ସମ୍ବଲପୁରରୁ ଲଢ଼ିବେ ବବି!

ସମ୍ବଲପୁର ଲୋକସଭା କ୍ଷେତ୍ର ଉପରେ ଧର୍ମେନ୍ଦ୍ର ଆଖି ପକାଇଥିବା ବେଳେ ବବି ମଧ୍ୟ କୁଆଡେ ସେହି ଆସନ ଉପରେ ନଜର ପକାଇଛନ୍ତି।

Jitendra Garnayak
  • Published: Sunday, 14 January 2024
  • Updated: 14 January 2024, 02:51 PM IST

ଧର୍ମେନ୍ଦ୍ର ପ୍ରଧାନ ଯେଉଁଠୁ ଲଢିବେ ବବି ସେଇଠାରୁ ଲଢିବେ କି ? ସମ୍ବଲପୁର ଲୋକସଭା କ୍ଷେତ୍ର ଉପରେ ଧର୍ମେନ୍ଦ୍ର ଆଖି ପକାଇଥିବା ବେଳେ ବବି ମଧ୍ୟ କୁଆଡେ ସେହି ଆସନ ଉପରେ ନଜର ପକାଇଛନ୍ତି। ଏମିତି କିଛି ଆଲୋଚନା ଚାଲିଥିବା ବେଳେ ରେଢାଖୋଲ ବିଧାୟକ ତଥା ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀଙ୍କ ମନ୍ତବ୍ୟ ପରେ ଚର୍ଚ୍ଚା ଜୋରଦାର ହୋଇଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos