APP
ଓଡ଼ିଶା
ଦେଶ
ବିଦେଶ
ଭିଡିଓ
ରାଜନୀତି
ଖେଳ
କ୍ରିକେଟ୍
ମନୋରଂଜନ
ଓଲିଉଡ୍
ବଲିଉଡ୍
ଟେଲି ଦୁନିଆ
ଯଲିଉଡ୍
ରାଶି ଓ ବାସ୍ତୁ
ଜୀବନଶୈଳୀ
ସ୍ୱାସ୍ଥ୍ୟ
ଖାଦ୍ୟ
ସ୍ପେଶାଲ୍
ଅତିଥି ସ୍ତମ୍ଭ
ଦୁର୍ଘଟଣା
Menu
ଫଟୋ
ନିଯୁକ୍ତି
ସ୍ୱାସ୍ଥ୍ୟ
ଶିକ୍ଷା
ରାଶିଫଳ
ପାଣିପାଗ
ଅପରାଧ
ଉତ୍ସବ ଓ ପରମ୍ପରା
ବିବିଧ
ଭଲ ଖବର
ଗ୍ୟାଜେଟ
ବିଜ୍ଞାନ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
Sports
କମାଲ କରିଦେଲେ ଅଶ୍ୱିନ-ଜାଡେଜା ଯୋଡ଼ି, କମବ୍ୟାକ କଲା ଭାରତ
କ୍ରିକେଟ୍
19 September 2024
୧୪୭ ବର୍ଷରେ ପ୍ରଥମ: ଏମିତି ରେକର୍ଡ କଲେ ଯଶସ୍ୱୀ ଜୈସୱାଲ
କ୍ରିକେଟ୍
19 September 2024
ବ୍ୟାଟିଂ କରିବା ବେଳେ ରାଗିଲେ ପନ୍ତ, ଦେଖନ୍ତୁ ଭିଡିଓ
କ୍ରିକେଟ୍
19 September 2024
Latest News
ଆନ୍ଦୋଳନରେ ଲାଗିବ ବିରାମ; କାଲିଠୁ କାମରେ ଯୋଗ ଦେବେ ଜୁନିୟର ଡାକ୍ତର
Friday, 20 September 2024
ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ କେନ୍ଦୁଝର ଗସ୍ତ
Friday, 20 September 2024
ସରକାରଙ୍କ ୧୦୦ ଦିନର ହିସାବ ଦେଲେ, ୫ ବର୍ଷର ରୋଡମ୍ୟାପ୍ ରଖିଲେ ମୁଖ୍ୟମନ୍ତ୍ରୀ
Thursday, 19 September 2024
ମୋହନ ସରକାରରେ ପ୍ରଥମ: ଦୁର୍ନୀତିଗ୍ରସ୍ତ ବରିଷ୍ଠ ରାଜସ୍ୱ ସହାୟକ ବରଖାସ୍ତ
Thursday, 19 September 2024
୨୧ ପର୍ଯ୍ୟନ୍ତ ଗୁଡ଼ୁପୋଖରୀ ବଜାରରେ BNSS ୧୬୩ ଧାରା
Thursday, 19 September 2024
ବିପଦ ସଙ୍କେତ ଊର୍ଦ୍ଧ୍ୱରେ ସୁବର୍ଣ୍ଣରେଖା: ବାଲେଶ୍ୱର ଜିଲ୍ଲାରେ ଆଉ ୯୩୪୪ ଜଣ ଲୋକଙ୍କୁ ସ୍ଥାନାନ୍ତର
Thursday, 19 September 2024
Politics News Updates
Politics
ସମ୍ବଲପୁର: କ୍ଷେତରାଜପୁର ଥାନା ଷ୍ଟେସନପଡ଼ାରେ ଗୁଳିକାଣ୍ଡ; ଜଣେ ଆହତ, ବାମ ଜଙ୍ଘରେ ଗୁଳି ବାଜିଛି, ଆହତ ସଦର ଡାକ୍ତରଖାନାରେ ଭର୍ତ୍ତି; ଗୁଳିକାଣ୍ଡର କାରଣ ଅସ୍ପଷ୍ଟ
Sunday, 08 July 2018
Politics
