ସ୍କୁଲ ଯିବାକୁ ଭରସା କାଠ ପୋଲ

ଉମରକୋଟ(କାର୍ତ୍ତିକ ମଲ୍ଲିକ):ସରକାର ମାଗଣା ଶିକ୍ଷାଦାନ ବ୍ୟବସ୍ଥା କରୁଥିବା ନେଇ ଡେଙ୍ଗୁରା ପିଟୁ଼ଥିବା ବେଳେ ଭିତ୍ତିଭୂମି ସଜାଡ଼ିବାକୁ ଗୁରୁତ୍ୱ ଦେଉ ନାହାନ୍ତି। ଫଳରେ ହଇରାଣ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ମାଓ ପ୍ରବଣ ବରାଗୁଡ଼ା ଗାଁର ୪୦ରୁ ଊର୍ଦ୍ଧ୍ୱ ପିଲା। ହେଲେ ପାଠ ପ‍ଢ଼ିବାର ଅଦ୍ୟମ ଇଚ୍ଛା ଆଗରେ ହାର୍‌ ମାନିଛି ସବୁ ପ୍ରତିବନ୍ଧକ। ଏହି ସ୍କୁଲଟି ବରାଗୁଡ଼ା ଗାଁରେ ସ୍ଥାପିତ ନ ହୋଇ ୨ କି.ମି ଦୂର ଗୁଡ଼ିପାରା ଗ୍ରାମରେ ରହିଛି। ପ୍ରଶାସନିକ ଦୂରଦୃଷ୍ଟି […]

umarakota-1..1

umarakota-1..1

Niharika Rout
  • Published: Wednesday, 11 September 2019
  • Updated: 11 September 2019, 01:49 PM IST

Sports

Latest News

ଉମରକୋଟ(କାର୍ତ୍ତିକ ମଲ୍ଲିକ):ସରକାର ମାଗଣା ଶିକ୍ଷାଦାନ ବ୍ୟବସ୍ଥା କରୁଥିବା ନେଇ ଡେଙ୍ଗୁରା ପିଟୁ଼ଥିବା ବେଳେ ଭିତ୍ତିଭୂମି ସଜାଡ଼ିବାକୁ ଗୁରୁତ୍ୱ ଦେଉ ନାହାନ୍ତି। ଫଳରେ ହଇରାଣ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ମାଓ ପ୍ରବଣ ବରାଗୁଡ଼ା ଗାଁର ୪୦ରୁ ଊର୍ଦ୍ଧ୍ୱ ପିଲା। ହେଲେ ପାଠ ପ‍ଢ଼ିବାର ଅଦ୍ୟମ ଇଚ୍ଛା ଆଗରେ ହାର୍‌ ମାନିଛି ସବୁ ପ୍ରତିବନ୍ଧକ।

ଏହି ସ୍କୁଲଟି ବରାଗୁଡ଼ା ଗାଁରେ ସ୍ଥାପିତ ନ ହୋଇ ୨ କି.ମି ଦୂର ଗୁଡ଼ିପାରା ଗ୍ରାମରେ ରହିଛି। ପ୍ରଶାସନିକ ଦୂରଦୃଷ୍ଟି ଅଭାବରୁ ଏହାର କୁପରିଣାମ ଭୋଗୁଛନ୍ତି ଗାଁ ପିଲା ।

ବରାଗୁଡ଼ା ଗାଁ ସହ ଗୁଡ଼ିପାରା ଗ୍ରାମକୁ ସଂଯୋଗ କରିବା ନିମନ୍ତେ କୌଣସି ରାସ୍ତା ନିର୍ମିତ ହୋଇନାହିଁ। ତେଣୁ ପିଲାମାନେ ବାଧ୍ୟ ହୋଇ ବରାଗୁଡ଼ା ନାଳ ପାର ହୋଇ ଘଞ୍ଚ ଜଙ୍ଗଲ ଦେଇ ପ୍ରତିଦିନ ସ୍କୁଲ ଯାଇଥାନ୍ତି। ଅପରପକ୍ଷେ ପିଲାଙ୍କ ଫେରିବା ବାଟକୁ ଚାହିଁ ରହିଥାନ୍ତି ପରିବାର ଲୋକେ। ନାଳ ଶୁଖିଲା ଥିବା ବେଳେ ପିଲାମାନେ ତାହାକୁ ଅତିକ୍ରମ କରି ସ୍କୁଲ ଯାଉଥିବା ବେଳେ ବର୍ଷା ଦିନେ ବନ୍ଦ ରୁହେ ପାଠପଢ଼ା ।

