ମାଆ ପୁଅଙ୍କୁ ହଟାଇବାକୁ ମାନସିକ ଭୋଜି

  • Published: Wednesday, 12 July 2023
  • , Updated: 12 July 2023, 05:59 PM IST

ଆସିକାରେ ଆରମ୍ଭ ହେଲା ମାଆ ପୁଅ ହଟାଅ ଅଭିଯାନ ପାର୍ଟ ଟୁ । ମାନସିକ ଭୋଜିରେ କର୍ମୀଙ୍କ ବଜ୍ର ଶପଥ ଏଥର ଦେଖିବେ ନୂଆ ମୁହଁ । ଏହା ହେଉଛି ମାନସିକ ଭୋଜିର ଚିତ୍ର। ମାନସିକ ଭୋଜିରେ ହେଉଛି ବଡ଼ ପ୍ଲାନିଂ। ଆସିକାରେ ମାଆ ପୁଅ ରାଜକୁ ସମାପ୍ତ କରିଦେବା ପାଇଁ ବିଜେଡି ବିରୋଧରେ ବିଜେଡି କର୍ମୀ କରୁଛନ୍ତି ମନ୍ତ୍ରଣା । ଯୋଜନା ହେଉଛି ମା ଓ ପୁଅ କେମିତି ବାଦ ପଡିବେ ।

Related story