ଦେବାଶିଷଙ୍କୁ ରାଜ୍ୟସଭା ପଠାଇବା ପଛରେ ବଡ କାରଣ ?

ବସନ୍ତ ବିଶ୍ୱାଳଙ୍କୁ ହରାଇ ରାଜନୀତିକୁ ଏଣ୍ଟ୍ରି ମାରିଥିଲେ ହେବିଓ୍ୱେଟ ନେତା ଦେବାଶିଷ ସାମନ୍ତରାୟ। ଏବେ ବିଧାନସଭାରୁ ସିଧା ସଂସଦକୁ ଲମ୍ବା ଡିଆଁ।

Manoj Swain
  • Published: Tuesday, 13 February 2024
  • Updated: 13 February 2024, 04:32 PM IST

Sports

Latest News

26 ବର୍ଷର ଲମ୍ବା ରାଜନୈତିକ କ୍ୟାରିୟର। ବସନ୍ତ ବିଶ୍ୱାଳଙ୍କୁ ହରାଇ ରାଜନୀତିକୁ ଏଣ୍ଟ୍ରି ମାରିଥିଲେ ହେବିଓ୍ୱେଟ ନେତା ଦେବାଶିଷ ସାମନ୍ତରାୟ। ଏବେ ବିଧାନସଭାରୁ ସିଧା ସଂସଦକୁ ଲମ୍ବା ଡିଆଁ। ରାଜ୍ୟସଭାକୁ ମନୋନୀତ ହେବା ପରେ ସୁପ୍ରିମୋଙ୍କୁ ତ କୃତଜ୍ଞତା ଜଣାଇଛନ୍ତି ଦେବାଶିଷ, ତେବେ ବାସ୍ତବରେ ଏହାକୁ ନେଇ ସେ କେତେ ଖୁସି ଅଛନ୍ତି? 24 ନର୍ବାଚନ ରାଜ୍ୟ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବହନ କରୁଛି। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos