ଓଡ଼ିଶା ଦଖଲ ପାଇଁ ବିଜେପିର ରୋଡ ମ୍ୟାପ

  • Published: Friday, 29 December 2023
  • , Updated: 29 December 2023, 04:29 PM IST

ଓଡ଼ିଶା ଦଖଲ ପାଇଁ ବିଜେପିର ରୋଡ ମ୍ୟାପ । ଆଜି ବିଜେପିର ସମନ୍ୱୟ ବୈଠକରେ ଯୋଗଦେବା ପାଇଁ ଭୁବନେଶ୍ବରରେ ୩ କେନ୍ଦ୍ରୀୟ ନେତା । ଦିଲ୍ଲୀରେ ପ୍ରସ୍ତୁତ ରୋଡମ୍ୟାପ କାର୍ଯ୍ୟକାରୀ ପାଇଁ ପହଞ୍ଚିଲେ କେନ୍ଦ୍ର ନେତୃବୃନ୍ଦ । ଓଡ଼ିଶାରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ୍ ସନ୍ତୋଷ, ପ୍ରଭାରୀ ସୁନୀଲ ବଂଶଲ ଓ ସହପ୍ରଭାରୀ ବିଜୟପାଲ ସିଂ ତୋମାର। ସେହିଭଳି ଗତକାଲି ଅର୍ଥାତ ଶନିବାର ଦିନ ପଦାଧିକାରୀ ଓ ଜିଲ୍ଲା ସଭାପତି ବୈଠକ ହେବାକୁ ଥିବାବେଳେ, ରବିବାର ଦିନ ସଂଯୁକ୍ତ ମୋର୍ଚ୍ଚା ବୈଠକ ବସିବା ନେଇ ବିଜୟପାଲ ସିଂ ତୋମାର ସୂଚନା ଦେଇଛନ୍ତି।

Related story