ନୀଳ ଦରିଆରେ ଜୀବନ: ସଂଘାତକୁ ସାଥୀ କରି କେମିତି ଅଛନ୍ତି ‘ସମୁଦ୍ର ମଣିଷ’

‘ଫାଇଟ୍‌ର ଅଫ୍‌ କାରବିଆନ୍‌’ର ସିରିଜି ଯଦି ଆପଣ ଦେଖିଥିବେ ତେବେ ନିଶ୍ଚିତ ଜାଣିଥିବେ ଏହି ଫିଲ୍ମରେ ସମୁଦ୍ର ଲୁଟେରାମାନେ କେମିତି ପାଣି ଭିତରେ ରହିଥାନ୍ତି। ଦୁନିଆରେ ଏମିତି କେହି ଅଛନ୍ତି ଯିଏ କାରବିଆନ୍‌ ଲୁଟେରାଙ୍କ ପରି ସମୁଦ୍ରରେ ରହୁଥିବେ। ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ବାଡଜୋ ହେଉଛନ୍ତି ମଣିଷ ଜାତିରେ ଏମିତି ଏକ ସମୁଦାୟ ଯେଉଁମାନଙ୍କ ସାରା ଜୀବନ ସମୁଦ୍ର ମଧ୍ୟରେ ବିତିଥାଏ। ଏହି ସମୁଦାୟକୁ ‘ଜିସ୍ପି’ ବୋଲି ମଧ୍ୟ କୁହାଯାଇଥାଏ। ଏହି ସମୁଦାୟର ଲୋକେ ସମୁଦ୍ର ମଧ୍ୟରେ […]

badjao-tribe

badjao-tribe

Rakesh Mallick
  • Published: Thursday, 20 April 2017
  • Updated: 20 April 2017, 05:23 PM IST

Sports

Latest News

‘ଫାଇଟ୍‌ର ଅଫ୍‌ କାରବିଆନ୍‌’ର ସିରିଜି ଯଦି ଆପଣ ଦେଖିଥିବେ ତେବେ ନିଶ୍ଚିତ ଜାଣିଥିବେ ଏହି ଫିଲ୍ମରେ ସମୁଦ୍ର ଲୁଟେରାମାନେ କେମିତି ପାଣି ଭିତରେ ରହିଥାନ୍ତି। ଦୁନିଆରେ ଏମିତି କେହି ଅଛନ୍ତି ଯିଏ କାରବିଆନ୍‌ ଲୁଟେରାଙ୍କ ପରି ସମୁଦ୍ରରେ ରହୁଥିବେ। ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ବାଡଜୋ ହେଉଛନ୍ତି ମଣିଷ ଜାତିରେ ଏମିତି ଏକ ସମୁଦାୟ ଯେଉଁମାନଙ୍କ ସାରା ଜୀବନ ସମୁଦ୍ର ମଧ୍ୟରେ ବିତିଥାଏ।

ଏହି ସମୁଦାୟକୁ ‘ଜିସ୍ପି’ ବୋଲି ମଧ୍ୟ କୁହାଯାଇଥାଏ।

ଏହି ସମୁଦାୟର ଲୋକେ ସମୁଦ୍ର ମଧ୍ୟରେ ରହିଥାନ୍ତି। ଅଧିକାଂଶ ସମୟ ସେମାନଙ୍କର ହାଉସ୍‌ ବୋଟ୍‌ରେ କଟିଥାଏ। ବର୍ନିଓ, ଫିଲିପାଇନ୍ସ ଓ ଇଣ୍ଡୋନେସିଆରେ ଏମାନେ ସ୍ୱାଧୀନ ଭାବେ ଚଳପ୍ରଚଳ କରିଥାନ୍ତି। ସମୁଦ୍ର ମଧ୍ୟରେ ଲୁଟପାତ କରିବା ଏମାନଙ୍କ ମୁଖ୍ୟ ପେଶା। ଇଣ୍ଡୋନେସିଆର ମୂଳ ବାସିନ୍ଦା ଏହି ବାଡଜୋ ସମୁଦାୟ ଏବେ ବିଲୁପ୍ତ ଅବସ୍ଥାରେ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story