ବିଧାୟକଙ୍କଠୁ ପତ୍ନୀ ଅଧିକାର ମାଗୁଛନ୍ତି ବିଜେଡି ନେତ୍ରୀ

  • Published: Tuesday, 11 July 2023
  • , Updated: 11 July 2023, 01:55 PM IST

ପୁଣି ମହିଳା ଥାନାର ଦ୍ୱାରସ୍ଥ ହେଲେ ବିଜୁ ମହିଳା ଜନତା ଦଳର ଉପସଭାନେତ୍ରୀ ତଥା ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ସଦସ୍ୟା ସଂଯୁକ୍ତା ମହଲା। ପ୍ରେମ, ପ୍ରତାରଣା ଓ ଯୌନ ନିର୍ଯାତନାର ଅଭିଯୋଗ ଆଣି ତୃତୀୟ ଥର ପାଇଁ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୂର୍ବତନ ଶ୍ରମମନ୍ତ୍ରୀ ତଥା ପୋଲସରା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ପତ୍ନୀ ବୋଲି ନିଜକୁ ଗଣମାଧ୍ୟମ ସାମ୍ନାରେ ଦାବି କରୁଛନ୍ତି ।

Related story