ଆଶ୍ଚର୍ଯ୍ୟ ଝରଣା: ଛୁଇଁଲେ ପାଣି ହୋଇଯାଉଛି ପଥର

ଆପଣ ଅନେକ ଝରଣା ଦେଖିଥିବେ ଓ ଅନେକ ଝରଣା ସଂପର୍କରେ ଶୁଣିଥିବେ। କିନ୍ତୁ ୟୁନାଇଟେଡ୍‌ କିଙ୍ଗଡମ୍‌ରେ ଥିବା ମଦର୍ସ କେଭ୍‌ ଝରଣାଟି ବଡ଼ ବିଚିତ୍ର। ଏହାର ପାଣି ସଂସ୍ପର୍ଶରେ ଆସୁଥିବା ପ୍ରତ୍ୟେକ ଜିନିଷ ପଥର ପାଲଟି ଯାଏ। କୁହାଯାଉଛି ଏହି ଝରଣାର ପାଣିରେ ଚୂନର ମାତ୍ରା ବହୁତ ଅଧିକ ରହିଛି। ତେଣୁ ଏହାର ପାଣି ସଂସ୍ପର୍ଶରେ କୌଣସି ବସ୍ତୁ ବାରମ୍ବାର ଆସିଲେ ତାହା ପଥର ପାଲଟି ଯାଉଛି। ଏହି ପାଣି ସଂସ୍ପର୍ଶରେ ବାରମ୍ବାର ଆସୁଥିବା ବସ୍ତୁରେ petrification […]

water

water

Rakesh Mallick
  • Published: Sunday, 01 October 2017
  • Updated: 01 October 2017, 06:47 AM IST

ଆପଣ ଅନେକ ଝରଣା ଦେଖିଥିବେ ଓ ଅନେକ ଝରଣା ସଂପର୍କରେ ଶୁଣିଥିବେ। କିନ୍ତୁ ୟୁନାଇଟେଡ୍‌ କିଙ୍ଗଡମ୍‌ରେ ଥିବା ମଦର୍ସ କେଭ୍‌ ଝରଣାଟି ବଡ଼ ବିଚିତ୍ର। ଏହାର ପାଣି ସଂସ୍ପର୍ଶରେ ଆସୁଥିବା ପ୍ରତ୍ୟେକ ଜିନିଷ ପଥର ପାଲଟି ଯାଏ। କୁହାଯାଉଛି ଏହି ଝରଣାର ପାଣିରେ ଚୂନର ମାତ୍ରା ବହୁତ ଅଧିକ ରହିଛି। ତେଣୁ ଏହାର ପାଣି ସଂସ୍ପର୍ଶରେ କୌଣସି ବସ୍ତୁ ବାରମ୍ବାର ଆସିଲେ ତାହା ପଥର ପାଲଟି ଯାଉଛି। ଏହି ପାଣି ସଂସ୍ପର୍ଶରେ ବାରମ୍ବାର ଆସୁଥିବା ବସ୍ତୁରେ petrification ନାମକ ଏକ ପ୍ରକ୍ରିୟା ଆରମ୍ଭ ହୋଇଥାଏ ଓ ଧୀରେ ଧୀରେ ତାହା ପଥରରେ ପରିଣତ ହୋଇଯାଏ।

ଏହି ଝରଣାର ଜଳ ସ୍ପର୍ଶ ନ କରିବା ପାଇଁ ଅନେକ ଲୋକ ପରାମର୍ଶ ଦିଅନ୍ତି। ସେମାନଙ୍କର ଭୟ ରହିଛି ଯେ ଉକ୍ତ ପାଣିକୁ ସ୍ପର୍ଶ କଲେ ମଣିଷ ବି ପଥର ପାଲଟିଯିବ।

ଏଠାକାର ସ୍ଥାନୀୟ ଲୋକଙ୍କ କହିବାନୁସାରେ ମଦର ସିପ୍‌ଟନ୍ ନାମକ ରାକ୍ଷସୀର ଅଭିଶାପ ଯୋଗୁଁ ଏହି ଝରଣା ପାଣି ସ୍ପର୍ଶରେ ଆସୁଥିବା ସବୁ ଜିନିଷ ପଥର ପାଲଟି ଯାଉଛି।

ତେବେ ଏହି ଝରଣାର ବେଶ୍ ଫାଇଦା ନେଉଛନ୍ତି ସ୍ଥାନୀୟ ଚିତ୍ରକରମାନେ। ସେମାନେ ବିଭିନ୍ନ ପ୍ରକାର ଜିନିଷକୁ ଆଣି ଏହି ଝରଣାରେ ବାନ୍ଧି ଝୁଲାଇ ଦିଅନ୍ତି। ଧୀରେ ଧୀରେ ତାହା ପଥରରେ ପରିଣତ ହୋଇଯାଏ। ତା’ପରେ ସେଗୁଡ଼ିକୁ ସେମାନେ ନେଇ ଯାଆନ୍ତି। ଟେଡି ବିୟର, ସାଇକେଲ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଜିନିଷ ଏହି ଝରଣା ପାଣି ସଂସ୍ପର୍ଶରେ ଆସି ଭାରି ଡେକୋରେଟିଭ୍ ଲାଗନ୍ତି। ଲୋକେ ଏଗୁଡ଼ିକୁ ଘର ସଜାଇବା ପାଇଁ କିଣି ନିଅନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story