APP
ଓଡ଼ିଶା
ଦେଶ
ବିଦେଶ
ଭିଡିଓ
ରାଜନୀତି
ଖେଳ
କ୍ରିକେଟ୍
ମନୋରଂଜନ
ଓଲିଉଡ୍
ବଲିଉଡ୍
ଟେଲି ଦୁନିଆ
ଯଲିଉଡ୍
ରାଶି ଓ ବାସ୍ତୁ
ଜୀବନଶୈଳୀ
ସ୍ୱାସ୍ଥ୍ୟ
ଖାଦ୍ୟ
ସ୍ପେଶାଲ୍
ଅତିଥି ସ୍ତମ୍ଭ
ଦୁର୍ଘଟଣା
Menu
ଫଟୋ
ନିଯୁକ୍ତି
ସ୍ୱାସ୍ଥ୍ୟ
ଶିକ୍ଷା
ରାଶିଫଳ
ପାଣିପାଗ
ଅପରାଧ
ଉତ୍ସବ ଓ ପରମ୍ପରା
ବିବିଧ
ଭଲ ଖବର
ଗ୍ୟାଜେଟ
ବିଜ୍ଞାନ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
Sports
ରଣଜୀ ଖେଳିବେ କୋହଲି-ପନ୍ତ! ଦିଲ୍ଲୀ ସମ୍ଭାବ୍ୟ ଦଳରେ ଆସିଲା ନାଁ
ଖେଳ
14 January 2025
BCCI କଠୋର, ଏଣିକି ଖେଳାଳିଙ୍କ ସାଙ୍ଗରେ ଯାଇପାରିବେନି ପତ୍ନୀ!
କ୍ରିକେଟ୍
14 January 2025
ଚାମ୍ପିୟନ୍ସ ଟ୍ରଫି ପାଇଁ ଘୋଷଣା ହେଲା ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସ୍କ୍ୱାଡ
ଖେଳ
13 January 2025
Latest News
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
Tuesday, 14 January 2025
୧୫୦ଫୁଟ ତଳକୁ ଖସିଲା ଜିପ୍
Tuesday, 14 January 2025
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
Tuesday, 14 January 2025
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
Tuesday, 14 January 2025
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
Tuesday, 14 January 2025
ଗୁଡ଼ି ସୂତା ଲାଗି ୨ ଆହତ
Tuesday, 14 January 2025
Politics News Updates
Politics
ଆଜି ରାଜଧାନୀରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ମହାସମାବେଶ: ଏହି ଦୃଷ୍ଟିରୁ ରାଜ୍ୟ ସରକାରଙ୍କ କଠୋର ଆଭିମୁଖ୍ୟ, ବିନାଅନୁମତିରେ ସ୍କୁଲ୍ରେ ଅନୁପସ୍ଥିତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି, ଅନୁପସ୍ଥିତ ଦିନ ଗୁଡ଼ିକର ଦରମା ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି
Thursday, 06 September 2018
Politics
ଫୁଲବାଣୀ: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଉଦୟଗିରି ତହସିଲର ବରିଷ୍ଠ କିରାଣୀ ସୁଶୀଲ କୁମାର ସେନାପତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
Thursday, 06 September 2018
Politics
ଭୁବନେଶ୍ୱରରେ ଲଗାଣ ବର୍ଷାକୁ ନେଇ ବିଏମ୍ସିର ତତ୍ପରତା: ସ୍ଥିତି ଅନୁଧ୍ୟାନ ପାଇଁ ୬୭ଟି ଓ୍ୱାର୍ଡରେ ବିଏମ୍ସିର ୧୩ଟି ଟିମ୍ ନିୟୋଜିତ, ୪୦ ଜଣ ଇଞ୍ଜିନିୟରଙ୍କୁ ବିଏମ୍ସି ପକ୍ଷରୁ ହାଇଆଲର୍ଟ କରାଯାଇଛି, ଆଜି ବି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିଲା ବିଏମ୍ସି
