ଭାଙ୍ଗୁଛି ‘କଂଗ୍ରେସ ଘର’!

ରବିବାରଠାରୁ ମଣିପୁର ଇମ୍ଫାଲରୁ କଂଗ୍ରେସର ଆରମ୍ଭ ହୋଇଛି ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା। ରବିବାର ଦିନ ଦଳ ଯେତେବେଳେ ଯାତ୍ରା ଆରମ୍ଭ କରିବାକୁ ମଞ୍ଚ ସଜାଉଥିଲା, ଠିକ୍ ସେତିକି ବେଳେ ମୁମ୍ବାଇ କଂଗ୍ରେସର ପୂର୍ବତନ ସଭାପତି ମିଲିନ୍ଦ ଦେଓରା ଦଳରୁ ଇସ୍ତଫା ଦେଇ ଶିବ ସେନା (ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀ)ରେ ସାମିଲ ହୋଇଥିଲେ। 

Jitendra Garnayak
  • Published: Monday, 15 January 2024
  • Updated: 15 January 2024, 10:45 PM IST

Sports

Latest News

ଦୀର୍ଘ ଏକ ଦଶନ୍ଧି ଧରି କ୍ଷମତାରୁ ଦୂରରେ ରହିବା ଓ ରାଜ୍ୟଗୁଡ଼ିକରେ ସଂଗଠନ ଭୁଶୁଡ଼ି ପଡ଼ିବା ପରେ 2022ରେ ଭାରତ ଯୋଡ଼ୋ ଯାତ୍ରା ଓ ଏବେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା କରୁଛି କଂଗ୍ରେସ। ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଏହି ଯାତ୍ରା ଯୋଗୁଁ ସାଧାରଣ ଲୋକ, କର୍ମୀ ଓ ଭକ୍ଷୋଟରଙ୍କ ସହ ସଂପର୍କ ସ୍ଥାପନ କରିବା ଲାଗି କଂଗ୍ରେସ ପ୍ରୟାସ କରୁଛି। ରବିବାରଠାରୁ ମଣିପୁର ଇମ୍ଫାଲରୁ କଂଗ୍ରେସର ଆରମ୍ଭ ହୋଇଛି ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା। ରବିବାର ଦିନ ଦଳ ଯେତେବେଳେ ଯାତ୍ରା ଆରମ୍ଭ କରିବାକୁ ମଞ୍ଚ ସଜାଉଥିଲା, ଠିକ୍ ସେତିକି ବେଳେ ମୁମ୍ବାଇ କଂଗ୍ରେସର ପୂର୍ବତନ ସଭାପତି ମିଲିନ୍ଦ ଦେଓରା ଦଳରୁ ଇସ୍ତଫା ଦେଇ ଶିବ ସେନା (ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀ)ରେ ସାମିଲ ହୋଇଥିଲେ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos