ରାତି ସାଢ଼େ ୧୦ ଯାଏଁ ସତର୍କ ରୁହନ୍ତୁ, ବର୍ଷା, ଘଡ଼ଘଡ଼ି ସହ ଝଡ଼ତୋଫାନ ହେବା ନେଇ ସମ୍ଭାବନା, ସୁନ୍ଦରଗଡ଼, ସମ୍ବଲପୁର, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ଭଦ୍ରକ, ଯାଜପୁର, ଜଗତସିଂହପୁର, ନୟାଗଡ଼ ଜିଲା ପ୍ରଭାବିତ ହେବ, ପାଣିପାଗ ବିଭାଗର ଆକଳନ