ବିଜେଡି ପାଇଁ ଅଡୁଆ ଅମର-ସମୀର !

  • Published: Sunday, 21 April 2024
  • , Updated: 21 April 2024, 01:42 PM IST

ବିଜେଡି ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତେବେ ଘୋଷଣା କରିଥିବା 9 ଆସନ ମଧ୍ୟରୁ 5 ଜଣଙ୍କ ଟିକେଟ କଟିଛି। ନବାଗତଙ୍କୁ ଟିକେଟ୍ ଦେଇ ବରିଷ୍ଠଙ୍କ ଆଶାକୁ ଭାଙ୍ଗିଦେଲା ବିଜେଡି । ପୂର୍ବରୁ ସମୀର ଦାଶଙ୍କ ଟିକେଟ୍ କାଟି ଦିଲ୍ଲୀପ ନାୟକଙ୍କୁ ଟିକେଟ୍ ଦିଆଗଲା । ଏବେ ବରିଷ୍ଠ ନେତା ଅମର ଶତପଥୀଙ୍କ ସ୍ଥାନରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣାରୁ ପ୍ରାର୍ଥୀ କରିଛି ଦଳ । ଦେଖନ୍ତୁ ପୂରା ରିପୋର୍ଟ। 

Related story