ଅନନ୍ତ ଓ ଅଶୋକଙ୍କ ପାଇଁ କଣ୍ଟା ସାଜିଛନ୍ତି ବାଇଁୟା-ବିରଞ୍ଚି !

  • Published: Wednesday, 17 April 2024
  • , Updated: 17 April 2024, 01:05 PM IST

ବିଜେଡିର ମୁଣ୍ଡ ବିନ୍ଧା ବଢାଇ ଦେଲେଣି କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର। ଖୋଲା ଖୋଲି ଭାବେ ଏକାମ୍ର ଭୁବନେଶ୍ବର ପ୍ରାର୍ଥୀ ତଥା ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ କରୁଛନ୍ତି ବିରୋଧ । ଏଥର ସେ ସ୍ବାଧୀନ ଭାବେ ଠିଆ ହେବେ, ଆଉ ଅଶୋକଙ୍କୁ ହରାଇବେ । ସେଥିପାଇଁ ଲିଟୁ ପ୍ରଚାର ପ୍ରସାର ଜୋରଦାର କରିଛନ୍ତି । ଦେଖନ୍ତୁ ପୂରା ରିପୋର୍ଟ। 

Related story