APP
ଓଡ଼ିଶା
ଦେଶ
ବିଦେଶ
ଭିଡିଓ
ରାଜନୀତି
ଖେଳ
କ୍ରିକେଟ୍
ମନୋରଂଜନ
ଓଲିଉଡ୍
ବଲିଉଡ୍
ଟେଲି ଦୁନିଆ
ଯଲିଉଡ୍
ରାଶି ଓ ବାସ୍ତୁ
ଜୀବନଶୈଳୀ
ସ୍ୱାସ୍ଥ୍ୟ
ଖାଦ୍ୟ
ସ୍ପେଶାଲ୍
ଅତିଥି ସ୍ତମ୍ଭ
ଦୁର୍ଘଟଣା
Menu
ଫଟୋ
ନିଯୁକ୍ତି
ସ୍ୱାସ୍ଥ୍ୟ
ଶିକ୍ଷା
ରାଶିଫଳ
ପାଣିପାଗ
ଅପରାଧ
ଉତ୍ସବ ଓ ପରମ୍ପରା
ବିବିଧ
ଭଲ ଖବର
ଗ୍ୟାଜେଟ
ବିଜ୍ଞାନ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
Sports
କମାଲ କରିଦେଲେ ଅଶ୍ୱିନ-ଜାଡେଜା ଯୋଡ଼ି, କମବ୍ୟାକ କଲା ଭାରତ
କ୍ରିକେଟ୍
19 September 2024
୧୪୭ ବର୍ଷରେ ପ୍ରଥମ: ଏମିତି ରେକର୍ଡ କଲେ ଯଶସ୍ୱୀ ଜୈସୱାଲ
କ୍ରିକେଟ୍
19 September 2024
ବ୍ୟାଟିଂ କରିବା ବେଳେ ରାଗିଲେ ପନ୍ତ, ଦେଖନ୍ତୁ ଭିଡିଓ
କ୍ରିକେଟ୍
19 September 2024
Latest News
ଲ୍ୟାବ ରିପୋର୍ଟରେ ସାଂଘାତିକ ତଥ୍ୟ - ତିରୁପତି ଲଡ଼ୁରେ ମିଶୁଛି ପଶୁ ଚର୍ବି, ମାଛ ତେଲ
Friday, 20 September 2024
ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ; ସବୁ ଜଳି ଛାରଖାର
Friday, 20 September 2024
ଡାକ୍ତର ସନ୍ଦୀପ ଘୋଷଙ୍କ ରେଜିଷ୍ଟ୍ରେସନ ବାତିଲ
Friday, 20 September 2024
ଆନ୍ଦୋଳନରେ ଲାଗିବ ବିରାମ; କାଲିଠୁ କାମରେ ଯୋଗ ଦେବେ ଜୁନିୟର ଡାକ୍ତର
Friday, 20 September 2024
ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ କେନ୍ଦୁଝର ଗସ୍ତ
Friday, 20 September 2024
ସରକାରଙ୍କ ୧୦୦ ଦିନର ହିସାବ ଦେଲେ, ୫ ବର୍ଷର ରୋଡମ୍ୟାପ୍ ରଖିଲେ ମୁଖ୍ୟମନ୍ତ୍ରୀ
Thursday, 19 September 2024
Politics News Updates
Politics
ଅନୁଗୋଳ: ନନ୍ଦପୁର ହିଂସାଲୋଇ ଗାଁରୁ ମାଈ ହାତୀର ମୃତଦେହ ଉଦ୍ଧାର; ବୟସାଧିକ କାରଣରୁ ହାତୀର ମୃତ୍ୟୁ ଘଟିଥିବା ବନ ବିଭାଗର ସୂଚନା
Thursday, 05 July 2018
Politics
ନୂଆପଡ଼ା: କୁରୁମପୁରୀ ଦଲଦଲି ଗାଁରେ ଥିବା ଏକ ପୋଖରୀ ହୁଡ଼ାରୁ ନବଜାତ ଶିଶୁ କନ୍ୟା ଉଦ୍ଧାର, ଆଶାକର୍ମୀଙ୍କ ଜରିଆରେ ଶିଶୁ କନ୍ୟାକୁ ଡାକ୍ତରଖାନାକୁ ସ୍ଥାନାନ୍ତର
Thursday, 05 July 2018
Politics
୨୦୧୧ଜୁଲାଇ ୫ ଚାପଧାରୀ ଜାଲ ହତ୍ୟାକାଣ୍ଡ ମାମଲାର ୧୮ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ବଲାଙ୍ଗିର ଜିଲ୍ଲା ଜଜ୍
Wednesday, 04 July 2018
Politics