ଚିତ୍ରକୋଣ୍ଡା: ପୋଲିସ ଓ ଅବକାରୀ ବିଭାଗ ବିରୋଧରେ ପପଲୁରୁ ଓ କୁରୁମାନୁର ପଞ୍ଚାୟତରେ ମାଓ ପୋଷ୍ଟର; ସିପିଆଇ ମାଓବାଦୀ କାଲିମେଳା ଆଞ୍ଚଳିକ କମିଟି ପକ୍ଷରୁ ପୋଷ୍ଟର
Sunday, 08 July 2018
Politics
ବୌଦ୍ଧ: ପୁରୁଣାକଟକ ଥାନା ଜିରାଳ ଗାଁରେ ବଡ଼ଭାଇର ଟାଙ୍ଗିଆ ଚୋଟରେ ସାନଭାଇର ମୃତ୍ୟୁ; ଜମି ବିବାଦକୁ ନେଇ ଆକ୍ରମଣ, ଝିଆରୀ ଗୁରୁତର, ଆକ୍ରମଣରେ ପୁତୁରା ଓ ଭଣଜା ବି ସାମିଲ୍, ଥାନାରେ ଏତଲା
Sunday, 08 July 2018
Politics
ଭୁବନେଶ୍ୱର: ବ୍ରାଉନ୍ ସୁଗାର ବିକିବା ଅଭିଯୋଗରେ ୨ ଯାଆ ଗିରଫ; ହଳଦିପଡ଼ିଆରେ ଅବକାରୀ ବିଭାଗର ଚଢ଼ାଉ ବେଳେ ଗିରଫ, ୪୦ ଗ୍ରାମ ବ୍ରାଉନସୁଗାର ଜବତ, ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା
Saturday, 07 July 2018
Politics
ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ପରାମର୍ଶ ପ୍ରସଙ୍ଗ: ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଲେ- ସୁପ୍ରିମକୋର୍ଟଙ୍କ ଅର୍ଡର ଆମ ପାଖରେ ପହଞ୍ଚି ନାହିଁ, କୋର୍ଟଙ୍କ ଅର୍ଡର ମିଳିବା ପରେ ତର୍ଜମା କରାଯିବ, ଦରକାର ପଡ଼ିଲେ ସରକାର ଆଇନରେ ସଂଶୋଧନ କରିବେ
Saturday, 07 July 2018
Politics
ଶ୍ରୀମନ୍ଦିରରୁ ବଂଶଗତ ସେବାୟତ ପରମ୍ପରା ଉଚ୍ଛେଦ ପ୍ରସଙ୍ଗ: ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଲେ- ପରମ୍ପରା ଉଚ୍ଛେଦ କଷ୍ଟକର, ନୂଆ ସଂକଟ ତିଆରି କରିବ, ମହପ୍ରଭୁଙ୍କର ୧୨୦ ପ୍ରକାର ସେବା ରହିଛି, ଅନ୍ୟ ମନ୍ଦିରରେ ନାହିଁ, ତେଣୁ ଜଗନ୍ନାଥ ମନ୍ଦିରକୁ ଅନ୍ୟ ମନ୍ଦିର ସହ ତୁଳନା କରାଯିବା ଭୁଲ, ଗଜପତି ପ୍ରଥମ ସେବକ, ତେଣୁ ସେବାୟତଙ୍କ ନେତୃତ୍ୱ ନେବା ଉଚିତ
Saturday, 07 July 2018
Politics
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଲୋକାର୍ପିତ ହେଲା ଭୁବନେଶ୍ୱର ନ୍ୟୁ ରେଲୱେ ଷ୍ଟେସନ: ପରୀକ୍ଷାମୂଳକ ଭାବେ ଷ୍ଟେସନରେ ରହିବ ୩ଟି ଯାତ୍ରୀବାହୀ ଟ୍ରେନ୍; ହାଓ୍ୱଡ଼ା-ପୁରୀ ସନ୍ତ୍ରାଗାଛି, ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର ଓ କଟକ-ବ୍ରହ୍ମପୁର-କଟକ ମେମୁ ଟ୍ରେନ୍ ଷ୍ଟେସନରେ ରହିବ