Thursday, 06 September 2018
Politics
ମାଲକାନଗିରି: ଏକ୍ସପାଏରୀ ଇଞ୍ଜେକସନ୍ଙ୍କୁ ନେଇ ଏମ୍ଭି-୧୯ ହସ୍ପିଟାଲରେ ଡାକ୍ତରଙ୍କ ସହ ରୋଗୀ ସଂପର୍କୀୟଙ୍କ ଯୁକ୍ତିତର୍କ, ରୋଗୀକୁ ୨ଟି ଏକ୍ସପାଏରୀ ଇଞ୍ଜେକସନ୍ ଦିଆଯାଇଥିବା ଅଭିଯୋଗ,ରୋଗୀଙ୍କ ସଂପର୍କୀୟ ନିକଟ ମେଡିସିନ୍ ଷ୍ଟୋରରୁ ଏହି ଇଞ୍ଜେକସନ୍ ଆଣିଥିଲେ
Thursday, 06 September 2018
Politics
ଆଜି କଟକ ସହରର ସମସ୍ତ ସ୍କୁଲ, କଲେଜରେ ପାଠପଢା ବନ୍ଦ, ଲଗାଣ ବର୍ଷା ଯୋଗୁଁ କ୍ଲାସ୍ ସସ୍ପେଣ୍ଡ ଘୋଷଣା କଲେ ଜିଲ୍ଲାପାଳ
Thursday, 06 September 2018
Politics
ଭଦ୍ରକ ଜେଲର ଚିନ୍ମୟ ପାତ୍ରଙ୍କୁ ମ.ରାମପୁର ସବଜେଲ୍କୁ ବଦଳି: ଡିଆଇଜି ପ୍ରିଜନ୍ ଓ ଏସ୍ଏସ୍ସିଙ୍କ ମିଳିତ ତଦନ୍ତ ପରେ ବଦଳି ନିର୍ଦ୍ଦେଶ; ଚିନ୍ମୟଙ୍କ ନାଁରେ ୨ ଜଣ ମହିଳା ନିର୍ଯାତନା ଅଭିଯୋଗ ଆଣିଥିଲେ
Wednesday, 05 September 2018
Politics
ପ୍ଲାଷ୍ଟିକ୍ ବ୍ୟବହାର ଉପରେ କଟକଣା ନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଡ୍ରାଫ୍ଟ ନିର୍ଦ୍ଦେଶନାମା ଜାରି: ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଓ ପୁରୀ ସହର ପାଇଁ ମଧ୍ୟ ଲାଗୁ ହେବ କଟକଣା; ବ୍ୟାଗ୍, ପ୍ଲାଷ୍ଟିକ୍ କପ୍, ପ୍ଲେଟ୍, ଗ୍ଲାସ, ପାଉଚ ବ୍ୟବହାର, ତିଆରି, ଆମଦାନୀ, ରପ୍ତାନୀ ଉପରେ ଲାଗିବ ରୋକ
Wednesday, 05 September 2018
Politics
କଟକ: ଓକିଲଙ୍କୁ ପୁଲିସର ମାଡ଼ ଅଭିଯୋଗ ମାମଲାରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିବ ହାଇକୋର୍ଟ ଓକିଲ ସଂଘ, ସାଧାରଣ ପରିଷଦ ବୈଠକରେ ଆସୋସିଏସନ୍ର ନିଷ୍ପତ୍ତି; ଶନିବାର ସମସ୍ତ ବାର୍ ଆସୋସିଏସନ୍ ପ୍ରତିନିଧିଙ୍କ ସହ ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିଆଯିବ
Wednesday, 05 September 2018
Politics
ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପାଇଁ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ଏନେଇ ପୂର୍ବରୁ ୨ ଥର ଚିଠି ଲେଖାଯାଇଥିବା ଜଣାଇଲେ ମୁଖ୍ୟମନ୍ତ୍ରୀ
Wednesday, 05 September 2018
Politics
ଚାରା ଘୋଟାଲା ନେଇ ବରିଷ୍ଠ ବିଜେଡି ଦାମୋଦର ରାଉତ କହିଲେ-୧୭ କୋଟି ନୁହେଁ, ୧୦୦ କୋଟିର ଦୁର୍ନୀତି ହୋଇଛି,୧୭ କୋଟିର ଦୁର୍ନୀତି ହୋଇଥିବା ସରକାର ସ୍ୱୀକାର କରିଛନ୍ତି, ମୟୂରଭଂଜ ଜିଲ୍ଲା ପାଇଁ ୫୯ କୋଟିର ଅର୍ଗାନିକ ସାର ଆସିଥିଲା, ଗଛ ମୂଳରେ ସାର ଦିଆଯାଇଥାନ୍ତା, ଗଛ କିନ୍ତୁ ଲାଗି ନ ଥିଲା
Wednesday, 05 September 2018
Politics
