ଖଣି କମ୍ପାନୀର ଚାନ୍ଦାରେ ବିଜେଡି ହୋଇଛି ଧନୀ: ଏସେଲ ମାଇନିଂ ଦେଇଛି ସବୁଠୁ ବେଶୀ ୧୭୫କୋଟି, ଅନ୍ୟ କିଏ କେତେ ଦେଖନ୍ତୁ

ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ଆଜି ନିର୍ବାଚନ କମିଶନଙ୍କ ଦ୍ୱାରା ସାର୍ବଜନୀନ କରାଯାଇଥିବା ନିର୍ବାଚନୀ ବଣ୍ଡ ସଂକ୍ରାନ୍ତ ମୋଟ୍ ୯୩୮ପୃଷ୍ଠାର ତଥ୍ୟ(ଦୁଇଟି ଦସ୍ତାବିଜ)ରୁ ଏହା ଜଣାପଡ଼ିଛି।

Sankha bhawan

ଶଙ୍ଖ ଭବନ

Ordigital Desk
  • Published: Thursday, 21 March 2024
  • Updated: 22 March 2024, 06:30 PM IST

Sports

Latest News

ଖଣି କମ୍ପାନୀଗୁଡ଼ିକର ଚାନ୍ଦାରେ କ୍ଷମତାସୀନ ବିଜେଡିର ସମ୍ପତ୍ତି ବଢ଼ିଛି। ନିର୍ବାଚନୀ ବଣ୍ଡ ଆକାରରେ ଚାନ୍ଦା ପାଇବାରେ ବିଜେଡି ଦେଶର ପଂଚମ ସର୍ବାଧିକ ପାଣ୍ଠି ହାସଲକାରୀ ଦଳ ପାଲଟିଛି। ବିଜେଡିକୁ ବିଶେଷକରି ଏସେଲ ମାଇନିଂ, ରୁଙ୍ଗଟା ସନ୍ସ, ରଶ୍ମୀ ମେଟାଲିକ୍ସ, ବେଦାନ୍ତ, ମେସର୍ସ ଏସଏନ ମହାନ୍ତି, ଉତ୍କଳ ଆଲୁମିନା, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର, ଜିନ୍ଦଲ ଷ୍ଟେନଲେସ୍ ଲିଃ ଭଳି କମ୍ପାନୀଠୁ କୋଟି କୋଟି ଟଙ୍କାର ଚାନ୍ଦା ନିର୍ବାଚନୀ ପାଣ୍ଠି ଆକାରରେ ମିଳିଛି। ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ଆଜି ନିର୍ବାଚନ କମିଶନଙ୍କ ଦ୍ୱାରା ସାର୍ବଜନୀନ କରାଯାଇଥିବା ନିର୍ବାଚନୀ ବଣ୍ଡ ସଂକ୍ରାନ୍ତ ମୋଟ୍ ୯୩୮ପୃଷ୍ଠାର ତଥ୍ୟ(ଦୁଇଟି ଦସ୍ତାବିଜ)ରୁ ଏହା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ କ୍ଷମତାସୀନ ବିଜେଡିକୁ ୯୪୪.୫୦କୋଟି ଟଙ୍କାର ଚାନ୍ଦା ନିର୍ବାଚନୀ ବଣ୍ଡ ଆକାରରେ ମିଳିଛି। ୨୦୧୯ ଜୁଲାଇ ୮ ତାରିଖରୁ ୨୦୨୩ ନଭେମ୍ବର ୨୦ ତାରିଖ ମଧ୍ୟରେ ବିଜେଡି ୭୩୧ କୋଟି ଟଙ୍କା ପାଇଛି। ନିର୍ବାଚନୀ ବଣ୍ଡ କିଣିଥିବା ଫାର୍ମ,କମ୍ପାନୀ ଓ ବ୍ୟକ୍ତିଙ୍କ ସିରିଏଲ୍ ନମ୍ବର ସହ ବଣ୍ଡକୁ ନିଜ ବ୍ୟାଙ୍କ ଆକାଉଣ୍ଟରେ ଏନକ୍ୟାସ୍ କରିଥିବା ରାଜନୀତିକ ଦଳଗୁଡ଼ିକର ତଥ୍ୟକୁ ମେଳ ପରେ ବିଜେଡିକୁ ଏହି ଅବଧି ମଧ୍ୟରେ ଚାନ୍ଦା ଆକାରରେ ସର୍ବାଧିକ ଏସେଲ ମାଇନିଂ ଠାରୁୁ ୧୭୪.୫୦କୋଟି ଟଙ୍କାର ନିର୍ବାଚନୀ ବଣ୍ଡ ମିଳିଛି।