ବରାଗୁଡ଼ା ଗାଁରୁ ପଞ୍ଚାୟତ କାର୍ଯ୍ୟାଳୟକୁ ସଂଯୋଗ ନିମନ୍ତେ ପକ୍କା ରାସ୍ତା ରହିଛି। ହେଲେ ଉକ୍ତ ରାସ୍ତା ଦେଇ ସ୍କୁଲ ଗଲେ ପ୍ରାୟ ୫ କି.ମିରୁ ଅଧିକ ରାସ୍ତା ଅତିକ୍ରମ କରିବାକୁ ପଡ଼ିଥାଏ। ତେଣୁ ପିଲାମାନେ ଏହି ବିପଦସଙ୍କୁଳ ରାସ୍ତା ଦେଇ ନିତିଦିନ ସ୍କୁଲ ଯାଇଥାନ୍ତି। କେବଳ ସ୍କୁଲ୍ ନୁହେଁ  ଅଙ୍ଗନୱାଡି କେନ୍ଦ୍ର ମଧ୍ୟ  ଗୁଡ଼ିପାରାରେ ଥିବାରୁ ଗର୍ଭବତୀ ଓ ଶିଶୁଙ୍କୁ ମଧ୍ୟ ଘଞ୍ଚ ଜଙ୍ଗଲରେ ଚଲାଇ ଚଲାଇ ସେଠାକୁ ନିଆଯାଇଥାଏ।

ଏନେଇ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ପରିଶେଷରେ ଅତିଷ୍ଠ ହୋଇ ଗ୍ରାମବାସୀ ନିଜସ୍ୱ ଉଦ୍ୟମରେ ପ୍ରାୟ ୨ ଦିନ ହେବ ଉକ୍ତ ନାଳ ଉପରେ ଏକ କାଠ ପୋଲ ନିର୍ମାଣ କରିଛନ୍ତି। ଏହି କାଠ ପୋଲ ହିଁ ଏବେ ଯୋଗାଯୋଗର ମାଧ୍ୟମ। ଏହି ପୋଲ ଦେଇ ବିପଦସଙ୍କୁଳ ଅବସ୍ଥାରେ ଗାଁ ପିଲା ପାଠ ପଢ଼ିବା ଲାଗି ଗୁଡ଼ିପାରା ଗ୍ରାମକୁ ଯାଉଛନ୍ତି।

ଗାଁକୁ ରାସ୍ତା ନାହିଁ, ବ୍ରିଜ ନାହିଁ, ସ୍କୁଲ ନାହିଁ। ଛୋଟ ଛୋଟ ଛୁଆ ମଶାଣି, ନଦୀ ପାର ହୋଇ ଯାଉଛନ୍ତି। କେତେବେଳେ କ’ଣ ହେବ ସେ ସମ୍ପର୍କରେ କିଛି କହିବା ମୁସ୍କିଲ ବୋଲି କହିଛନ୍ତି ଗ୍ରାମର ଜଗନ୍ନାଥ ବାଘ ଓ ଆନୱାରୀ ଗଣ୍ଡ ।

ଏ ସମ୍ପର୍କରେ  ରାଇଘର ବିଡିଓ ଦେବୀ ପ୍ରସାଦ ଟାଲିଙ୍କୁ ପଚାରିବାରୁ ଉକ୍ତ ଗ୍ରାମରେ ମୌକ ସୁବିଧା ପହଞ୍ଚି ପାରି ନ ଥିବା କହିବା ସହ ଅତି ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story