ସମସ୍ୟା ରହିଛି। ଏଠାରେ ଥିବା କୂଅ ପାଣିକୁ ଆମେ ବ୍ୟବହାର କରିଥାଉ। ଏହି ପାଣିକୁ ପିଇବା ଦ୍ୱାରା ଆମେ ବିଭିନ୍ନ ରୋଗରେ ପଡ଼ିଥାଉ। ସ୍ଥାନୀୟ ପ୍ରଶାସନ ଏଥିପ୍ରତି ନଜର ଦେଉନାହିଁ।”

ଉମରକୋଟ ଗୋଷ୍ଠୀ ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ରର ପ୍ରିନ୍ସପାଲ ପ୍ରଫୁଲ୍ଲ କୁମାର ରାଉତ କହିଛନ୍ତି, ‘‘ଏଠାକାର ସମସ୍ୟା ସମ୍ପର୍କରେ ଆମେ ପ୍ରଶାସନକୁ ଜଣାଇଛୁ। ସେମାନେ ସମସ୍ୟାର ସମାଧାନ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story