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟ୍ର ନିଷ୍ପତ୍ତି, କ୍ୱିଣ୍ଟାଲ ପିଛା ପ୍ରାୟ ୨୫୦ ଟଙ୍କା ପର୍ଯ୍ୟନ୍ତ ବଢିଲା, ଧାନ ସହ ୧୪ଟି ଖାଦ୍ୟଶସ୍ୟର ଏମ୍ଏସ୍ପି ବଢିବାର ସୂଚନା
Wednesday, 04 July 2018
Politics
ପାଟନାଗଡ: ପାଟନାଗଡ ବ୍ରହ୍ମପୁରା ନିକଟରେ ବାଇକ୍ ଏବଂ ଯାତ୍ରୀବାହୀ ବସ୍ ମଧ୍ୟରେ ଧକ୍କା। ବାଇକ୍ ଚାଳକ ଓ ଜଣେ ଛାତ୍ର ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ଉତ୍ୟକ୍ତ ଲୋକେ ବସ୍ ଜାଳି ଦେଇଛନ୍ତି।
Wednesday, 04 July 2018
Politics
ପୁରୀ: ବାଲୁଖଣ୍ଡ ଜଙ୍ଗଲରେ ଅଜଣା ମୃତଦେହ ଠାବ, ବନ ବିଭାଗଠାରୁ ସୂଚନା ପାଇ ପୋଲିସ୍ର ଖୋଳତାଡ଼
Wednesday, 04 July 2018
Politics
ବରଗଡ଼: ଭଟ୍ଲି ବ୍ଲକ୍ ଜଡ଼ା ଗାଁରେ ଜମିଜମା ବିବାଦକୁ କେନ୍ଦ୍ର କରି କକାକୁ ପୁତୁରା ହତ୍ୟା କରିଥିବା ଅଭିଯୋଗ, ଅଭିଯୁକ୍ତ ଗିରଫ
Wednesday, 04 July 2018
Politics
ଚୌଦ୍ୱାର: କଟକ ମଙ୍ଗଳୁ ଛକ ନିକଟରେ ନବଜାତ ଶିଶୁର ମୃତଦେହକୁ ଝୁଣି ଖାଉଲେ କାଉ, କୁକୁର
Wednesday, 04 July 2018
Politics
ଅନୁଗୋଳ: ସିଆଇଏସ୍ଏଫ୍ ଟ୍ରେନିଂ ବେଳେ ବୃଦ୍ଧାଙ୍କ ଛାତିରେ ବାଜିଲା ଗୁଳି; ଗୁଳି ମାଡ଼ରେ ବୃଦ୍ଧା ଗୁରୁତର ହୋଇ ମେଡିକାଲ୍ରେ ଭର୍ତ୍ତି, ଶରଧାପୁରରେ ଥିବା ପ୍ରାକ୍ଟିସ୍ ଗ୍ରାଉଣ୍ଡରେ ଅଭ୍ୟାସ ବେଳେ ଅଘଟଣ
Wednesday, 04 July 2018
Politics
ବ୍ଲାକ୍ରୋଜ ସମ୍ପର୍କରେ ବରିଷ୍ଠ ନେତା ଦାମ ରାଉତ କହିଲେ- କ୍ରାଇମବ୍ରାଞ୍ଚକୁ କୌଣସି ତଥ୍ୟ ମିଳିଲା ନାହିଁ, RTIକୁ ମିଳିଲା, ପ୍ରାୟ ୩୦ କୋଟି ମୂଲ୍ୟର ୨୪ ହଜାର ଟନ୍ ଲୁହାପଥର ପାଣିରେ ବୁଡ଼ିଲା, ମାତ୍ର ଜାହାଜ କାହାର, ମାଲିକ କିଏ ଜଣାପଡ଼ିଲା ନାହିଁ
Tuesday, 03 July 2018
Politics
ସୁନ୍ଦରଗଡ଼: ଲେଫ୍ରିପଡ଼ା ଥାନା ବଡ଼ବଙ୍ଗା ଗାଁରେ ସର୍ପ ଦଂଶନରେ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ, ମୃତକ ଲଦର ମୁଣ୍ଡା ଏବଂ ତାଙ୍କ ପତ୍ନୀ ଫୁଲ ମୁଣ୍ଡା, ରାତିରେ ଶୋଇଥିବା ବେଳେ ସାପ କାମୁଡ଼ିଥିବା ସୂଚନା
Tuesday, 03 July 2018
Politics
ପୁଣି ଧାନର MSP ପ୍ରସଙ୍ଗ ଉଠାଇଲେ ରାଜ୍ୟ ସରକାର: କେନ୍ଦ୍ରକୁ ଟାର୍ଗେଟ୍ କରି ବର୍ଷିଲେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ, କହିଲେ- ଜୁନ୍ ଶେଷ ସୁଦ୍ଧା କେନ୍ଦ୍ର ଧାନର MSP ଧାର୍ଯ୍ୟ କରିବା କଥା, ମେ ମାସରୁ MSP କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା ପାଇଁ ଦାବି କରିଛୁ, ଜୁନ୍ ଯାଇ ଜୁଲାଇ ହେଲାଣି, କୌଣସି ସୂଚନା ନାହିଁ
