ଲେଖାଶ୍ରୀ ବିଜେପି ଛାଡିବା ପ୍ରସଙ୍ଗରେ କଣ କହିଲେ ଗୋଲକ ?

ରାଜ୍ୟ ବିଜେପିର ଜଣଙ୍କ ପରେ ଜଣେ ନେତା ଦଳ ଛାଡିବା ପ୍ରସଙ୍ଗରେ ସଫେଇ ରଖିଛନ୍ତି ବିଜେପି ରାଜ୍ୟ ଉପସଭାପତି ଗୋଲଖ ମହାପାତ୍ର ।

Manoj Swain
  • Published: Monday, 08 April 2024
  • Updated: 08 April 2024, 04:58 PM IST

Sports

Latest News

ଲେଖାଶ୍ରୀ ସାମନ୍ତସିଂହାର ବିଜେପି ଛାଡିବା ପ୍ରସଙ୍ଗରେ ସଫେଇ ରଖିଛନ୍ତି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର । ଆମର ଲକ୍ଷ୍ୟ ଟିକେଟ ନୁହେଁ, ଆମର ଲକ୍ଷ୍ୟ ଦେଶର ସେବା କରିବା। ଯେଉଁ ମାନେ ଦଳ ଛାଡିଲେ ସ୍ୱାର୍ଥ କଥା ଚିନ୍ତା କରିପାରନ୍ତି ବୋଲି କହିଛନ୍ତି ଗୋଲକ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos