ବିଜେଡିରେ ଦେଖିବାକୁ ମିଳିବନି ଷ୍ଟାର କ୍ରେଜ !

  • Published: Sunday, 31 March 2024
  • , Updated: 31 March 2024, 11:41 AM IST

ନିର୍ବାଚନ ବେଳେ ଓଡ଼ିଆ ସିନେମାର ୪ ହିରୋ ବିଜେଡି ଛାଡ଼ି ଦେଇଛନ୍ତି। ଅଭିନେତାରୁ ରାଜନେତା ପାଲଟିଥିବା ଏହି ୪ ହିରୋଙ୍କ ମଧ୍ୟରୁ ଦୁଇ ଜଣ ବିଜେପିରେ ଯୋଗ ଦେଇଥିବା ବେଳେ ଆଉ ଦୁଇ ଜଣ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ବିଜେଡି ଛାଡ଼ିଥିବା ଏହି ୪ ହିରୋ ହେଉଛନ୍ତି- ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଆକାଶ ଦାସ ନାୟକ ଓ ଅରିନ୍ଦମ ରାୟ। ଦେଖନ୍ତୁ ପୂରା ରିପୋର୍ଟ। 

Related story