Tuesday, 03 July 2018
Politics
ବହୁଚର୍ଚ୍ଚିତ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ଏସ୍ପି ଏବଂ ତଦନ୍ତ ଅଧିକାରୀଙ୍କୁ ହାଜର ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
Tuesday, 03 July 2018
Politics
ଭୁବନେଶ୍ୱର ସିବିଆଇ ଅଫିସ୍ରେ ସି-ସୋର ମୁଖ୍ୟ ପ୍ରଶାନ୍ତ ଦାସ: ପ୍ରଶାନ୍ତ ଦାସଙ୍କୁ ସିବିଆଇ ଅଧିକାରୀଙ୍କ ଜେରା ସୂଚନା, ଗତକାଲି ମଧ୍ୟ ସିବିଆଇ ଅଫିସ୍କୁ ଆସିଥିଲେ ପ୍ରଶାନ୍ତ
Tuesday, 03 July 2018
Politics
+ ୩ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ଅଫ୍ ମାର୍କ ପ୍ରକାଶ: କଳାରେ ୧ ଲକ୍ଷ ୧୪ ହଜାର ୩୩୧ ଛାତ୍ରଛାତ୍ରୀ ମନୋନୀତ, ବାଣିଜ୍ୟରେ ୧୯ ହଜାର ୭୫୩ ଛାତ୍ରଛାତ୍ରୀ ମନୋନୀତ, ଫିଜିକାଲ ସାଇନ୍ସରେ ୨୯,୧୩୧ ଓ ବାୟୋଲୋଜିକାଲ ସାଇନ୍ସରେ ୨୦,୩୪୬ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି
Tuesday, 03 July 2018
First
Prev
1445
1446
1447
1448
1449
1450
1451
1452
1453
1454
1455
Next
Last
Trending
ବନ୍ଦେ ଭାରତର ଶୁଭାରମ୍ଭ ବେଳେ ରେଳ ଧାରଣାକୁ ଖସି ପଡ଼ିଲେ ବିଧାୟକ, ଭାଇରାଲ ହେଉଛି ଭିଡିଓ
ଭାଇରାଲ୍
17 September 2024
ଗୋଡ଼ରେ ଟ୍ରାକ୍ଟର ଚକା ଉଠାଉଥିଲେ ଯୁବକ, ଘଟିଲା ଅଘଟଣ
ଭାଇରାଲ୍
17 September 2024
୫ ବର୍ଷର ଶିଶୁକୁ ଝୁଣି ପକାଇଲେ ଏକାଧିକ ବୁଲା କୁକୁର, ଦେଖନ୍ତୁ ଭିଡିଓ
ଭାଇରାଲ୍
16 September 2024
Photos
ଫଟୋରେ ଖବର : ଏମିତି ଏକ ସହର, ଯେଉଁଠି ତାପମାତ୍ରା ମାଇନସ୍ ୫୦ ଡିଗ୍ରୀ ସେଲସିୟସ୍
Weather
17 January 2023
ଆଖିକୁ ଝଲସାଇ ଦେଉଛି କଳିଙ୍ଗ ଷ୍ଟାଡିୟମ
Hokey
16 January 2023
Videos
ଇଏ ସେହି କାଳି କନିଆଁ ଯାହାଙ୍କ ପ୍ରେମ କାହାଣୀ ଜହ୍ନରେ ଲଗାଇଥିଲା ନିଆଁ…
Entertainment
12 March 2021
ଧୂଳି ଖେଳିବା ବୟସରେ ପରିବାରକୁ ପର କରି ଘରୁ କାଢ଼ିଥିଲେ ଗୋଡ଼
Entertainment
21 February 2021
ଜେଲରୁ ଫେରି କୋଟିଏ ଟଙ୍କା ଶୁଝିଥିଲେ ଯାତ୍ରା ସୁପରଷ୍ଟାର କୁନା
Entertainment
18 February 2021
About Odisha Reporter
Contact Us
Privacy Policy
© 2024 - Odisha Reporter. All Rights Reserved.