'ଦୀର୍ଘ ୯ ବର୍ଷ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ଶ୍ରୀକାନ୍ତ ସାହୁ'

  • Published: Monday, 10 July 2023
  • , Updated: 10 July 2023, 02:43 PM IST

ଭୁବନେଶ୍ୱର ମହିଳା ଥାନାରେ ବିଜେଡି ନେତ୍ରୀ ସଂଯୁକ୍ତା ମହଲା । ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ସାଘାଂତିକ ଅଭିଯୋଗ ଆଣିଲେ ସଂଯୁକ୍ତା ମହଲା । ଦୀର୍ଘ ୯ ବର୍ଷ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ । ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ମାଗିଲେ ସଂଯୁକ୍ତା । ଶ୍ରୀକାନ୍ତ ସାହୁ କିଛି ଅସାମାଜିକ ଯୁବକଙ୍କୁ ତାଙ୍କ ପଛରେ ଲଗାଇଥିବା ଅଭିଯୋଗ । ସଂଯୁକ୍ତାଙ୍କ ବିରୋଧରେ ପରିବାର ଆଣିଥିବା ଅଭିଯୋଗ ସଂପର୍କରେ ପ୍ରତିକ୍ରିୟା। କହିଲେ, '୭ ବର୍ଷ ହେଲା ପରିବାର ସହ କୌଣସି ସଂପର୍କ ନାହିଁ ,ପରିବାରକୁ ମୋହରା କରି ଶ୍ରୀକାନ୍ତ ସାହୁ ମିଡିଆ ଆଗରେ ଏଭଳି କୁହାଇଛନ୍ତି, ନ୍ୟାୟ ନ ମିଳିଲେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବି।' 

Related story