ଏସେଲ ମାଇନିଂ ୨୦୨୦ ଅକ୍ଟୋବର ୨୦ତାରିଖରେ ୨୦କୋଟି ଟଙ୍କା ୨୦ଟି ନିର୍ବାଚନୀ ବଣ୍ଡ କିଣିଛି ଯାହାକୁ ବିଜେଡି ସେହି ମାସ ୨୩ତାରିଖରେ ନିଜ ଆକାଉଣ୍ଟରେ ଜମା କରିଛି। ସେହିପରି ୨୦୨୧ ଏପ୍ରିଲ ୫ରେ ୫୪.୫୦କୋଟି ଟଙ୍କା(୫୯ଟି ବଣ୍ଡ) କିଣିଛି, ଯାହାକୁ ବିଜେଡି ନିଜ ଆକାଉଣ୍ଟରେ ଏପ୍ରିଲ ୭ତାରିଖରେ ଏନକ୍ୟାସ୍ କରିଛି।

Also Read

୨୦୨୧ ଅକ୍ଟୋବର ୪ତାରିଖରେ ୫୦କୋଟି ଟଙ୍କାର(୫୦ଟି ବଣ୍ଡ) କିଣିଛି ଯାହାକୁ ବିଜେଡି ଅକ୍ଟୋବର ୭ତାରିଖରେ ନିଜ ଆକାଉଣ୍ଟରେ ଜମା କରିଛି। ସେହିପରି ୨୦୨୨ ଜୁଲାଇ ୧ରେ ୫୦କୋଟି ଟଙ୍କା(୫୦ଟି ବଣ୍ଡ) କିଣିଛି ଓ ବିଜେଡି ଏହାକୁ ଜୁଲାଇ ୪ତାରିଖରେ ନିଜ ଆକାଉଣ୍ଟରେ ଏନକ୍ୟାସ୍ କରିଛି।

ସେହିପରି ରୁଙ୍ଗଟା ସନ୍ସ ପ୍ରାଇଭେଟ୍ ଲିମିଟେଡ୍ ୨୦୨୧ ଏପ୍ରିଲ ୫ତାରିଖରେ ୫୦କୋଟି ଟଙ୍କା(୫୦ଟି ବଣ୍ଡ) କିଣିଛି, ଯାହାକୁ ବିଜେଡି ନିଜ ଆକାଉଣ୍ଟରେ ଏପ୍ରିଲ ୧୨ତାରିଖରେ ଏନକ୍ୟାସ୍ କରିଛି।

ସେହିପରି ଜଗନ୍ନାଥ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍ କମ୍ପାନୀ ମୋଟ ୧୪କୋଟି ଟଙ୍କାର ନିର୍ବାଚନୀ ବଣ୍ଡ ଆକାରରେ ବିଜେଡିକୁ ଦେଇଛି। ୨୦୨୨ ଜାନୁୟାରୀ ୧୦ରେ ୩କୋଟି ଟଙ୍କା,୨୦୨୧ ଅକ୍ଟୋବର ୮ରେ ୪କୋଟି ଟଙ୍କା ଓ ୨୦୨୧ ଏପ୍ରିଲ ୬ରେ ୭କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କିଣିଛି, ଯାହାକୁ ବିଜେଡି ନିଜର ଆକାଉଣ୍ଟରେ ଏନକ୍ୟାସ୍ କରିଛି।

ସେହିପରି ପେଙ୍ଗୁଇନ୍ ଟ୍ରେଡିଂ କମ୍ପାନୀ ୨୦୨୦ ଜାନୁୟାରୀ ୨୧ରେ ୩କୋଟି, ଅକ୍ଟୋବର ୨୭ରେ ୫କୋଟି ଟଙ୍କା, ୨୦୨୧ ଏପ୍ରିଲରେ ୧କୋଟି ଓ ଅକ୍ଟୋବର ୮ରେ ୧୫କୋଟି ଟଙ୍କା ଓ ୨୦୨୨ ଜାନୁୟାରୀ ୭ରେ ୩କୋଟି ଟଙ୍କା ନିର୍ବାଚନୀ ବଣ୍ଡ କିଣିଛି, ଯାହାକୁ ବିଜେଡି ନିଜ ଆକାଉଣ୍ଟରେ ଏନକ୍ୟାସ୍ କରିଥିବା ଜଣାପଡ଼ିଛି।

ସେହିପରି ରଶ୍ମୀ ସିମେଣ୍ଟସ୍ କମ୍ପାନୀ ୨୦୨୩ ନଭେମ୍ବର ୧୭ରେ ୫କୋଟି, ଅକ୍ଟୋବର ୧୨ରେ ୧୦କୋଟି, ଜୁଲାଇ ୧୨ରେ ୫କୋଟି, ଜୁଲାଇ ୧୦ରେ ୧୦କୋଟି ଟଙ୍କା, ୨୦୨୨ ଅକ୍ଟୋବର ୭ରେ ୫କୋଟି, ଓ ଜାନୁୟାରୀ ୭ରେ ୫କୋଟି ଟଙ୍କା, ୨୦୨୧ ଅକ୍ଟୋବର ୮ରେ ୫କୋଟି ଟଙ୍କା ନିର୍ବାଚନୀ ବଣ୍ଡ ଆକାରରେ କିଣିଛି। ଏହି ମୋଟ ୪୫କୋଟି ଟଙ୍କାକୁ ବିଜେଡି ଭିନ୍ନ ଭିନ୍ନ ଦିନରେ ନିଜ ଆକାଉଣ୍ଟରେ ଏନକ୍ୟାସ୍ କରିଛି।

