ବିଜେଡି ନେତ୍ରୀଙ୍କ ବୟାନ ଯନ୍ତ୍ରଣାଦାୟକ, ଗୃହମନ୍ତ୍ରୀଙ୍କ ସମ୍ପୃକ୍ତିର ତଦନ୍ତ ହେଉ: ଦାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟବ୍ୟାପୀ ବିକ୍ଷୋଭ ଓ ପ୍ରତିବାଦ ଜାରି ରହିଥିବାବେଳେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ମଧ୍ୟ ଉଦବେଗ ବ୍ୟକ୍ତ କରିଛନ୍ତି। ଏହି ମାମଲାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତିର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉ ଓ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯାଉ ବୋଲି ସେ କହିଛନ୍ତି। ଏହାସହିତ ବିଜେଡି ନେତ୍ରୀ ଏହି ଘଟଣାକୁ ଛୋଟ ବୋଲି କହିବା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଓ ଦୁଃଖଦାୟକ ବୋଲି ଡାକ୍ତର ରାଉତ […]

Dama Rout

Dama Rout

Ordigital Desk
  • Published: Thursday, 28 October 2021
  • Updated: 28 October 2021, 09:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟବ୍ୟାପୀ ବିକ୍ଷୋଭ ଓ ପ୍ରତିବାଦ ଜାରି ରହିଥିବାବେଳେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ମଧ୍ୟ ଉଦବେଗ ବ୍ୟକ୍ତ କରିଛନ୍ତି। ଏହି ମାମଲାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତିର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉ ଓ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯାଉ ବୋଲି ସେ କହିଛନ୍ତି। ଏହାସହିତ ବିଜେଡି ନେତ୍ରୀ ଏହି ଘଟଣାକୁ ଛୋଟ ବୋଲି କହିବା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଓ ଦୁଃଖଦାୟକ ବୋଲି ଡାକ୍ତର ରାଉତ କହିଛନ୍ତି।

ମମିତା ହତ୍ୟା ମାମଲା ଓ ଗୃହମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଉପରେ ଗଣମାଧ୍ୟମକୁ ଆଜି ପ୍ରତିକ୍ରିୟା ଦେଇ ଡାକ୍ତର ରାଉତ କହିଛନ୍ତି ଯେ, ମମିତା ମେହେର ହତ୍ୟା ଘଟଣା ଓ ମନ୍ତ୍ରୀଙ୍କ ସମ୍ପୃକ୍ତିକୁ ନେଇ ବିରୋଧୀ ଜୋରଦାର ବିରୋଧ କରୁଛନ୍ତି। ମମିତା ହତ୍ୟା ଘଟଣା ସମଗ୍ର ରାଜ୍ୟବାସୀଙ୍କ ପାଇଁ ଲଜ୍ଜାଜନକ। ଠିକରେ ତଦନ୍ତ କରାଯାଇ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯିବା ଦରକାର। ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତିର ସଠିକ୍ ତଦନ୍ତ ହେଉ। ତଦନ୍ତରେ ଯେଉଁ ଅଯଥା ବିଳମ୍ବ ହେଉଛି, ତାହା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି। ଘଟଣା ପଛରେ କାହାର ରାଜନୀତିକ ପ୍ରୋତ୍ସାହନ ଅଛି, ଖୋଜି ବାହାର କରାଯାଉ।

ଗୋବିନ୍ଦ ସାହୁ ସହ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ତାହା ପଦାକୁ ଆସୁ। ପୁଲିସ ଡିଜି ଏହି ଘଟଣାର ତୁରନ୍ତ ତଦନ୍ତ କରି ଫଳାଫଳ ଘୋଷଣା କରନ୍ତୁ। ତେବେ ମମିତା ହତ୍ୟାକୁ ଶାସକ ବିଜେଡି ନାରୀ ନେତ୍ରୀ ଛୋଟ ଘଟଣା କହୁଛନ୍ତି। ଏହା ଅତ୍ୟନ୍ତ ଦୁଃଖଦାୟକ ଓ ଯନ୍ତ୍ରଣାଦାୟକ। ଘଟଣାରେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନିଜେ ତୁଣ୍ଡ ଖୋଲିନାହାନ୍ତି। ହୁଏତ ସେ ତଦନ୍ତର ଫଳାଫଳକୁ ଅପେକ୍ଷା କରିଛନ୍ତି। ଅତୀତରେ ଦୁର୍ନୀତିରେ ଲିପ୍ତ ଦୋଷୀଙ୍କୁ ମୁଖ୍ୟମନ୍ତ୍ରୀ ଦଣ୍ଡ ଦେଇଛନ୍ତି। ଏକ୍ଷେତ୍ରରେ ବି ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦେବେ ବୋଲି ବିଶ୍ୱାସ ରଖିବା କଥା। ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଡାକ୍ତର ରାଉତ କହିଛନ୍ତି।

ପୂର୍ବରୁ ବିଜେଡି ଉପସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ ମମିତା ହତ୍ୟା ମାମଲାର ଉପଯୁକ୍ତ ତଦନ୍ତ ଦାବି କରିବା ସହ ନବୀନଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story