‘ଫାଇଟ୍ର ଅଫ୍ କାରବିଆନ୍’ର ସିରିଜି ଯଦି ଆପଣ ଦେଖିଥିବେ ତେବେ ନିଶ୍ଚିତ ଜାଣିଥିବେ ଏହି ଫିଲ୍ମରେ ସମୁଦ୍ର ଲୁଟେରାମାନେ କେମିତି ପାଣି ଭିତରେ ରହିଥାନ୍ତି। ଦୁନିଆରେ ଏମିତି କେହି ଅଛନ୍ତି ଯିଏ କାରବିଆନ୍ ଲୁଟେରାଙ୍କ ପରି ସମୁଦ୍ରରେ ରହୁଥିବେ। ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ବାଡଜୋ ହେଉଛନ୍ତି ମଣିଷ ଜାତିରେ ଏମିତି ଏକ ସମୁଦାୟ ଯେଉଁମାନଙ୍କ ସାରା ଜୀବନ ସମୁଦ୍ର ମଧ୍ୟରେ ବିତିଥାଏ।
ଏହି ସମୁଦାୟକୁ ‘ଜିସ୍ପି’ ବୋଲି ମଧ୍ୟ କୁହାଯାଇଥାଏ।
ଏହି ସମୁଦାୟର ଲୋକେ ସମୁଦ୍ର ମଧ୍ୟରେ ରହିଥାନ୍ତି। ଅଧିକାଂଶ ସମୟ ସେମାନଙ୍କର ହାଉସ୍ ବୋଟ୍ରେ କଟିଥାଏ। ବର୍ନିଓ, ଫିଲିପାଇନ୍ସ ଓ ଇଣ୍ଡୋନେସିଆରେ ଏମାନେ ସ୍ୱାଧୀନ ଭାବେ ଚଳପ୍ରଚଳ କରିଥାନ୍ତି। ସମୁଦ୍ର ମଧ୍ୟରେ ଲୁଟପାତ କରିବା ଏମାନଙ୍କ ମୁଖ୍ୟ ପେଶା। ଇଣ୍ଡୋନେସିଆର ମୂଳ ବାସିନ୍ଦା ଏହି ବାଡଜୋ ସମୁଦାୟ ଏବେ ବିଲୁପ୍ତ ଅବସ୍ଥାରେ ଅଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।
Special
ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ; ଭାରତୀୟ ରେଲୱେର ଡ୍ରିମ୍ ପ୍ରୋଜେକ୍ଟ
ଚେନାବ ନଦୀ ବୁକୁରେ ଠିଆ ହୋଇଥିବା ଏହି ଚେନାବ ବ୍ରିଜର ଉଚ୍ଚତା ଆଇଫିଲ୍ ଟାୱାରଠାରୁ ବି ଅଧିକ। ଏହା ବ୍ଲାଷ୍ଟ ପ୍ରୁଫ ଓ ଭୂକଂପ ନିରୋଧୀ।