ସେହିପରି ବେଦାନ୍ତ ଲିମିଟେଡ୍ ୨୦୨୩ ଜୁଲାଇ ୧୨ତାରିଖରେ ୧୫କୋଟି, ୨୦୨୨ ଜୁଲାଇ ୨ତାରିଖରେ ୨୫କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କିଣିଛି। ଏହି ମୋଟ ୪୦କୋଟି ଟଙ୍କାକୁ ବିଜେଡି ନିଜ ଆକାଉଣ୍ଟରେ ଜମା କରିଛି।

ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍ ୨୦୨୦ ଅକ୍ଟୋବର ୨୧ରେ ୧୦କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କିଣିଛି,ଯାହାକୁ ବିଜେଡି ଅକ୍ଟୋବର ୨୩ତାରିଖରେ ନିଜ ଆକାଉଣ୍ଟରେ ଜମା କରିଛି।

ସେହିପରି ତ୍ରିବେଣୀ ଆର୍ଥ ମୁଭର୍ସ ୨୦୨୩ ଅକ୍ଟୋବର ୧୩ତାରିଖରେ ୫କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କିଣିଛି ଓ ବିଜେଡି ଏହାକୁ ଅକ୍ଟୋବର ୧୮ତାରିଖରେ ନିଜ ଆକାଉଣ୍ଟରେ ଏନକ୍ୟାସ୍ କରିଛି।

ସେହିପରି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ୨୦୨୩ ଅକ୍ଟୋବର ୧୫ରେ ୨୫କୋଟି ଟଙ୍କା, ୨୦୨୩ ଜୁଲାଇ ୪ରେ ୫୦କୋଟି ଟଙ୍କା ଓ ୨୦୨୨ ଅକ୍ଟୋବର ୭ରେ ୨୫କୋଟି ଟଙ୍କା ଏଭଳି ମୋଟ ୧୦୦କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କିଣିଛି। ଯାହାକୁ ବିଜେଡି ଭିନ୍ନ ଭିନ୍ନ ଦିନରେ ନିଜ ଆକାଉଣ୍ଟରେ ଏନକ୍ୟାସ୍ କରିଛି।

ସେହିପରି ଉତ୍କଳ ଆଲୁମିନା ଇଣ୍ଡଷ୍ଟ୍ରିଜ୍ ୨୦୨୩ ଅକ୍ଟୋବର ୧୨ରେ ୨୫କୋଟି ଟଙ୍କା ଓ ଜୁଲାଇ ୧୧ରେ ୩୫କୋଟି ଟଙ୍କା, ୨୦୨୦ ଅକ୍ଟୋବର ୨୧ରେ ୧୦କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କିଣିଛି। ମୋଟ ୭୦କୋଟି ଟଙ୍କାକୁ ବିଜେଡି ନିଜ ଆକାଉଣ୍ଟରେ ଜମା କରିଛି।

ଜିନ୍ଦଲ ଷ୍ଟେନଲେସ୍ ଲିଃ ୨୦୨୩ ଜୁଲାଇରେ ୧୦କୋଟି ଓ ୨୦୨୨ ଜୁଲାଇ ୧ରେ ୨୦କୋଟି ଟଙ୍କାର ନିର୍ବାଚନୀ ବଣ୍ଡ ବିଜେଡିକୁ ଦେଇଛି।

ରଶ୍ମୀ ମେଟାଲିକସ ୨୦୨୨ ଜୁଲାଇରେ ୫କୋଟି ଟଙ୍କା,୨୦୨୨ ଜାନୁୟାରୀ ୭ରେ ୧୨କୋଟି ଟଙ୍କା ଓ ୨୦୨୧ ଅକ୍ଟୋବର ୮ରେ ୧୦କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କିଣିଛି। ଯାହାକୁ ବିଜେଡି ନିଜ ଆକାଉଣ୍ଟରେ ଏନକ୍ୟାସ୍ କରିଛି।

ସେହିପରି ଅଲଟ୍ରାଟେକ୍ ସିମେଂଟ ୨୦୨୦ ଅକ୍ଟୋବର ୨୦ରେ ୧୦କୋଟି ଟଙ୍କା, ଆଇଏଫବି ଆଗ୍ରୋ ୨୦୨୩ ଜାନୁୟାରୀରେ ୩.୩୦କୋଟି ଟଙ୍କା ଓ ୨୦୨୨ ଜୁଲାଇ ୮ରେ ୩କୋଟି ଟଙ୍କାର ଚାନ୍ଦା ବିଜେଡିକୁ ନିର୍ବାଚନୀ ବଣ୍ଡ ଆକାରରେ ଦେଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story