ଗୋଟେ ମାସରେ ଦୁଇଥର ଗର୍ଭବତୀ, ଏକାଥକେ ୩ଟି ସନ୍ତାନର ମାଆ: କେଉଁଠି, କେମିତି, ପଢନ୍ତୁ ଏହି ରିପୋର୍ଟ

ଜଣେ ମହିଳା ଗର୍ଭବତୀ ଥିବା ବେଳେ ପୁଣି ଥରେ ଗର୍ଭଧାରଣ କରିବା କେବେ ଶୁଣିଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ। ଯାହାକୁ ନେଇ ଡାକ୍ତରମାନେ ମଧ୍ୟ ତାଜୁବ ହୋଇଯାଇଛନ୍ତି। ଲଂଣ୍ଡନରେ ଘଟିଛି ଏପରି ଘଟଣା। ଜଣେ ମହିଳା ଗୋଟିଏ ମାସରେ ଦୁଇ ଥର ଗର୍ଭବତୀ ହୋଇଛନ୍ତି ଓ ୩୨ ସପ୍ତାହ ପରେ ୩ଟି ସୁସ୍ଥ ପିଲାଙ୍କୁ ଜନ୍ମ ଦେଇଛନ୍ତି। କେଣ୍ଟ ସହରର ଜୁଲିନୀ ବ୍ରଡ। ଡାକ୍ତରଙ୍କ ପାଖକୁ ଚେକ୍‌ଅପ୍‌ ପାଇଁ ଯାଇ ଜାଣିବାକୁ ପାଇଥିଲେ ସେ ଗର୍ଭବତୀ […]

baby

baby

Rakesh Mallick
  • Published: Wednesday, 26 April 2017
  • Updated: 26 April 2017, 08:01 PM IST

Sports

Latest News

ଜଣେ ମହିଳା ଗର୍ଭବତୀ ଥିବା ବେଳେ ପୁଣି ଥରେ ଗର୍ଭଧାରଣ କରିବା କେବେ ଶୁଣିଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ। ଯାହାକୁ ନେଇ ଡାକ୍ତରମାନେ ମଧ୍ୟ ତାଜୁବ ହୋଇଯାଇଛନ୍ତି। ଲଂଣ୍ଡନରେ ଘଟିଛି ଏପରି ଘଟଣା। ଜଣେ ମହିଳା ଗୋଟିଏ ମାସରେ ଦୁଇ ଥର ଗର୍ଭବତୀ ହୋଇଛନ୍ତି ଓ ୩୨ ସପ୍ତାହ ପରେ ୩ଟି ସୁସ୍ଥ ପିଲାଙ୍କୁ ଜନ୍ମ ଦେଇଛନ୍ତି।

କେଣ୍ଟ ସହରର ଜୁଲିନୀ ବ୍ରଡ। ଡାକ୍ତରଙ୍କ ପାଖକୁ ଚେକ୍‌ଅପ୍‌ ପାଇଁ ଯାଇ ଜାଣିବାକୁ ପାଇଥିଲେ ସେ ଗର୍ଭବତୀ ଅଛନ୍ତି। ଡାକ୍ତର ତାଙ୍କୁ ନିୟମିତ ଚେପ୍‌ଅପ୍‌ କରିବାକୁ ପରାମର୍ଶ ଦେଇଥିଲେ। କିଛି ମାସ ପରେ ଜୁଲିନୀ ପେଟରେ କିଛି ଅଲଗା ଅନୁଭବ କରିଥିଲେ। ସେ ଡାକ୍ତରଙ୍କ ପାଖକୁ ଯିବା ପରେ ପରୀକ୍ଷାରୁ ଦ୍ୱିତୀୟ ଥର ଗର୍ଭବତୀ ହୋଇଥିବା ଓ ତାଙ୍କ ଗର୍ଭରେ ୩ଟି ପିଲା ଥିବା ଜଣାପଡିଥିଲା। ଏହାକୁ ନେଇ ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ ଡାକ୍ତର ମହିଳାଙ୍କୁ ସ୍ୱତନ୍ତ୍ର ଭାବେ ଚିକିତ୍ସା ଆରମ୍ଭ କରି ଦେଇଥିଲେ। ୩୨ ସପ୍ତାହ ପରେ ମହିଳା ଜଣଙ୍କ ୩ଟି ପିଲାଙ୍କୁ ଜନ୍ମ ଦେଇଥିଲେ। ଏବେ ପିଲା ୩ଟି ସୁସ୍ଥ ଅଛନ୍ତି।

ଏହା କିଛି ଚମତ୍କାର ଠାରୁ କମ ନୁହେଁ ବୋଲି ଜୁଲିନୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ତାଙ୍କ ଅନୁସାରେ ଏପରି ଗର୍ଭଧାରଣକୁ ସୁପରଫୋଏଟେସନ କୁହାଯାଇଥାଏ। ୧୦୦ ବର୍ଷରେ ଏପରି ଘଟଣା ଷଷ୍ଠ ଥର ଘଟିଛି। ଏପରି ଭାବେ ୩ଟି ପିଲା ଜନ୍ମ ହେବା ପ୍ରଥମ ଘଟଣା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story