'୨୪ରେ ଓଡ଼ିଶାରେ ବିଜେପି ଗଢ଼ିବ ସରକାର'

  • Published: Tuesday, 05 December 2023
  • , Updated: 05 December 2023, 12:40 PM IST

୪ଟି ରାଜ୍ୟର ନିର୍ବାଚନୀ ଫଳାଫଳକୁ ନେଇ ପୁରା ଜୋସରେ ଥିବା ରାଜ୍ୟ ବିଜେପି ୨୦୨୪ ମସିହାରେ ଓଡ଼ିଶାରେ ସରକାର ଗଠନ କରିବ ବୋଲି ଦମ୍ଭୋକ୍ତି ବାଢ଼ିଛି । ୨୦୨୪ ସାଧାରଣ ନିର୍ବାଚନ ନିଶ୍ଚିତ ଭାବେ ଓଡ଼ିଶା ରାଜନୀତିର ‘ୟୁ-ଟର୍ଣ୍ଣ’ ନେବ ବୋଲି ବିଜେପି କହିଛି ।

Related story