Saturday, 07 July 2018
Politics
ଅନୁଗୋଳ: ହରିମହୁରି ଛକରେ ଇଣ୍ଡିଆନ ବ୍ୟାଙ୍କ ଶାଖାରୁ ଲୁଟ୍; ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଓ ଅଳଙ୍କାର ଲୁଟ୍, ୪ରୁ ୬ ଦୁର୍ବୃତ୍ତ ବ୍ୟାଙ୍କ ଲୁଟ୍ କରିଥିବା ସୂଚନା
Saturday, 07 July 2018
Politics
ଏସ୍ସିବିରୁ ଡିସଚାର୍ଜ ହେବା ପରେ ପ୍ରଭାତ ବିଶ୍ୱାଳ କହିଲେ- ଦୀର୍ଘ ୯ ମାସ ପରେ ଘରକୁ ଫେରିଛି: ବାପା ମାଆଙ୍କୁ ଭେଟି ଆଶୀର୍ବାଦ ନେଲି, ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଯିବି, ସର୍ବଦା ଲୋକଙ୍କ ପାଇଁ କାମ କରିଛି, ଆଗକୁ ମଧ୍ୟ କାମ କରିବି
Saturday, 07 July 2018
Politics
ପୁଣି ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବି: ସବୁ ମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତକୁ ବିରୋଧ କରି ଓକିଲ ସଂଘ ପକ୍ଷରୁ କଚେରୀ ପଡ଼ିଆରୁ ବାହାରିଲା ପ୍ରତିବାଦ ରାଲି, ରାଲିରେ ଯିବା ବେଳେ ଓକିଲ-ପୋଲିସ ଧସ୍ତାଧସ୍ତି, ଆଜି ଜିଏମ୍ ବିଶ୍ୱବିଦ୍ୟାଳୟ ଉତ୍ସବକୁ ଆସିବେ ମନ୍ତ୍ରୀ ଶଶୀ ବେହେରା
Saturday, 07 July 2018
Politics
ଉମରକୋଟ: ଅଟୋରେ ପ୍ରସବ କଲେ ଡାବୁଗାଁ ବ୍ଳକ୍ ଗାଡ଼ାଖୁଣ୍ଟା ପଞ୍ଚାୟତ ଡଙ୍ଗରା ଗାଁର ପ୍ରସୂତୀ, ୧୦୨ ଆମ୍ବୁଲାନ୍ସ ଆସୁଛି ବୋଲି କହି ଆସିଲା ନାହିଁ, ଅଟୋରେ ଯିବାରେ ବିଳମ୍ବ ହେବାରୁ ବାଟରେ ପ୍ରସବ କଲେ ପ୍ରସୂତୀ
Saturday, 07 July 2018
Politics
ବ୍ରହ୍ମପୁର: ପୂର୍ବ ଶତ୍ରୁତାକୁ ନେଇ ଗୋଳନ୍ଥରା ଥାନା ତତଡ଼ାପଲ୍ଲୀ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ଼; ୮ ଆହତ, ଉଭୟ ପକ୍ଷର ୧୦ ଜଣଙ୍କୁ ଅଟକ ରଖିଲା ପୋଲିସ, ୩ ଆହତ ଏମକେସିଜିରେ ଭର୍ତ୍ତି, ଅନ୍ୟ ୫ ଗୋଳନ୍ଥରା ଡାକ୍ତରଖାନାରେ ଭର୍ତ୍ତି
Saturday, 07 July 2018
Politics
