ବୁଦ୍ଧ ପାର୍କରେ ବୁଦ୍ଧି ଶିଖିଲେ ମନ୍ମଥ !

  • Published: Sunday, 07 April 2024
  • , Updated: 07 April 2024, 04:16 PM IST

ନିର୍ବାଚନ ଯେତିକି ପାଖଉଛି ସେତିକି ଜମୁଛି ପ୍ରଚାର। ସେହିଭଳି ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ଜମୁଛି ପ୍ରଚାର । ବିଜେଡି ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ପ୍ରଚାରକୁ ଜୋରଦାର କରିଛନ୍ତି । ସେ ରାଜଧାନୀର ବିଭିନ୍ନ ପାର୍କ ଓ ଚା’ ଖଟିକୁ ଯାଇ ଲୋକଙ୍କ ସହ ମିଶୁଛନ୍ତି । ତେବେ ଏହି ନିର୍ବାଚନ ପ୍ରଚାର ମଧ୍ୟରେ ସେ ରାଜଧାନୀର ଏକ ପାର୍କରେ ହଟହଟା ହୋଇଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Related story