ରଜରେ ଶୁଭେଚ୍ଛା ଜଣାଇଲେ, ୮ ବର୍ଷର ହିସାବ ଦେଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ଗଣ ପର୍ବରେ ରଜରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୮ ବର୍ଷର ସଫଳତାର ହିସାବ ଦେଲେ କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ୍‌। ଏଥିସହ ଓଡ଼ିଶା ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରୁନଥିବାରୁ ଉଦ୍‌ବେଗ ପ୍ରକାଶ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ୍‌ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ କାର୍ଯ୍ୟକାଳର ୮ ବର୍ଷ ସଫଳତାର ହିସାବ ଦେଇଛନ୍ତି। ସେ କହିଛନ୍ତି, ଦେଶର ସନ୍ତୁଳିତ ବିକାଶକୁ […]

Anupriya-Patel

Anupriya-Patel

Manoranjan Sial
  • Published: Tuesday, 14 June 2022
  • Updated: 14 June 2022, 06:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ଗଣ ପର୍ବରେ ରଜରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୮ ବର୍ଷର ସଫଳତାର ହିସାବ ଦେଲେ କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ୍‌। ଏଥିସହ ଓଡ଼ିଶା ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରୁନଥିବାରୁ ଉଦ୍‌ବେଗ ପ୍ରକାଶ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ୍‌ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ କାର୍ଯ୍ୟକାଳର ୮ ବର୍ଷ ସଫଳତାର ହିସାବ ଦେଇଛନ୍ତି। ସେ କହିଛନ୍ତି, ଦେଶର ସନ୍ତୁଳିତ ବିକାଶକୁ ଗୁରୁତ୍ୱ ଦେଉଛନ୍ତି ପ୍ରଧାନମନ୍ତ୍ରୀ। ଦେଶ ସ୍ୱାଧୀନତା ପରଠୁ ପୂର୍ବ ଭାରତ ଅବହେଳିତ ହୋଇ ଆସୁଥିଲା। ପ୍ରଧାନମନ୍ତ୍ରୀ ପୂର୍ବ ଭାରତକୁ ପ୍ରାଥମିକତା ଦେଇ ଓଡ଼ିଶା ଭଳି ରାଜ୍ୟର ବିକାଶକୁ ଗୁରୁତ୍ୱ ଦେଇଛନ୍ତି।

୧- ପିଏମ କିଷାନରେ ଓଡ଼ିଶାର ୪୦ ଲକ୍ଷ ଚାଷୀ ଉପକୃତ ହେଉଛନ୍ତି।

୨- ସ୍ୱାସ୍ଥ୍ୟ କ୍ଷେତ୍ରରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇଛି। ଓଡ଼ିଶା ସରକାର ଏହି ଯୋଜନାକୁ ଲାଗୁ କରୁନାହାନ୍ତି। ଯେଉଁଥିପାଇଁ ରାଜ୍ୟର ଗରିବ ପରିବାର ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି। ଜନ ଔଷଧୀ କେନ୍ଦ୍ର ମାଧ୍ୟମରେ ଲୋକଙ୍କୁ ଶସ୍ତାରେ ଔଷଧ ଯୋଗାଇ ଦିଆଯାଉଛି।

୩- ଓଡ଼ିଶାରେ ୬୦୦୦ କିମି ଜାତୀୟ ରାଜପଥ ନିର୍ମାଣ ହୋଇଛି।

୪- ଜଳ ଜୀବନ ମିଶନରେ ୪୨ ଲକ୍ଷ ଘରକୁ ପାଇପ୍‌ ଯୋଗେ ଜଳ ଯୋଗାଣ ହୋଇଛି।

୫- ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସରେ ୧୭ ଲକ୍ଷ, ସହରାଞ୍ଚଳରେ ଏକ ଲକ୍ଷ ପକ୍କା ଘର ଯୋଗାଇ ଦିଆଯାଇଛି।

୬- ଉଜ୍ଜ୍ୱଳା ଯୋଜନାରେ ମହିଳାମାନଙ୍କୁ ମାଗଣା ଗ୍ୟାସ୍‌ ସିଲିଣ୍ଡର ଯୋଗାଇ ଦିଆଯାଇଛି।

୭- ଜିଲ୍ଲାରେ ଯେଉଁ ପ୍ରଡକ୍ଟ ଉତ୍ପାଦନ ହେଉଛି, ତାକୁ ମାର୍କେଟିଂ କରିବା ପାଇଁ ବ୍ୟବସ୍ଥା କରାଯାଉଛି

୮- ନୂଆ ଷ୍ଟାର୍ଟ ଅପ୍‌ ପାଇଁ ବ୍ୟବସ୍ଥା କରାଯାଉଛି। ଦେଶରେ ଯେତିକି ଷ୍ଟାର୍ଟ ଅପ୍‌ ହୋଇଛି, ସେଥିରୁ ୧୨୧୭ ଷ୍ଟାର୍ଟ ଅପ୍‌ ଓଡ଼ିଶାର ରହିଛି। ଆହୁରି ଅଧିକ ଷ୍ଟାର୍ଟ ଅପ୍‌ କରିବା ପାଇଁ ଭାରତ ସରକାର ଯୋଜନା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story