'କେନ୍ଦ୍ର ସରକାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ଚାଉଳ ଦେଉଛନ୍ତି'

  • Published: Tuesday, 09 January 2024
  • , Updated: 09 January 2024, 05:02 PM IST

'ରାସନ କେନ୍ଦ୍ରରେ ରାଜ୍ୟ ସରକାର ପୋଷ୍ଟର ମାରିଲେ ଜଗିବ ବିଜେପି। ରାଜ୍ୟ ସରକାର କେତେ ଲୋକଙ୍କୁ ଚାଉଳ ଦେଉଛନ୍ତି ? କେନ୍ଦ୍ର ସରକାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ଚାଉଳ ଦେଉଛନ୍ତି। କେନ୍ଦ୍ର ଯୋଜନାରେ ରାଜ୍ୟ ସରକାର କାହିଁକି ବ୍ୟାନର ମାରିବେ।' କିଛି ଏଭଳି କହିଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର।

Related story