ଲଢ଼େଇ ଲଢ଼େଇ ଲଢ଼େଇ ହେବ !

  • Published: Sunday, 06 August 2023
  • , Updated: 06 August 2023, 07:03 PM IST

ବିଜେଡି ସହ ଲଢ଼େଇ ଜୋର କର। ନବୀନଙ୍କୁ ଭେଟିବା ପରେ କର୍ମୀଙ୍କୁ ଶାହ କାର୍ଯ୍ୟାଳୟ ଦେଲେ ଏହି ଗୁରୁମନ୍ତ୍ର। କିଏ କ’ଣ କହିଦେଲେ ତାକୁ ଜମାରୁ ବିଶ୍ବାସ କର ନାହିଁ । ନଡ୍ଡା ଯେଉଁ ଲାଇନରେ ଫାଇଟର ମାର୍ଗଦର୍ଶନ କରିଛନ୍ତି ତାକୁ ଆରମ୍ଭ କର। ଅନାସ୍ଥା ପ୍ରସ୍ତାବ ପରେ ରାଜ୍ୟ ଦେଖିବ କି ରିଅଲ୍ ବିଜେପି –ବିଜେଡି ଫାଇଟ୍ ।

Related story