ଭୁଶୁଡୁଛି ବିଜେଡିର ଗଡ଼ !

  • Published: Sunday, 31 March 2024
  • , Updated: 31 March 2024, 05:53 PM IST

ଓଡିଶାବାସୀଙ୍କ ବଳ ଏବେ ଦୁର୍ବଳ। 15 ଦିନରେ ଛାଡିଲେଣି 15 ନେତା। ଲଗାତାର ଭାବରେ ବିଜେଡି ପାଇଁ ବିପର୍ଯ୍ୟୟ ଆଣିଛନ୍ତି ଦଳର ପୁରୁଖା ଓ ଯୁବ ନେତା। ସ୍ଥିତି ଏଭଳି ହେଲାଣି ଯେ ଆଉ କେହି କାହା କଥା ଶୁଣିବା ସ୍ଥିତିରେ ନାହାନ୍ତି । ଜଣଙ୍କ ପରେ ଜଣେ ନେତା ବିଜେଡି ଛାଡ଼ିଛନ୍ତି । ଦଳରେ କୋଣଠେସା ହେବା କଥା ହେଉ କି ନିଜ ଭବିଷ୍ୟତ କ୍ୟାରିୟର ପାଇଁ ହେଉ ଏମାନେ କିନ୍ତୁ ଆଉ ବିଜେଡିକୂ ସୁରକ୍ଷିତ ମଣୁ ନାହାନ୍ତି । ଦେଖନ୍ତୁ ପୂରା ରିପୋର୍ଟ। 

Related story