‘ମହିଳାଙ୍କୁ ସାନିଟାରି ନାପକିନ୍ ଦେବାକୁ ସଂକଳ୍ପ ନିଅନ୍ତୁ ଘରର ମୁରବୀ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହିଳାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦୃଷ୍ଟିରୁ ସାନିଟାରୀ ନାପକିନର ବ୍ୟବହାର ଉପରେ ଅଧିକ ଘରର ମୁରବୀମାନେ ଗୁରୁତ୍ୱ ଦିଅନ୍ତୁ। ଏହାସହିତ ମହିଳାମାନଙ୍କୁ ସାନିଟାରୀ ନାପକିନ୍ ଯୋଗାଇ ଦେବା ପାଇଁ ଘରର ମୁରବୀମାନେ ସଂକଳ୍ପ ନିଅନ୍ତୁ ବୋଲି ବିଜେପି ପରାମର୍ଶ ଦେଇଛି। ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, ଅଗଷ୍ଟ ୧୫ ତାରିଖରେ ୭୪ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]

lekhasri-SAMANTSINHAR-FINAL

lekhasri-SAMANTSINHAR-FINAL

Manoranjan Sial
  • Published: Tuesday, 18 August 2020
  • Updated: 18 August 2020, 08:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହିଳାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦୃଷ୍ଟିରୁ ସାନିଟାରୀ ନାପକିନର ବ୍ୟବହାର ଉପରେ ଅଧିକ ଘରର ମୁରବୀମାନେ ଗୁରୁତ୍ୱ ଦିଅନ୍ତୁ। ଏହାସହିତ ମହିଳାମାନଙ୍କୁ ସାନିଟାରୀ ନାପକିନ୍ ଯୋଗାଇ ଦେବା ପାଇଁ ଘରର ମୁରବୀମାନେ ସଂକଳ୍ପ ନିଅନ୍ତୁ ବୋଲି ବିଜେପି ପରାମର୍ଶ ଦେଇଛି।

ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, ଅଗଷ୍ଟ ୧୫ ତାରିଖରେ ୭୪ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ ଝିଅ ଏବଂ ମହିଳାଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଶସ୍ତାରେ ସାନିଟାରୀ ନାପକିନ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ମୋଦି ସରକାର ଦେଶବ୍ୟାପୀ ୬ ହଜାରରୁ ଅଧିକ ଜନୌଷଧି କେନ୍ଦ୍ରରେ ୫ କୋଟିରୁ ଅଧିକ ସାନିଟାରୀ ନାପକିନ ମାତ୍ର ୧ ଟଙ୍କାରେ ଉପଲବ୍ଧ କରାଇଛନ୍ତି। ମୋଦି ସରକାର ସଦାସର୍ବଦା ମହିଳାଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟାକୁ ଗୁରୁତ୍ୱ ଦେଇ ଏଭଳି ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ଲାଲକିଲ୍ଲା ଠାରୁ ସ୍ୱଚ୍ଛ ଭାରତର ଆହ୍ୱାନ ଦେଇଥିଲେ। ଏବେ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦି ମହିଳାମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଆଉ ଏକ ଆହ୍ୱାନ ଦେଇଛନ୍ତି। ପ୍ରତି ଘରେ ଝିଅ ଏବଂ ମହିଳାମାନେ ସେମାନଙ୍କର ଋତୁସ୍ରାବ ସମୟରେ ସାନିଟାରି ନାପକିନ ବ୍ୟବହାର କରିବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି। ଗ୍ରାମାଂଚଳରେ ୧୨ ପ୍ରତିଶତ ମହିଳା ଏବଂ ସହରାଚଂଳରେ ୫୦ ପ୍ରତିଶତ ମହିଳା ସାନିଟାରି ନାପକିନ ବ୍ୟବହାର କରୁଛନ୍ତି।

ଦେଶବ୍ୟାପୀ ମାତ୍ର ୨୦ ପ୍ରତିଶତ ମହିଳା ସାନିଟାରି ନାପକିନ ବ୍ୟବହାର କରୁଛନ୍ତି। ବାକି ମହିଳାମାନେ ସାନିଟାରି ନାପକିନ ବ୍ୟବହାର କରୁନଥିବା କାରଣରୁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି। ଏହା ଦ୍ୱାରା ଆଗାମୀ ଦିନରେ ସର୍ଭାଇକାଲ କ୍ୟାନସର ହେବାର ଆଶଙ୍କା ରହିଛି। ଏଣୁ ଆମେ ସମସ୍ତେ ଏହି ଅଭିଯାନ ରେ ସାମିଲ ହୋଇ ଏହାକୁ ଏକ ଆନ୍ଦୋଳନର ରୂପ ଦେବା ବୋଲି ଡ.ସାମନ୍ତସିଂହାର କହିଛନ୍ତି।

ଜନୌଷଧି କେନ୍ଦ୍ରରେ ସାନିଟାରୀ ନାପକିନ ମାତ୍ର ୧ ଟଙ୍କାରେ ମିଳୁଥିବାରୁ ସାଧାରଣ ଗରିବ ମହିଳାମାନେ ଏହାର ଲାଭ ଉଠାଇ ନିଜ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିପାରିବେ। ଏହି ଅଭିଯାନରେ ଘରର ମୁରବୀ ତଥା ପୁରୁଷ ମାନେ ସାମିଲ ହୋଇ ମହିଳାଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ସେମାନଙ୍କୁ ସାନିଟାରି ନାପକିନ ଯୋଗାଇ ଦେବାର ସଂକଳ୍ପ ନିଅନ୍ତୁ ବୋଲି ଶ୍ରୀମତୀ ସାମନ୍ତସିଂହାର ଆହ୍ୱାନ ଦେଇଛନ୍ତି। ଏହି ଅଭିଯାନ ପ୍ରତି ଘରେ ପ୍ରତି ମହିଳାଙ୍କ ପାଖରେ ପହଂଚାଇବା ଦରକାର ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story