ମମିତାଙ୍କୁ ନ୍ୟାୟ : ଆନ୍ଦୋଳନ ଜାରି ରଖିବ ବିଜେପି, ଆସନ୍ତାକାଲି କରିବ ବୁଦ୍ଧିଜୀବୀ ସମ୍ମିଳନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୃତ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ନମଳିବା ପର୍ଯ୍ୟନ୍ତ ବିଜେପି ନିଜର ଆନ୍ଦୋଳନ ଜାରି ରଖିବ ବୋଲି ଆଜି କହିବା ସହ ଆସନ୍ତାକାଲି ଏହି ପ୍ରସଙ୍ଗରେ ଭୁବନେଶ୍ୱରରେ ବୁଦ୍ଧିଜୀବୀ ସମ୍ମିଳନୀ ଦଳ ପକ୍ଷରୁ ଆୟୋଜନ କରାଯାଇଛି। ରାଜ୍ୟ ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମମିତା ମେହେର ହତ୍ୟା ମାମଲାରେ ବିଜେପି ପକ୍ଷରୁ ଗୃହମନ୍ତ୍ରୀଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବି କରାଯାଇଥିଲେ ମଧ୍ୟ ସରକାର ଶୁଣିଲେନି। ମୁଖ୍ୟମନ୍ତ୍ରୀ ତାଙ୍କୁ ମଂଚରେ ବସାଇ ଘଣ୍ଟ […]

BJP

BJP

Ordigital Desk
  • Published: Wednesday, 10 November 2021
  • Updated: 10 November 2021, 09:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୃତ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ନମଳିବା ପର୍ଯ୍ୟନ୍ତ ବିଜେପି ନିଜର ଆନ୍ଦୋଳନ ଜାରି ରଖିବ ବୋଲି ଆଜି କହିବା ସହ ଆସନ୍ତାକାଲି ଏହି ପ୍ରସଙ୍ଗରେ ଭୁବନେଶ୍ୱରରେ ବୁଦ୍ଧିଜୀବୀ ସମ୍ମିଳନୀ ଦଳ ପକ୍ଷରୁ ଆୟୋଜନ କରାଯାଇଛି।

ରାଜ୍ୟ ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମମିତା ମେହେର ହତ୍ୟା ମାମଲାରେ ବିଜେପି ପକ୍ଷରୁ ଗୃହମନ୍ତ୍ରୀଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବି କରାଯାଇଥିଲେ ମଧ୍ୟ ସରକାର ଶୁଣିଲେନି। ମୁଖ୍ୟମନ୍ତ୍ରୀ ତାଙ୍କୁ ମଂଚରେ ବସାଇ ଘଣ୍ଟ ଘୋଡ଼ାଇଲେ। ଶାସକ ଦଳର ନେତାମାନଙ୍କୁ ସବୁ ଜାଗାରେ ବିରୋଧ କରାଯିବ ଓ ଆନ୍ଦୋଳନକୁ ଦଳ ଅଧିକ ତୀବ୍ର କରାଇବ।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ମହିଳା ହିଂସା, ନିର୍ଯାତନା, ବଳାତ୍କାର, ହତ୍ୟା ଭଳି ବିଭତ୍ସ ଘଟଣାମାନ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ଦଣ୍ଡବିଧାନ ହାର ଅତ୍ୟନ୍ତ ନଗଣ୍ୟ ବୋଲି ଏନସିଆରବି ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ହୋଇଛି। ଗୋଟିଏ ପଟେ ଶାସକ ବିଜେଡିର ମନ୍ତ୍ରୀ, ବିଧାୟକ ଓ ନେତାମାନେ ପ୍ରତ୍ୟକ୍ଷ ଭାବେ ଏହି ସବୁ ଘଟଣାରେ ସଂପୃକ୍ତ ରହୁଥିବାବେଳେ ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଯେ କୈାଣସି ସ୍ତରକୁ ଓହ୍ଲାଇ ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେଉଛନ୍ତିି ।

ଅତୀତରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନ କାରଣରୁ ଅପରାଧରେ ସଂପୃକ୍ତ ଶାସକ ଦଳର ନେତାମାନେ ଜଘନ୍ୟ ଅପରାଧ ଭିଆଇ ମଧ୍ୟ ଦୋଷମୁକ୍ତ ହୋଇ ନିର୍ଭୟରେ ବୁଲୁଛନ୍ତିି ଏବଂ ଭବିଷ୍ୟତରେ ଅପରାଧ ଭିଆଇବାକୁ ପୁନଃ ସାହସ କରୁଛନ୍ତି । ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ଘଟଣା ଏହାର ଏକ ଜ୍ୱଳନ୍ତ ଉଦାହରଣ । ମମିତା ହତ୍ୟାକାଣ୍ଡ ଘଟିବାର ମାସେ ଭିତରେ ସମସ୍ତ ତଥ୍ୟ ପ୍ରମାଣ ନଷ୍ଟ କରିବାର ସୁଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ମଂଚରେ ବସିବା ରାଜ୍ୟବାସୀଙ୍କୁ ବିସ୍ମିତ କରିଛି ।

ପୁଲିସ ଯାହାକୁ ବାନ୍ଧିବା କଥା, ସେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସିଛି । ଶାସକ ଦଳ ତରଫରୁ ବିଭ୍ରାନ୍ତିକର ବୟାନବାଜି କରି ଜନତାଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରାଯାଉଛି । ରାଜ୍ୟରେ ଉଦ୍‌ବେଗଜନକ ଭାବେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଥିବାବେଳେ ଦାୟିତ୍ୱବାନ ବିରୋଧୀ ଦଳ ଭାବେ ବିଜେପି କ୍ରମାଗତ ଭାବେ ଏହା ବିରୁଦ୍ଧରେ ଆନ୍ଦୋଳନ ଅବ୍ୟାହତ ରଖିଛି । ଏହି ପରିପ୍ରେକ୍ଷୀରେ ଆସନ୍ତା କାଲି ରାଜ୍ୟ ବିଜେପି ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ବରିଷ୍ଠ ନେତା ପ୍ରକାଶ ମିଶ୍ର ଓ ପୀତାମ୍ବର ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେବେ ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story