ମୁନିଗୁଡ଼ା: ବିଷମକଟକର ବିଭିନ୍ନ ସ୍ଥାନରେ ମାଓ ବିରୋଧୀ ପୋଷ୍ଟର ଲାଗିଛି, ସଂପୂର୍ଣ୍ଣ ହିଂସାମୁକ୍ତ ଓଡ଼ିଶା ଅଭିଯାନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି; ଏଥିରେ ଲେଖାଯାଇଛି- ମାଓବାଦୀ ହିଂସା ଛାଡ଼, ନଚେତ୍ ରାୟଗଡ଼ା ଛାଡ଼
Wednesday, 05 September 2018
Politics
କେନ୍ଦୁଝର: ଆଶୀର୍ବାଦ ବାଳାଶ୍ରମରୁ ୧୦ଜଣ ପିଲା ନିଖୋଜ ଘଟଣା;ନିଖୋଜ ପିଲାଙ୍କ ମଧ୍ୟରୁ ୭ ଜଣଙ୍କୁ ଉଦ୍ଧାର କରିଛି ପୁଲିସ୍,ସେମାନଙ୍କୁ ଯୋଡ଼ା ସିଡବ୍ଲ୍ୟୁସି କ୍ୟାମ୍ପରେ ହାଜର କରାଗଲା
Wednesday, 05 September 2018
Politics
ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମାମଲା: ଆଜି ହେବାକୁ ଥିବା ମାମଲାର ଶୁଣାଣି ଘୁଞ୍ଚିଲା, ସୁପ୍ରିମକୋର୍ଟଙ୍କୁ ଆଉ ୪ ସପ୍ତାହ ସମୟ ମାଗିଲେ ଆମିସ୍କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍, ଶ୍ରୀମନ୍ଦିର ଯାଞ୍ଚ କରି ରିପୋର୍ଟ ଦେବା ପରେ ପରବର୍ତ୍ତୀ ଶୁଣାଣି ହେବ
Wednesday, 05 September 2018
Politics
ଝଡ଼ତୋଫାନ, ବର୍ଷା, ବଜ୍ରପାତ ନେଇ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ,ଗଜପତି, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁର ସମେତ ୧୮ ଜିଲ୍ଲାକୁ ସତର୍କ ରହିବାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି
Wednesday, 05 September 2018
Politics
ଝିଅ ପାଇଁ ବାବୁ କିଣିଲେ ଡେରାଡୁନ୍ ଓ ଚଣ୍ଡିଗଡ଼ରେ କୋଠା
Tuesday, 04 September 2018
First
Prev
1437
1438
1439
1440
1441
1442
1443
1444
1445
1446
1447
Next
Last
Trending
୩ୟ ଶ୍ରେଣୀ ଛାତ୍ରୀଙ୍କୁ ହୃଦଘାତ, ସ୍କୁଲରେ ଚାଲିଗଲା ଜୀବନ: ଭିଡିଓ ଭାଇରାଲ୍
ଭାଇରାଲ୍
11 January 2025
କିଛି କାମ କରୁନାହାନ୍ତି, କିନ୍ତୁ ବର୍ଷକୁ ଅର୍ଜୁଛନ୍ତି ୬୯ ଲକ୍ଷ
ଭାଇରାଲ୍
09 January 2025
ଜୀଇଁଛି…ମାଲ୍ ମାରିକି ଶୋଇଛି
ଭାଇରାଲ୍
02 January 2025
Photos
ଫଟୋରେ ଖବର : ଏମିତି ଏକ ସହର, ଯେଉଁଠି ତାପମାତ୍ରା ମାଇନସ୍ ୫୦ ଡିଗ୍ରୀ ସେଲସିୟସ୍
Weather
17 January 2023
ଆଖିକୁ ଝଲସାଇ ଦେଉଛି କଳିଙ୍ଗ ଷ୍ଟାଡିୟମ
Hokey
16 January 2023
Videos
ଇଏ ସେହି କାଳି କନିଆଁ ଯାହାଙ୍କ ପ୍ରେମ କାହାଣୀ ଜହ୍ନରେ ଲଗାଇଥିଲା ନିଆଁ…
Entertainment
12 March 2021
ଧୂଳି ଖେଳିବା ବୟସରେ ପରିବାରକୁ ପର କରି ଘରୁ କାଢ଼ିଥିଲେ ଗୋଡ଼
Entertainment
21 February 2021
ଜେଲରୁ ଫେରି କୋଟିଏ ଟଙ୍କା ଶୁଝିଥିଲେ ଯାତ୍ରା ସୁପରଷ୍ଟାର କୁନା
Entertainment
18 February 2021
About Odisha Reporter
Contact Us
Privacy Policy
© 2025 - Odisha Reporter. All Rights Reserved.