ବିଜେଡିକୁ ଘାରିଛି କି ସ୍ପ୍ଲିଟ୍ ଭୋଟିଂ ଭୟ ?

  • Published: Tuesday, 09 April 2024
  • , Updated: 09 April 2024, 05:20 PM IST

ଏ କଥାକୁ ଅସ୍ୱିକାର କରିହେବନି ଯେ ଓଡ଼ିଶାରେ ମୋଦି ଲହର ଅଛି । ଯାହାର ଝଲକ ଚଣ୍ଡିଖୋଲ ସମାବେଶରେ ଦେଖିବାକୁ ମିଳିଥିଲା । 2019 ନିର୍ବାଚନରେ ଓଡ଼ିଶାରେ ଏକ ସ୍ପ୍ଲିଟ୍ ଭୋଟିଂ ହୋଇଥିଲା । ଲୋକସଭାରେ ମୋଦିଙ୍କ ସପକ୍ଷରେ ଭୋଟ୍ ଯାଇଥିଲା ଆଉ ବିଧାନସଭା ନବୀନଙ୍କ ସପକ୍ଷରେ ଯାଇଥିଲା । ଏଥର ମଧ୍ୟ ବିଜେଡିକୁ ଭୟ ଘାରିଛି ଯେ ସ୍ପ୍ଲିଟ୍ ଭୋଟିଂର ପ୍ରଭାବରେ ବିଧାନସଭା କ୍ଷେତ୍ର ମଧ୍ୟ ପ୍ରଭାବିତ ହୋଇପାରେ । ସେଥିପାଇଁ ନିଜର ରଣନୀତି ପରିବର୍ତ୍ତନ କରିଛି । କିଛି ଏଭଳି କହିଛନ୍ତି ରାଜନୈତିକ ସମୀକ୍ଷକ ପ୍ରସନ୍ନ ମହାନ୍ତି। 

Related story