କଟକ ଏସ୍ସିବିରୁ ଡିସ୍ଚାର୍ଜ ହେଲେ ବିଧାୟକ ପ୍ରଭାତ ବିଶ୍ୱାଳ: ଗିରଫ ପରେ ସ୍ୱାସ୍ଥ୍ୟଗତ କାରଣରୁ ଏସ୍ସିବିରେ ଭର୍ତ୍ତି ହୋଇଥିଲେ, ଅଧିକ ଚିକିତ୍ସା ପାଇଁ ଆଜି ଦିଲ୍ଲୀ ଯିବେ
Saturday, 07 July 2018
Politics
କ୍ରାଇମବ୍ରାଞ୍ଚ କବ୍ଜାରେ ଗ୍ୟାଙ୍ଗଷ୍ଟର ଟିଟୋର ଅନ୍ୟ ଜଣେ ସହଯୋଗୀ: କେନ୍ଦ୍ରାପଡ଼ା ସାନମଙ୍ଗଳା ଘରୁ କ୍ଷୀରୋଦ କରକୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ, ଗତକାଲି ଟିଟୋ ଓ ସହଯୋଗୀଙ୍କ ଘର ଉପରେ ଚଢ଼ାଉ କରିଥିଲା କ୍ରାଇମବ୍ରାଞ୍ଚ
Saturday, 07 July 2018
Politics
କେନ୍ଦୁଝର: ସଦର ଥାନା ଏମ୍ଏସ୍ପି ପ୍ଲାଣ୍ଟ୍ ନିକଟରେ ଟ୍ରକ୍ ପଛରେ ପିଟିଲା କାର୍; ୨ ମୃତ
Saturday, 07 July 2018
First
Prev
1442
1443
1444
1445
1446
1447
1448
1449
1450
1451
1452
Next
Last
Trending
ବନ୍ଦେ ଭାରତର ଶୁଭାରମ୍ଭ ବେଳେ ରେଳ ଧାରଣାକୁ ଖସି ପଡ଼ିଲେ ବିଧାୟକ, ଭାଇରାଲ ହେଉଛି ଭିଡିଓ
ଭାଇରାଲ୍
17 September 2024
ଗୋଡ଼ରେ ଟ୍ରାକ୍ଟର ଚକା ଉଠାଉଥିଲେ ଯୁବକ, ଘଟିଲା ଅଘଟଣ
ଭାଇରାଲ୍
17 September 2024
୫ ବର୍ଷର ଶିଶୁକୁ ଝୁଣି ପକାଇଲେ ଏକାଧିକ ବୁଲା କୁକୁର, ଦେଖନ୍ତୁ ଭିଡିଓ
ଭାଇରାଲ୍
16 September 2024
Photos
ଫଟୋରେ ଖବର : ଏମିତି ଏକ ସହର, ଯେଉଁଠି ତାପମାତ୍ରା ମାଇନସ୍ ୫୦ ଡିଗ୍ରୀ ସେଲସିୟସ୍
Weather
17 January 2023
ଆଖିକୁ ଝଲସାଇ ଦେଉଛି କଳିଙ୍ଗ ଷ୍ଟାଡିୟମ
Hokey
16 January 2023
Videos
ଇଏ ସେହି କାଳି କନିଆଁ ଯାହାଙ୍କ ପ୍ରେମ କାହାଣୀ ଜହ୍ନରେ ଲଗାଇଥିଲା ନିଆଁ…
Entertainment
12 March 2021
ଧୂଳି ଖେଳିବା ବୟସରେ ପରିବାରକୁ ପର କରି ଘରୁ କାଢ଼ିଥିଲେ ଗୋଡ଼
Entertainment
21 February 2021
ଜେଲରୁ ଫେରି କୋଟିଏ ଟଙ୍କା ଶୁଝିଥିଲେ ଯାତ୍ରା ସୁପରଷ୍ଟାର କୁନା
Entertainment
18 February 2021
About Odisha Reporter
Contact Us
Privacy Policy
© 2024 - Odisha Reporter. All Rights Reserved.